Yearly Archives

2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ
Read More...

ବସ୍‌ ଓଲଟି ଜଣେ ମୃତ : ୫ରୁ ଅଧିକ ଗୁରୁତର

ସୁନ୍ଦରଗଡ଼ : କୋଇଲା ଖଣିକୁ ଶ୍ରମିକ ନେଇ ଯାଉଥିବା ବେଳେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଝାରସୁଗୁଡା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା
Read More...

କଣ୍ଟେନରକୁ ଧକ୍କା ଦେଲା ସ୍କର୍ପିଓ : ଜଣେ ମୃତ

ଆଠମଲ୍ଲିକ : କଟକ-ସମ୍ବଲପୁର ଜାତୀୟ ରାଜପଥ ୫୫ କିଶୋନନଗର ଥାନା ସୁଶବ ଢାବା ନିକଟରେ ଦୁର୍ଘଟଣା । ଏକ କଣ୍ଟେନରକୁ ଧକ୍କା ଦେଲା ସ୍କର୍ପିଓ । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି
Read More...

ଇନୋଭେଟ୍-୨ଏଜୁକେଟ୍ : ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜର ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀଙ୍କ ନାମ ଘୋଷଣା

ନୂଆଦିଲ୍ଲୀ, (ପିଆଇବି) : ଇଣ୍ଡିଆନ୍ ଡିଜିଟାଲ୍ ଗେମିଂ ସୋସାଇଟି (ଆଇଡିଜିଏସ୍) ପକ୍ଷରୁ ଇନୋଭେଟ୍-୨ଏଜୁକେଟ୍ : ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜର ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ଆଗାମୀ ବିଶ୍ୱ ଅଡିଓ ଭିଜୁଆଲ୍
Read More...

ଓଡ଼ିଶାରେ କୃଷି ରପ୍ତାନିକୁ ମିଳିବ ପ୍ରୋତ୍ସାହନ

● ଭୁବନେଶ୍ୱରରେ ଏପିଡା ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିତ କ୍ଷମତା ବିକାଶ କାର୍ଯ୍ୟକ୍ରମ● କାର୍ଯ୍ୟକ୍ରମରେ କୋରାପୁଟ କଳାଜିରା ଚାଉଳ, ନୟାଗଡ କଣ୍ଟେଇମୁଣ୍ଡି ବାଇଗଣ, ଗଞ୍ଜାମ କିଆ ଫୁଲ ଉତ୍ପାଦ, କୋରାପୁଟ କଫି ଏବଂ କନ୍ଧମାଳ ହଳଦୀ ଭଳି ଜିଆଇ ଉତ୍ପାଦ ପ୍ରଦର୍ଶିତ ନୂଆଦିଲ୍ଲୀ,
Read More...

ତୃତୀୟ ବାର୍ଷିକ ସାରସ୍ୱତ ମହାକୁମ୍ଭ ଓ ସତ୍ୟଭାମା ସ୍ମରଣୀକା ଉନ୍ମୋଚନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ): ସତ୍ୟବାଦୀର ପ୍ରସିଦ୍ଧ ଶୈବକ୍ଷେତ୍ର ବରାଳ ନିବାସୀ ସୁସାହିତ୍ୟିକ, ଗବେଷକ ଗାୟକ ଜ୍ଞାନସାଗର ଗୁରୁ ସଚ୍ଚିଦାନନ୍ଦ ମହାପାତ୍ରଙ୍କ ଧର୍ମପତ୍ନୀ ସ୍ଵର୍ଗୀୟା ସତ୍ୟଭାମା ମହାପାତ୍ରଙ୍କ ସ୍ମୃତିରେ ସ୍ଥାପିତ ସତ୍ୟଭାମା ସାରସ୍ଵତ ଅନୁଷ୍ଠାନର ୩ୟ ବାର୍ଷିକ
Read More...

ଏକ ବିକଶିତ ସମାଜର ଚିତ୍ରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶକୁ ସମୃଦ୍ଧ ଓ ବିକାଶ ଦିଗରେ ଆଗେଇ ନେବା ପାଇଁ ଏକ ସୁସ୍ଥ ସମାଜ ଆବଶ୍ୟକ ହୋଇଥାଏ । ସରକାରଙ୍କ ନୀତି ଆୟୋଗ ଦ୍ୱାରା ସାରା ଦେଶରେ ପାଳନ କରାଯାଉଥିବା ପୋଷଣ ଅଭିଯାନକୁ ଆଖି ଆଗରେ ରଖି ଏକ ସଚେତନତା ମୂଳକ ପଦକ୍ଷେପ ନେଇଥିଲା ବାସନ୍ତୀ କଲୋନୀ ସ୍ଥିତ
Read More...

ହାୱାଇ-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାୱାଇକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର । ଗୁରୁତର ମାନେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି । ସୂଚନା ମୁତାବକ ପାଟଣାଗଡ଼ ଥାନା
Read More...

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (ସସ୍ମିତା ପ୍ରଦାନ) : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି ମୋଟ ୧୦୩ ଲିଟର ବେଆଇନ ମହୁଲି ମଦ, ୪୧.୬୦୦ ଲିଟର ବିୟର, ସହିତ ୨ଟି ସ୍କୁଟି
Read More...

ବେଙ୍ଗଲୋରରେ ଓଡ଼ିଆ ଝିଅ ମାରାଥନରେ ଭାଗ ନେଇ ପୁରସ୍କୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଟିସିଏସ ୱା୍ଲଡ଼ ଟେନକେ ବେଙ୍ଗୁଲୁରୁ ୨୦୨୫ ମାରାଥନରେ ଓଡ଼ିଆ ଝିଅ ଭାଗନେଇ ପୁରସ୍କୃତ ହୋଇଛନ୍ତି । ସେ ହେଲେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସମାଜସେବୀ ବଡ ଶତପଥୀଙ୍କ ଝିଅ ସଫ୍ଟୱେର ଇଞ୍ଜିନିୟର ଅଙ୍କିତା ଶତପଥି । ଟିସିଏସ ୱାର୍ଲଡ ଟେନକେ
Read More...