ଖପ୍ରାଖୋଲ ବ୍ଲକ କୁମ୍ଭାର ସମାଜର ହରିଶଙ୍କର ମେଳାରେ ଅନ୍ନସେବା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ହରିଶଙ୍କର ମେଳା ଠାରେ ଖପ୍ରାଖୋଲ ବ୍ଲକ କୁମ୍ଭାର ସମାଜ ଦ୍ୱାରା ଅନ୍ନସେବା ଜାରି ରହିଛି । ଏହା ଗତ ୧୦ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଳିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଘର ସଭାପତି ଅକ୍ଷୟ କୁମାର ରଣା, ଅନିଲ କୁମାର ରଣା, ନୃପରାଜ ରଣା,!-->…
Read More...
Read More...