Yearly Archives

2025

୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ସଂସ୍କୃତି ଭବନରେ “ପୂର୍ବରଙ୍ଗ-ଜାତୀୟ ନାଟକ ଉତ୍ସବ”

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, ଭାରତ ସରକାର ଓ ଜାତୀୟ ନାଟ୍ୟ ବିଦ୍ୟାଳୟ, ନୂଆଦିଲ୍ଲୀ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦ ଓ ଓଡ଼ିଶା ନାଟକ ସମାରୋହ ସମିତିର ମିଳିତ
Read More...

ସର୍ବଭାରତୀୟ ଜେଇ ମେନ୍ ପରୀକ୍ଷାରେ ଛତ୍ରପୁରର ବିଷ୍ଣୁ ପ୍ରସାଦ ଶତପଥୀଙ୍କ କୃତ୍ତିତ୍ଵ ହାସଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସର୍ବ ଭାରତୀୟସ୍ତରରେ ଜେଇ ମେନ୍ ପରୀକ୍ଷା ଫଳାଫଳରେ ଛତ୍ରପୁର ସହରର ବିଷ୍ଣୁ ପ୍ରସାଦ ଶତପଥୀଙ୍କ ଶତପ୍ରତିଶତ କୃତ୍ତିତ୍ଵ ହାସଲ ହୋଇଥିବା ନେଇ ଉକ୍ତ କୃତୀ ଛାତ୍ରଙ୍କ ପରିବାର ମହଲରେ ଖୁସିର ଲହରୀ ଖେଳିଯାଇଛି । ପ୍ରକାଶ ଯୋଗ୍ୟ ଯେ' ସର୍ବଭାରତୀୟ
Read More...

ବଲାଙ୍ଗିରରେ ସିରିଜ୍‌ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏନ୍‌) : ବଲାଙ୍ଗିର ଓଭରବ୍ରିଜ ଚା' ଦୋକାନ ସାମ୍ନାରେ ୯ରୁ ଅଧିକ ଗାଡ଼ିକୁ ଧକ୍କା ଦେଲା ହାଇଡ଼୍ରା । ଯାହା ଫଳରେ ଗାଡ଼ିଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଚୁର୍‌ମାର୍‌ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଥିଲା । ଗୁରୁତର ଆହତଙ୍କୁ ଉଦ୍ଧାର କରି
Read More...

ମାରୱାଡି ଯୁବାମଞ୍ଚର ଶପଥ ସମାରୋହ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାରୱାଡି ଧର୍ମଶାଳାଠାରେ ରବିବାର ମାରୱାଡି ଯୁବାମଞ୍ଚର ଶପଥ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମାରୱାଡି ସମାଜର ସଭାପତି ଅମରଦୀପ ଅଗ୍ରୱାଲ ଓ ସମ୍ମାନିତ ଅତିଥି ଭାବରେ ମାରୱାଡି ସମାଜର ସମ୍ପାଦକ ବଜରଙ୍ଗ ଗର୍ଗ,
Read More...

ସୂଚନା ଅଧିକାର ଅଭିଯାନର କର୍ମୀ ସମ୍ମିଳନୀ ଏବଂ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଅଭିଯାନର କର୍ମୀ ସମ୍ମିଳନୀ ଏବଂ ତାଲିମ କାର୍ଯ୍ୟକ୍ରମ ରାଜ୍ୟ ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ପୌରୋହିତ୍ୟରେ ବିଶ୍ଵନାଥ ପାହାଡ଼ ନିକଟସ୍ଥ ଗଡଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ
Read More...

ବଜ୍ରାଘାତରେ ଡ୍ରାଇଭର ମୃତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବିଲକୁ ଯିବା ହେଲା କାଳ । ବଜ୍ରାଘାତରେ ଡ୍ରାଇଭର ମୃତ । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବାଗଦୋରଗାଁରେ ଆଜି ୪ଟା ସମୟରେ ସରମୁହାନ ଗ୍ରାମର ଗଙ୍ଗାଧର ଧରୁଆ ବିଲରେ ଟ୍ରାକ୍ଟର ଯେେଗେ ଲଙ୍ଗଳ କରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଯହୋଫଳରେ
Read More...

ରାଜ୍ୟ ଓବିସି ମଞ୍ଚ ଓଡ଼ିଶାର ଚତୁର୍ଥ ସାଧାରଣ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ଦିନ ରାଜ୍ୟ ଓବିସି ମଞ୍ଚ ଓଡ଼ିଶା ର ଚତୁର୍ଥ ସାଧାରଣ ସଭା ଜିଲ୍ଲା ଓବିସି ମଞ୍ଚ କାର୍ଯ୍ୟାଳୟ ରାଜେନ୍ଦ୍ର ପଡା ବଲାଙ୍ଗିରଠାରେ ଜିଲ୍ଲା ଓବିସି ମଞ୍ଚ ଉପ ସଭାପତି କିଶୋର ଚନ୍ଦ୍ର ସାଏଙ୍କ ଦ୍ଵାରା ନିର୍ବାଚନ ପ୍ରକ୍ରିୟା ଦୃଢ଼ୀକରଣ କରାଯାଇଥିଲା । ଗତ ୧୬
Read More...

ଅରୁନ୍ଧତୀ ବାନ୍ଧକଳାର ଭୂମିପୂଜନ

ସୁବର୍ଣ୍ଣପୁର ଜିଲ୍ଲାର ଗ୍ରାମୀଣ ହସ୍ତତନ୍ତର ବିକାଶ ସହ ବୁଣାକାରଙ୍କ ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ ଅରୁନ୍ଧତୀ ବାନ୍ଧକଳା - କେ.ଭି.ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ଛେପାପାଲି ଗାଁରେ ଆଜି ଉପ ମୁଖ୍ୟମନ୍ତ୍ରୀ କନକ
Read More...

ପି .ପି. ଏକାଡେମୀ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ପରଲୋକ

ବଲାଙ୍ଗୀର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାଲପଡ଼ା ନିବାସୀ ଶରତ ଚନ୍ଦ୍ର ଦୀକ୍ଷିତଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ପି. ପି. ଏକାଡେମୀର ପୂର୍ବତନ ପ୍ରଧାନ ଶିକ୍ଷକ ଥିଲେ । ସେ ଆଇ. ଡି. ଏମ ସ୍କୁଲର ପ୍ରତିଷ୍ଠାତା ଓ ଚେୟାରମେନ ଥିଲେ । ପି ପି ଏକାଡେମୀ ସ୍କୁଲର ଏନ୍ ସି ସି
Read More...

ସ୍ୱସ୍ତି ଝଙ୍କାର, ରାଉରକେଲା ୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ

"ନାଟ୍ୟମ" ଅନୁଗୁଳର ନାଟକ "ତ୍ରିଶଙ୍କୁ "ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ଝଙ୍କାର, ରାଉରକେଲାର ୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପ୍ରଥମ ଦିବସରେ ଅନୁଗୁଳର ନାଟ୍ୟ ସଂସ୍ଥା ନାଟ୍ୟମ ତରଫରୁ ନାଟକ ତ୍ରିଶଙ୍କୁ ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟକାର ତଥା ନିର୍ଦ୍ଦେଶକ
Read More...