Yearly Archives

2025

ନିଆଁ ଲାଗି ଜଳିଗଲା ୩ ବଖରା ଘର

ସାଲେପୁର : ଆକସ୍ମିକ ଅଗ୍ନିକାଣ୍ଡରେ ତିନି ବଖରା ଘର ପୋଡ଼ି ଯାଇଛି । ସାଲେପୁର ବ୍ଲକ ଅନ୍ତର୍ଗତ ଧନୁପଡା ଗ୍ରାମର ବୈଷ୍ଣବ ଚରଣ ପାଢ଼ୀଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ସମ୍ପୂର୍ଣ୍ଣ ଭାବରେ ପୋଡ଼ିଯାଇଛି । ସାଲେପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଲା ବେଳକୁ
Read More...

ଦୁଇ ଦିନିଆ ଜାତୀୟ ସମ୍ପାନ ଉଦ୍‌ଯାପିତ

ବରଗଡ, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଂଚଳ ମହାବିଦ୍ୟାଳୟ ଓ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ସମ୍ବଲପୁର ମିଳିତ ଆନୁକୂଲ୍ୟରେ "ମାନସିକ ସ୍ୱାସ୍ଥ୍ୟ ପ୍ରତି ବିଶ୍ୱ ଦୃଷ୍ଟି ମୂଲ୍ୟବୋଧ ଓ ଜୀବନ ଚର୍ଯ୍ୟରେ ଶିକ୍ଷାର ସମନ୍ମୟ" ଶୀର୍ଷକ ସମ୍ପାନ ସରକାରୀ ମହିଳା ମହାବିଦ୍ୟାଳୟ
Read More...

ରାଜ୍ୟ ସ୍ତରୀୟ ଶବର ସମାଜ ଚିନ୍ତନ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଏଆର ପେଲେସ ସମ୍ମିଳନୀ କକ୍ଷରେ ରାଜ୍ୟ ସ୍ତରୀୟ ଶବର ସମାଜର ଚିନ୍ତନ ବୈଠକ ହୋଇଯାଇଛି । ଆବାହକ ସତ୍ୟନାରାୟଣ ଭୋଇଙ୍କ ଆହ୍ୱାନ କ୍ରମେ ରାଜ୍ୟର ଅନେକ ଜିଲ୍ଲାରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ବୈଠକରେ ସଭାପତି ଚିତ୍ତ ରଂଜନ ବନଗୁଳା,
Read More...

ଆର୍ନ୍ତଜାତିକ ମହିଳା କାବ୍ୟ ମଂଚର ତୃତୀୟ କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍ନ୍ତଜାତିକ ମହିଳା କାବ୍ୟ ମଂଚର ତୃତୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଆର୍ନ୍ତଜାତିକ ମହିଳା କାବ୍ୟ ମଂଚର ରାଷ୍ଟ୍ରୀୟ ମହାସଚିବ ତଥା ଓଡିଶା ପ୍ରାନ୍ତର ଅଧ୍ୟକ୍ଷା ଡକ୍ଟର କମଳପ୍ରଭା କପାନୀ ଯୋଗ ଦେଇଥିଲେ । ମହିଳା ମଂଚର
Read More...

ପାଣିରେ ବୁଡ଼ି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ସହରର କୋଏଲ ନଦୀର ବୈକୁଣ୍ଠ ଘାଟ ନିକଟରେ ଗାଧୋଇବା ସମୟରେ ଘଟିଛି ଅଘଟଣ । ଶନିବାର ସନ୍ଧ୍ୟାରେ ଜଣେ ୧୫ ବର୍ଷର ନାବାଳକଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ନବମ ଶ୍ରେଣୀରେ ପାଠ ପଢୁଥିଲେ । ମୃତ ଛାତ୍ର କୋଏଲ ନଗର ବି ବ୍ଲକର ସତ୍ୟଜିତ ବେହେରା ।
Read More...

ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରେ ୪ ହତ୍ୟାକାଣ୍ଡ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦିନକରେ ୪ଟି ହତ୍ୟାକାଣ୍ଡ । ଅପରାଧୀ ପୋଲିସକୁ ଦେଉଛନ୍ତି ଚ୍ୟାଲେଞ୍ଜ । ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମଣ୍ଡଲ ଠାରେ ୨ ଭାଇଙ୍କୁ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ୨ ଭାଇ ହେଲେ ବଡ ଭାଇ ସଞ୍ଜୟ ବାରିକ ଓ ସାନ ଭାଇ
Read More...

କୋଶଲି ଭାଷା ସୁରକ୍ଷା ସମିତିର ବାର୍ଷିକ ଉତ୍ସବ ୨୦୨୫ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି କୋଶଲି ଭାଷାର ପ୍ରଚାର ପ୍ରସାର ନିମନ୍ତେ ସଂଘର୍ଷ ଜାରି ରଖିଛି ଟିଟିଲାଗଡ଼ କୋଶଲି ଭାଷା ସୁରକ୍ଷା ସମିତି । ରବିବାର ଦିନ ସ୍ଥାନୀୟ ଡିଏନ୍‌ ରିସର୍ଟ ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ସଭାପତି
Read More...

ବିପଦ ସଂକୁଳ ଅବସ୍ଥାରେ ପୋଲ : ନୂତନ ପୋଲ ନିର୍ମାଣ କରିବା ପାଇଁ ବିଧାୟକଙ୍କ ନିର୍ଦ୍ଦେଶ

ସଇଁତଲା, (ଖୁସିରାଣୀ ସାହୁ) : ଟିଟିଲାଗଡ଼ରେ ପ୍ରଥମ ଥର ପାଇଁ ବିଜେପି ଦଳରୁ ନବୀନ ଜୈନ ବିଧାୟକ ହେବା ପରେ ଲୋକଙ୍କ ଦୁଃଖ ଓ ସୁଖ ସାରଥୀ ପାଲଟିଛନ୍ତି । ଗାଁ ପାନୀୟ ଜଳ ହେଉ କିମ୍ବା ରାସ୍ତା ସମସ୍ୟା ସେ ସବୂ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଲୋକେ ବିଧାୟକ ହେବ
Read More...

ସେବାରେ ସମର୍ପିତ ସଂକଳ୍ପ ପରିବାର ୪୫ ଡିଗ୍ରୀ ଖରାରେ ମଧ୍ୟ ଜାରୀ ରହିଛି ଅସହାୟ ଶବ ସତ୍କାର

ବରଗଡ଼, (ମୁନ୍ନା ସାହୁ) : ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ସହାୟତାରେ ଆଜି ଶନିବାର ଏକ ଅଚିହ୍ନା ଶବ ସତ୍କାର କରାଯାଇଛି । ମୃତ ଶବ ଜଣେ ୩୦ରୁ ୪୦ ବର୍ଷ ଯୁବକର ହୋଇଥିବା ବେଳେ ଗତ ୨୧/୦୪/୨୦୨୫ରେ ବରଗଡ଼ କେନାଲରୁ ଭାସମାନ ଅବସ୍ଥାରେ ଉଦ୍ଧାର ହୋଇଥିଲା । ସ୍ଥାନୀୟ ଲୋକଙ୍କଠୁ ଖବର ପାଇବା
Read More...

ହିନ୍ଦୁ ଏକତା ଧର୍ମ ପକ୍ଷରୁ ଶୋଭାଯାତ୍ରା

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ହିନ୍ଦୁ ଏକତା ମଞ୍ଚ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଥାନା ଅଧିକାରୀ ନୀଳକଣ୍ଠ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବ୍ଲକ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ
Read More...