Yearly Archives

2025

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ୱାସିଂ ମେସିନ ଓ ୱାଟର କୁଲର ପ୍ରଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ ସବୁବେଳେ ସମାଜର ହତି ପାଇଁ କାର୍ଯ୍ୟ କରିଥାଏ । ସେହିପରି ଏସ୍‌ସିଡ଼ି ଡିଜାବୁଲ ସେଣ୍ଟରରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଥଣ୍ଡାପାଣି ଓ କପଡା ଧୋଇବା ପାଇଁ ଏକ ୱାଶିଂମେସିନ ଦରକାର ଥିବା ଜାଣିବା ପରେ ଟିଟିଲାଗଡ଼ ଲାୟଂସ
Read More...

ବରଗଡ଼ ନାଗରିକ ମଞ୍ଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼ର ଉନ୍ନତି ପ୍ରସଙ୍ଗରେ ହେଲା ଆଲୋଚନା ବରଗଡ (ମୁନ୍ନା ସାହୁ) : ବାଇକ ଚୋରି ଗ୍ୟାଙ୍ଗକୁ ଠାବ କରି ୨୩ଟି ବାଇକ ଉଦ୍ଧାର କରିବା ସହ ୮ ଜଣକୁ ଗିରଫ କରିବା ଘଟଣାରେ ଟାଉନ ପୋଲିସକୁ ମିଳିଥିବା ବଡ଼ ସଫଳତାକୁ ବରଗଡ଼ ନାଗରିକ ମଞ୍ଚ ସ୍ୱାଗତ କରିଛି । ଗତ ୮ ତାରିଖ ମଙ୍ଗଳବାର ନାଗରିକ ମଞ୍ଚ
Read More...

ପଶ୍ଚିମ ଓଡ଼ିଶାରେ ଦିନକ ପାଇଁ ଅଭିଯୋଗ ଶୁଣାଣୀ : ଲୋକଙ୍କ ଦୁଃଖ ଶୁଣିବେ ମୋହନ ମାଝୀ

ସମ୍ବଲପୁର : ଆଜି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ସମ୍ବଲପୁର ଦୁର୍ଗାପାଲିସ୍ଥିତ ମହାନଗର ନିଗମ କାର୍ଯ୍ୟାଳୟରେ ଆଜି ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବ । ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିବେ ମୋହନ ମାଝୀ । ଏହି ଶିବିରରେ ୧୧ ମନ୍ତ୍ରୀଙ୍କ
Read More...

ଶୁଣିଲେନି ଗୁହାରୀ ସ୍ତ୍ରୀ ଆଗରେ ସ୍ୱାମୀଙ୍କୁ ମାରିଦେଲେ

ଢେଙ୍କାନାଳ : ଗତକାଲି ବିଳମ୍ବିତ ଟିଟନ ନାମକ ଯୁବକଙ୍କୁ ଆକ୍ରମଣ ଓ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରାତି ପ୍ରାୟ ୧୧ଟା ଟିଟନ ଘରକୁ ଫେରୁଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କ ଉପରକୁ ଅଚାନକ ଗୁଳି ଚଳାଇଥିଲେ । ବୀଭତ୍ସ, ବର୍ବର ଗୁଳି ମାରିଲେ, ନ ମରିବାରୁ ଗୋଡ଼େଇ ଗୋଡ଼େଇ ପଥରରେ ଛେଚି ହତ୍ୟା
Read More...

କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ୱାରା ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭ ଉନ୍ମୋଚନ

ସୁବର୍ଣ୍ଣପୁର, (କେପିଏନ୍‌ଏନ୍‌) : ଜିଲ୍ଲାର କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ତଥା ପ୍ରୋତ୍ସାହନ ନିମନ୍ତେ ଆଜି ସୁବର୍ଣ୍ଣପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଭିଡିଓ କନଫରେନସିଙ୍ଗ
Read More...

ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗାଁରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ମାହାସମାବେଶ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗାଁରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ମାହା ସମାବେଶ ରବିବାର ଆୟୋଜିତ ହୋଇଯାଇଛି । ଝରଣୀ ଗାଁର ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ଯଶୋବନ୍ତ ତାଣ୍ଡିଙ୍କ ନେତୃତ୍ୱରେ ଆୟୋଜିତ
Read More...

ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌

ଭୁବନେଶ୍ୱର : ୧୨ବର୍ଷର ଛାତ୍ର ଉପରେ ଚଢ଼ିଗଲା ମାଲ୍ ବୋଝେଇ ଟ୍ରକ୍‌ । ଛାତ୍ର ଜଣକ ଗୋପ ବସ୍ତି ଅଞ୍ଚଳର ମହମଦ ଜୁନେଦ (ନବମ ଶ୍ରେଣୀର ଛାତ୍ର) ବୋଲି ଜଣାପଡ଼ିଛି । ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଉତ୍ୟକ୍ତ ଲୋକେ ଗୋପ ଚାରିଛକଠାରେ ରାସ୍ତାରୋକ କରିଛନ୍ତି ।
Read More...

ପାଣିରେ ବୁଡି ନାବାଳକ ମୃତ

ସଇଁତଲା, (ଖୁସିରାଣୀ ସାହୁ) : ବର୍ତ୍ତମାନର ବଡ଼ ଖବର । ପାଣିରେ ବୁଡି ନାବାଳକଙ୍କ ଗଲା ଜୀବନ । ମୃତ ନାବଳକ ଜଣକ ହେଲେ ବଲାଙ୍ଗିର ସହର ଆନନ୍ଦନଗରର ପ୍ରିୟ ଦର୍ଶନ ଜେନା । ସୂଚନାଯୋଗ୍ୟ ଯେ, ପ୍ରିୟଦର୍ଶନ ସଇଁତଲା ଥାନା ଡୁଙ୍ଗୁରିପାଲି ପଂଚାୟତ ସାଉନ୍ତଉପରେ ଗାଁକୁ ଗତକାଲି ଠାରୁ
Read More...

ବାସୁଦେବପୁର ଜନ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜାତୀୟ ଆନ୍ଦୋଳନ ଓ ମୁକ୍ତି ସଂଗ୍ରାମ ପାଇଁ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ଅବଦାନ ଅତୁଳନୀୟ । ତାଙ୍କର ଭାବ-ଉଦ୍ଦୀପକ କବିତାବଳୀ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରେ ଜାତୀୟତାର ଝଂକାର ସୃଷ୍ଟି କରିଥିଲା । ବାସ୍ତବରେ ଜାତି ଓ ଦେଶ ପାଇଁ
Read More...

ମାତାଞ୍ଜଳୀ ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ମାତାଞ୍ଜଳୀ ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ସେକ୍ଟର ୭/୧୭ ଛକଠାରେ ଟଙ୍କ ତୋରାଣି ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଇଂ ଆଲୋକ ରଞ୍ଜନ ମଲ୍ଲିକଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପିର ପ୍ରାକ୍ତନ ନିର୍ବାହୀ
Read More...