Yearly Archives

2025

କଣ୍ଟାବାଞ୍ଜିରେ ବିଜେଡି ଫାଳ ଫାଳ ନବୀନ ପଟ୍ଟନାୟକଙ୍କୁ ହରାଇଥିବା ନେତା ନେତୃତ୍ୱରେ : ଅଜିତ୍ ଯୋଷୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସାରା ରାଜ୍ୟରେ ବର୍ତ୍ତମାନ ବିଜୁ ଜନତା ଦଳ ନେତାଙ୍କ ଗୋଷ୍ଠୀକନ୍ଦଳ ଦେଖା ଦେଉଥିବା ବେଳେ ଏବେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ଚାଳିଥିବା ବିଜୁ ଜନତା ଦଳ ଗୋଷ୍ଠୀକନ୍ଦଳ ଜଳ ଜଳ ଦେଖାଯାଉଛି । କାହିଁକି ନା ବିଜୁ ଯୁବ ଜନତା ଦଳ
Read More...

ସାଇନିଂ ରକର୍ସ ଏକାଡେମୀର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସାଇନିଂ ରକର୍ସ ଏକାଡେମୀର ପୁରସ୍କାର ବିତରଣ ଉତ୍ସବ ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ମୁଖ୍ୟ ଲୀନା ବିଶ୍ୱାଳଙ୍କ ଆବାହକତ୍ଵ ଓ ବର୍ଣ୍ଣାଳୀ ରାଉତଙ୍କ
Read More...

ହିତାଧିକାରୀ ଖାଉ ନାହାନ୍ତି ଛତୁଆ, ବଜାରରେ ବିକ୍ରି ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସରକାର ଗର୍ଭବତୀ ମାଁ ଓ ଛୋଟ ଛୋଟ ଶିଶୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ତଥା ତାଙ୍କର ଶରୀର ସୁସ୍ଥ ରହିବା ପାଇଁ ଛତୁଆ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥାଏ । ତେବେ ଦୁଇ ଛତୁଆ ପ୍ରସ୍ତୁତ କରିବା ପାଇଁ ଯେଉଁ ହିସାବରେ ସରକାର ଅର୍ଥ ଯୋଗାଉଛନ୍ତି ସେହି
Read More...

ଜିପିଏସ୍ ପାଇଁ ତିନିଜଣ ଚୋରଙ୍କ ସହ ଚୋରି ଗାଡି ଉଦ୍ଧାର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଗାଡ଼ିରେ ଲାଗିଥିବା ଜିପିଏସ୍‌ ପାଇଁ ଚୋରି କରି ନେଉଥିବା ବୋଲେରୋ ଗାଡି ଉଦ୍ଧାର ସହ ରାଜ୍ୟ ବାହାର ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ତେଲିଟିକ୍ରା କେନାଲଖଣ୍ଡି
Read More...

ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ମହାସମାରୋହରେ ବାର୍ଷିକ ଉତ୍ସବ ତରଙ୍ଗିଣୀ ୨୦୨୪-୨୫ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ
Read More...

ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ

କଟକ : ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୋକାନ ଭିତରକୁ ମାଡିଗଲା ଟ୍ରାକ୍ଟର । ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ । କଟକ ଜିଲ୍ଲା ସାଲେପୁର ଥାନା ଜପକୁଦ ଫାଣ୍ଡିର ଜପକୁଦ ବଜାରରେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଜପକୁଦ ବଜାରରେ ଥିବା ସୁଶୀଲ ଚନ୍ଦ୍ର ମିଶ୍ରଙ୍କ ପାନ ଦୋକାନ
Read More...

ଛତ୍ରପୁରରେ ବିଜେପି ପକ୍ଷରୁ ସକ୍ରୀୟ ସଦସ୍ୟ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶିବ କୁମାର୍ ପଟ୍ଟନାୟକ ରିଡିଙ୍ଗ ରୁମରେ ଛତ୍ରପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେପିର ସକ୍ରୀୟ ସଦସ୍ୟ କର୍ମଶାଳା ଶନିବାର ଆୟୋଜିତ ହୋଇଯାଇଛି । ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମୀଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ୱେଭ୍ସ ୨୦୨୫ ଆନିମେସନ୍ ଫିଲ୍ମମେକର୍ସ ଚ୍ୟାଲେଞ୍ଜ : ଶ୍ରେଷ୍ଠ ୪୨ ଜଣ ଫାଇନାଲିଷ୍ଟଙ୍କ ନାମ ଘୋଷଣା

ନୂଆଦିଲ୍ଲୀ, (ପିଆଇବି) : ୱେଭ୍ସ ୨୦୨୫ର 'କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ୍ ୧' ଅଧୀନରେ ଆୟୋଜିତ ଆନିମେସନ୍ ଫିଲ୍ମମେକର୍ସ ପ୍ରତିଯୋଗିତା (ଏଏଫ୍‌ସି)ର ଫାଇନାଲିଷ୍ଟଙ୍କ ନାମ ଘୋଷଣା କରାଯାଇଛି । ପାରମ୍ପରିକ ଆନିମେସନ୍, ଭିଏଫ୍‌ଏକ୍ସ, ଅଗମେଣ୍ଟେଡ୍ ରିଆଲିଟି (ଏଆର୍‌)/ଭର୍ଚୁଆଲ୍
Read More...

ୱେଭ୍ସ-୨୦୨୫ ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପ୍ରମୁଖଙ୍କ ସହ ବିଚାରବିମର୍ଶ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ…

● ୱେଭ୍ସ ଉଦ୍ୟୋଗ ଜଗତ ଦ୍ୱାରା ପରିଚାଳିତ; ସରକାର ହେଉଛନ୍ତି ଏକ ଉତପ୍ରେରକ : ଅଶ୍ୱିନୀ ବୈଷ୍ଣବ● ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ମିଳିଛି ବ୍ୟାପକ ପ୍ରତିକ୍ରିୟା; ୧ ଲକ୍ଷରୁ ଅଧିକ ପଞ୍ଜିକରଣ, ୭୫୦ଜଣ ଶୀର୍ଷସ୍ତରୀୟ ନିର୍ମାତା ସେମାନଙ୍କ ପ୍ରତିଭା କରିବେ ପ୍ରଦର୍ଶନ● ବ୍ୟାପକ ସୃଜନଶୀଳ
Read More...

ବଲାଙ୍ଗିର ବରକାନି ଠାରେ ‘ଓଭୋ ଫାର୍ମ୍ ଅଣ୍ଡା ପ୍ରକ୍ରିୟାକରଣ କାରଖାନା’ର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

• ଯୁବ ଉଦ୍ୟୋଗୀମାନଙ୍କୁ ଅନୁପ୍ରାଣିତ କରିବ, ରାଜ୍ୟ ପାଇଁ ଏଭଳି ପ୍ଲାଣ୍ଟ୍ ଉଦାହରଣ - ଧର୍ମେନ୍ଦ୍ର ପ୍ରଧାନ• ବଲାଙ୍ଗିରରେ ‘ଙଠଙ ଫାର୍ମ ଏଗ୍ ପ୍ରୋସେସିଂ ପ୍ଲାଣ୍ଟ୍’ ଆତ୍ମବିଶ୍ୱାସ ଓ ଦୃଢ କଳ୍ପନାର ପ୍ରତିଫଳନ• ଓଭୋ ଫାର୍ମ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ର
Read More...