Yearly Archives

2025

ପହଲଗାମରେ ନିରୀହ ହିନ୍ଦୁଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିବା ହେତୁ ପୂର୍ବତନ ସୈନିକ ସଙ୍ଘର ନିନ୍ଦା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୨.୦୪.୨୦୨୫ରେ ପହଲଗାମ ଠାରେ ନିରୀହ ହିନ୍ଦୁ ପର୍ଯ୍ୟଟକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି । ଯାହାକୁ ସର୍ବଭାରତୀୟ ସ୍ତରରେ ନିନ୍ଦା କରାଯାଇଛି । ଜମ୍ମୁ ଓ କାଶ୍ମୀର ଭାରତବର୍ଷର ଭୂସ୍ୱର୍ଗ ହେତୁ ଅନେକ ପର୍ଯ୍ୟଟକ ଦେଶବିଦେଶରୁ ଭ୍ରମଣ କରିବାକୁ ଯାଇଥାନ୍ତି
Read More...

ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ବିହାରର ମଧୁବନିଠାରେ ୧୩,୪୮୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟର…

ଗତ ଦଶନ୍ଧିରେ, ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି, ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପଞ୍ଚାୟତଗୁଡ଼ିକୁ ସଶକ୍ତ କରାଯାଇଛି : ପ୍ରଧାନମନ୍ତ୍ରୀଗତ ଦଶନ୍ଧିରେ ଗ୍ରାମୀଣ ଅର୍ଥନୀତି ନୂଆ ଗତି ହାସଲ କରିଛି: ପ୍ରଧାନମନ୍ତ୍ରୀବିଗତ ଦଶନ୍ଧି ଥିଲା ଭାରତର ଭିତ୍ତିଭୂମିର
Read More...

ଇଣ୍ଡିଆ ଷ୍ଟିଲ ୨୦୨୫ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● ବିଶ୍ୱର ଆଧୁନିକ ଅର୍ଥନୀତିର ଆଧାର ସାଜିଛି ଇସ୍ପାତ, ପ୍ରତ୍ୟେକ ସଫଳତାର କାହାଣୀ ପଛରେ ଇସ୍ପାତ ହେଉଛି ଶକ୍ତି : ପ୍ରଧାନମନ୍ତ୍ରୀ● ଆମେ ଗର୍ବିତ ଯେ ଆଜି ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ହୋଇପାରିଛି : ପ୍ରଧାନମନ୍ତ୍ରୀ● ଜାତୀୟ ଇସ୍ପାତ ନୀତି ଅନୁଯାୟୀ ୨୦୩୦
Read More...

ବିଏସଏଫ୍‌କୁ ବଡ଼ ସଫଳତା ମାଲକାନଗିରିରୁ ମାଓ ଡମ୍ପ ଠାବ

ମାଲକାନଗିରି : ବିଏସଏଫ୍‌କୁ ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ମାଓ ଡମ୍ପ ଠାବ । ପଣଷପୁଟ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଜଙ୍ଗଲରୁ ୪ଟି ଟିଫିନ ବୋମା ସହ ମାଓ ସାମଗ୍ରୀ ଜବତ ହୋଇଛି । ସୂଚନାନୁଯାୟୀ, ଘନବେଡା ଓ ଗୋରାସେତୁ ବିଏସଏଫ କ୍ୟାମ୍ପର ୧୭୭
Read More...

ରାଜଧାନୀର ୨ଟି ରେଳ ଷ୍ଟେସନ୍ ନିକଟ ଟ୍ରେନ ଲାଇନରୁ ଦୁଇଟି ମୃତଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ୱର : ଭୁବନେଶ୍ୱରରେ ଅଘଟଣ । ରାଜଧାନୀର ଦୁଇଟି ରେଳ ଷ୍ଟେସନ୍ ନିକଟ ଟ୍ରେନ ଲାଇନରୁ ଦୁଇଟି ମୃତଦେହ ଉଦ୍ଧାର । ଗୋଟିଏ ମୃତଦେହ ବାଣୀବିହାର ନିକଟ ରେଳ ଧାରଣାରୁ ମିଳିଥିବା ବେଳେ ଅନ୍ୟ ଏକ ମୃତଦେହ ଲିଙ୍ଗରାଜ ରେଳ ଧାରଣାରେ ପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ମୃତକଙ୍କ ପରିଚୟ
Read More...

ଇଣ୍ଡିଆ ଷ୍ଟିଲ ୨୦୨୫ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● ବିଶ୍ୱର ଆଧୁନିକ ଅର୍ଥନୀତିର ଆଧାର ସାଜିଛି ଇସ୍ପାତ, ପ୍ରତ୍ୟେକ ସଫଳତାର କାହାଣୀ ପଛରେ ଇସ୍ପାତ ହେଉଛି ଶକ୍ତି : ପ୍ରଧାନମନ୍ତ୍ରୀ● ଆମେ ଗର୍ବିତ ଯେ ଆଜି ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ହୋଇପାରିଛି : ପ୍ରଧାନମନ୍ତ୍ରୀ● ଜାତୀୟ ଇସ୍ପାତ ନୀତି ଅନୁଯାୟୀ ୨୦୩୦
Read More...

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଜିଲ୍ଲା ଦାୟିତ୍ୱରେ ଥିବା ସଚିବଙ୍କ ମୟୁରଭଞ୍ଜ ଜିଲ୍ଲା…

ବାରିପଦା, (ଦେବସ୍ମିତ ଚୌଧୁରୀ) : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ତଥା ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱରେ ଥିବା ଶାସନ ସଚିବ, ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୁରେଶ କୁମାର ବଶିଷ୍ଠ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଆଜି ସକାଳେ କ୍ଷେତ୍ର ପରିଦର୍ଶନରେ
Read More...

ଶ୍ରୀ ଶ୍ରୀ ନୃସିଂହନାଥ ଜନ୍ମୋତ୍ସବ ବୈଶାଖ ମେଳା ଚୁଡାନ୍ତ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ମନ୍ଦିର ସଭାଗୃହରେ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ବୈଶାଖ ମେଳାର ଚୁଡାନ୍ତ କମିଟି ବୈଠକ ଗୁରୁବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ଟ୍ରଷ୍ଟି
Read More...

ଛତ୍ରପୁର ବ୍ଲକ ସ୍ତରୀୟ ଅଣ-ସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତରେ ଦିନକୁ ଦିନ ଅଣ ସଂକ୍ରାମକ ରୋଗ ଯଥା ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, ମସ୍ତିଷ୍କଘାତ, କର୍କଟ ଇତ୍ୟାଦି ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗ ସ୍ଵାସ୍ଥ୍ୟଗତ ଓ ସାମାଜିକ ଅଭିବୃଦ୍ଧିରେ ନୀରବ ସମସ୍ୟା ସୃଷ୍ଟି କରୁଛି । ତେଣୁ ଏହିରୋଗର
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଆସନ୍ତା ତା୨୮.୪.୨୫ରିଖ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜନ ହେବ । ଏହା ସକାଳ ୭ ଘଟିକାରୁ ଆରମ୍ଭ ହୋଇ ୧୦ ଘଟିକା ପର୍ଯ୍ୟନ୍ତ ଚାଲିବ । ସୂଚନା
Read More...