ଧୁମ୍ଧାମ୍ରେ ପାଳିତ ହେଲା ବାବା ସାହେବଙ୍କ ଜୟନ୍ତୀ
ଜୟପାଟଣା, (ଶେଷଦେବ ବେହେରା) : ବାବା ସାହେବ ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ବଡ଼ ଧୁମ୍ଧାମ୍ରେ ଜୟପାଟଣା ସହରରେ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ଉତ୍ସବରେ ଯୋଗ ଦେବାପାଇଁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିଥିଲେ । ଆୟୋଜନ କମିଟି ଦ୍ୱାରା ଜନ୍ମ ଉତ୍ସବକୁ ଆକର୍ଷଣୀୟ କରିବା!-->…
Read More...
Read More...