Yearly Archives

2025

କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଫୁଲବାଣୀ : ଫୁଲବାଣୀ ଠାରେ ଆସନ୍ତା ଏପ୍ରିଲ ୨୭ ତାରିଖରୁ ମେ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା । ଏଥିପାଇଁ ଆଜି ଭୂମିପୂଜା ଓ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ସୂଚନା ଅନୁସାରେ ୧୨ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୧୫୦ ରୁ ଅଧିକ ଷ୍ଟଲ୍
Read More...

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ । ଏପରି ଏକ ଘଟଣା ଘଟିଛି ବଲାଙ୍ଗଶର ଜିଲ୍ଲା ସଇଁତଳା ଥାନା ତୁଷ୍ଟାପାଲି ଗାଁରେ । ରବିବାର ଅପରାହ୍ନରେ କାଳ ବୈଶାଖୀ ପାଇଁ ସଇଁତଳା ଅଞ୍ଚଳରେ ଝିପି ଝିପି ବର୍ଷା ହେବା ସହ ପବନ ଓ ବିଜୁଳି ମାରିଥିବା ବେଳେ ତୁଷ୍ଟାପାଲିର
Read More...

ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ : ଚାଲିଗଲା ନାବାଳକର ଜୀବନ

କେନ୍ଦୁଝର : ରାତି ଶୋଇଥିବା ବେଳେ ଚୋଟ ମାରିଲା ସାପ । ମେଡିକାଲରେ ପହଞ୍ଚିବା ବେଳକୁ ଚାଲିଗଲା ନାବାଳକର ଜୀବନ । ମୃତ ନାବାଳକ ହେଉଛନ୍ତି ଇନ୍ଦ୍ରମଣି ମୁଣ୍ଡାଙ୍କ ୧୨ ବର୍ଷୀୟ ପୁଅ ବିରୁ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ସୁନ୍ଦରାପାଳ ଗାଁରେ ଏଭଳି ଘଟଣା ଘଟିଛି । ସୂଚନା
Read More...

ମାସିକ ରଚନା ସନ୍ଧ୍ୟା “ଜାତୀୟ ଶିକ୍ଷା ନୀତି ୨୦୨୦ : ଆଶା ଓ ଆଶଙ୍କା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ବଲାଙ୍ଗିରର ଅନ୍ୟତମ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ରଚନା' ଦ୍ୱାରା ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ "ଜାତୀୟ ଶିକ୍ଷା ନୀତି ୨୦୨୦ : ଆଶା ଓ ଆଶଙ୍କା" ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
Read More...

ରାଉରକେଲା ସାହିତ୍ୟ ସଂସଦର ପ୍ରଥମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦର ପ୍ରଥମ ବାର୍ଷିକୋତ୍ସବ ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱ ଓ
Read More...

ଜେପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ସାମ୍ବାଦିକ ସମୂହ ଆନୁକୂଲ୍ୟରେ କଲମପୁର ମିନି ଷ୍ଟାଡିୟମରେ ଆଜି ଜର୍ଣ୍ଣାଲିଷ୍ଟ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ
Read More...

ଆଶୁକବି ଡଃ ହେମନ୍ତ କୁମାର ଦାଶଙ୍କ ୪୯ତମ ଜନ୍ମଦିନ ଅବସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁଷୁରାର ବିଶିଷ୍ଟ କବି, ଲେଖକ, ଗାଳ୍ପିକ ତଥା ଆଦର୍ଶ ପ୍ରଧାନ ଶିକ୍ଷକ ଆଶୁକବି ଡଃ ହେମନ୍ତ କୁମାର ଦାଶଙ୍କ ୪୯ତମ ଜନ୍ମଦିନ ଅବସରରେ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି, ବୀରମହାରାଜପୁର, ସୋନପୁର ଅଧୀନସ୍ଥ ତୁଷୁରା ଭିଜନ
Read More...

କେ.ଆର୍‌ ଲାଇନରେ ପୁଣି ଅଚଳ ହେଲା ପେଣ୍ଟୋଗ୍ରାଫ, ଅଟକିଛି ଇଣ୍ଟରସିଟି ଏକ୍ସପ୍ରେସ ଓ ହିରାଖଣ୍ଡ ଏକ୍ସପ୍ରେସ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କେ.ଆର୍‌ ଲାଇନରେ ପୁଣି ଅଚଳ ହେଲା ପେଣ୍ଟୋଗ୍ରାଫ । ଅଟକିଛି ଇଣ୍ଟରସିଟି ଏକ୍ସପ୍ରେସ ଓ ହିରାଖଣ୍ଡ ଏକ୍ସପ୍ରେସ । ୧୨ ଘଣ୍ଟାରେ ଏହି ରୁଟରେ ଦ୍ୱିତୀୟ ଘଟଣା । ରାୟଗଡା ରାଉରକେଲାରୁ ଜଗଦଲପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଇଞ୍ଜିନର
Read More...

“ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍”ର ସ୍ଵତନ୍ତ୍ର କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍" (ସଙ୍ଗୀତ ତରଙ୍ଗ ସାମାଜିକ ସାଂସ୍କୃତିକ ଟ୍ରଷ୍ଟ୍, ରାଉରକେଲାର ଏକ ଅଙ୍ଗ)ର ସ୍ଵତନ୍ତ୍ର କାର୍ଯ୍ୟକ୍ରମ "ଓଡ଼ିଶା ଦିବସ" ସିଭିକ୍ ସେଣ୍ଟର୍ ଠାରେ ନିକଟରେ
Read More...

ଗ୍ରୀଷ୍ମକାଳୀନ ଫୁଟବଲ ଓ କବାଡି ପ୍ରଶିକ୍ଷଣ ଶିବିର ଆସନ୍ତା ୨୮ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : କଳିଙ୍ଗ ସ୍ପୋର୍ଟସ ଫେଡେରେସନ, ରାଉରକେଲା ଗ୍ରୀଷ୍ମକାଳୀନ ଫୁଟବଲ ଓ କବାଡି ପ୍ରଶିକ୍ଷଣ ଶିବିର ଉଭୟ ପୁଅ ଓ ଝିଅଙ୍କ ପାଇଁ ଆରମ୍ଭ କରିବାକୁ ଯାଉଛି । ଏହି ଶିବିର ଏପ୍ରିଲ ମାସ ୨୮ ତାରିଖରେ ଉଦିତ ନଗର ସ୍ଥିତ ମିନି ଷ୍ଟାଡିୟମଠାରେ ଭୋର ୫ଟା ୪୫ ମିନିଟରେ
Read More...