ଅଭିଯୋଗ ଶୁଣାଣିକୁ ଖଟିଆରେ ବୁହାହୋଇ ଆସିଲେ ବୃଦ୍ଧା
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଖଟିଆରେ ବୁହାହୋଇ ଅଭିଯୋଗ କରିବାକୁ ଆସିଲେ ୯୫ ବର୍ଷୀୟା ବୃଦ୍ଧା । ଆଜି ତରଭା ବ୍ଲକ କାର୍ଯ୍ୟାଳୟରେ!-->…
Read More...
Read More...