Yearly Archives

2025

ଭାରତ ବିକାଶ ପରିଷଦର ଶପଥ ଗ୍ରହଣ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ପଶ୍ଚିମ ପ୍ରାନ୍ତ ରାଉରକେଲା ଶାଖା ଭାରତ ବିକାଶ ପରିଷଦର ଶପଥ ଗ୍ରହଣ ସମାରୋହ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଶୋକ କକ୍କଡଙ୍କ ଆବାହକତ୍ଵ, ଜିତେନ୍ଦ୍ର ପ୍ରସାଦଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା
Read More...

“ବିଶ୍ୱ ପୁସ୍ତକ ଦିବସରେ ପୁସ୍ତକ ଦାନ “

ପୁସ୍ତକ ହିଁ ଜ୍ଞାନର ଗନ୍ତାଘର ଓ ସର୍ବଶ୍ରେଷ୍ଠ ବନ୍ଧୁ - ହୃଷୀକେଶ ପାଢ଼ୀ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ସମ୍ବାଦ ସାହିତ୍ୟଘର ପକ୍ଷରୁ ଏପ୍ରିଲ ୨୩ ବିଶ୍ୱ ପୁସ୍ତକ ଦିବସ ପାଳନ ସଭାପତି ଆଇନଜୀବୀ କବି ପ୍ରକୃତିବନ୍ଧୁ ହୃଷୀକେଶ ପାଢ଼ୀଙ୍କର ପୌରହିତ୍ୟରେ ଡେଲାଙ୍ଗ ତହସିଲ
Read More...

ଅଧ୍ୟାପକଙ୍କ ଅକାଳ ବିୟୋଗରେ ନୀରବ ପ୍ରାର୍ଥନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟଠାରେ ଦିବଂଗତ ଆତ୍ମା ପ୍ରତି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ସୂଚନା ଯୋଗ୍ୟ ଯେ, ଯେ ଗତକାଲି ଗୁରୁବାର ରାତି ୧.୧୫ ମିନିଟରେ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରର ଇତିହାସ ବିଭାଗ ସହକାରୀ ପ୍ରାଧ୍ୟାପକ ଓ
Read More...

କଣ୍ଟାବାଞ୍ଜିରେ ସୁଣ୍ଢି ସମାଜ ବୈଠକ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ଅଞ୍ଚଳ ପରିଷଦ ୱାଡ଼ ନମ୍ୱର ୧୪/ ଭାଗିରଥି ବେହେରାଙ୍କ ବାସଭବନ ପରିସରରେ ଗଜଭାଟିଆ (ସୁଣ୍ଢି) ସମାଜ ପକ୍ଷରୁ କଣ୍ଟାବାଞ୍ଜିରେ ଏକ ବୈଠକ କରାଯାଇଥିଲା । ଏହି ବୈଠକରେ ଲକ୍ଷ୍ୟ କର୍ଯ୍ୟକର୍ତ୍ତା ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇ ପରପ୍ପର
Read More...

ସମାଜ ମଙ୍ଗଳ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ୨୦୨୫ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ମିଶନ ଶକ୍ତି ଭବନରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ୨୦୨୫ ପାଳନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପବିତ୍ର ବେହେରା, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲା
Read More...

ଅଟୋ ଉପରେ ଗଛ ପଡି : ୨ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁନ୍ତଳା ଥାନା କାସାବାହାଲ ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଅଟୋ ଉପରେ ଗଛ ପଡି ୨ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।
Read More...

କାଶ୍ମୀର ପହେଲଗାମ୍‌ ଠାରେ ସନ୍ତ୍ରାଶବାଦୀଙ୍କ ଦ୍ୱାରା ସହୀଦ ହୋଇଥିବା ମୃତକଙ୍କ ପାଇଁ ବ୍ରାହ୍ମଣ ସମାଜ ଦ୍ୱାରା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ବ୍ରାହ୍ମଣ ସମାଜର ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ ପ୍ରାର୍ଥନା ସଭା ଆୟୋଜନା କରାଯାଇଥିଲା । କାଶ୍ମୀରର ପହେଲଗାମ୍‌ ଠାରେ ସନ୍ତ୍ରାଶବାଦୀ ଦ୍ୱାରା ନିହତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ନୃସିଂହ
Read More...

ମାଁ ସମଲେଶ୍ୱରୀ ମନ୍ଦିର କମିଟି ପକ୍ଷରୁ ପଣା ବିତରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ମାଁ ସମଲେଶ୍ୱରୀ ମନ୍ଦିର କମିଟି, ସେକ୍ଟର ୧୭, ଟାଟା ପଡିଆରେ ପଣା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହା ବିଷୁବ ସଂକ୍ରାନ୍ତିରେ ଜନସାଧାରଣଙ୍କୁ ପଣା ବିତରଣ କରାଯାଇଥିଲା । ଏହି ମହତ କାର୍ଯ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁବ୍ରତ ତରାଇ,
Read More...

ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ରାଉରକେଲା, (କେପିଏନ୍‌ଏସ୍‌) : ଗତ ୨୨ ତାରିଖ ଜାମ୍ମୁ ଓ କାଶ୍ମୀର ପହଲଗାମ ଠାରେ ଆନ୍ତଙ୍କବାଦୀ ଘଟାଇଥିବା ବର୍ବର ହତ୍ୟାକାଣ୍ଡରେ ଦେଶରେ ବିଭିନ୍ନ ରାଜ୍ୟରୁ ଯାଇଥିବା ପର୍ଯ୍ୟଟକମାନଙ୍କୁ ଆଖି ବୁଜା ଗୁଳି ଚଳାଇବାରୁ ୨୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ଏହି ଅବସରରେ ରାଉରକେଲା ଜିଲ୍ଲା
Read More...

ନୂଆପଡାରେ ଆଉ ଶୋଷଣର ଶିକାର ହେବେନି ମହୁଲ ଗୋଟାଳି, ସେମାନଙ୍କୁ ପରିଶ୍ରମର ଉଚିତ୍ ମୂଲ୍ୟ ମିଳିବ : ଜିଲ୍ଲାପାଳ

ନୂଆପଡା, (କେପିଏନ୍‌ଏସ୍‌) : ଜିଲ୍ଲାରେ ମହୁଲ ଉଚିତ୍ ମୂଲ୍ୟରେ କ୍ରୟ ବିକ୍ରୟ ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଅବକାରୀ ବିଭାଗ କର୍ମଚାରୀ, ଜିଲ୍ଲା
Read More...