Yearly Archives

2025

ଅବକାରୀ ବିଭାଗର ଚଢାଉ : ବିପୁଳ ପରିମାଣର ଦେଶୀ ମଦ ଜବତ

ଆଠଗଡ଼ : ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣର ଦେଶୀ ମଦ ଜବତ । କଟକ ଜିଲ୍ଲା ତିଗିରିଆ ଥାନା ଭିରୁଡ଼ା ଓ ପଣସପାଟଣା ଗ୍ରାମରେ ଅବାଧରେ ଚାଲିଛି ଦେଶୀ ମଦ କାରବାର । ଖବର ପାଇ ଆଠଗଡ଼ ଓ କଟକ ଅବକାରୀ ବିଭାଗ ମିଳିତ ଚଢାଉ କରିଛି । ୨୨୪୦ ଲିଟର ଚୋରା ଦେଶୀ ମଦ ସହ ୧୪୧୦୫ ଲିଟର ପୋଚ ଜବତ କରି
Read More...

ରାଇରଙ୍ଗପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ

ରାଇରଙ୍ଗପୁର : ରାଇରଙ୍ଗପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସକାଳ ୧୦.୧୫ରେ ଦାଣ୍ଡ ବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ୧୦.୨୫ରେ ଦାଣ୍ଡବୋଷ ଗାଁରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ବାଇ ରୋଡ ପଣ୍ଡିତ
Read More...

ଅପରେସନ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନଥିଲା ବରଂ ଭାରତର ରାଜନୈତିକ, ସାମାଜିକ ଓ ରଣନୈତିକ…

"ଏହା ପ୍ରମାଣ ଯେ ଯେତେବେଳେ ଭାରତ ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ସୀମା ଆରପାରିର ଭୂମି ମଧ୍ୟ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକଙ୍କ ପାଇଁ ସୁରକ୍ଷିତ ନୁହେଁ""ଭାରତ ବିରୋଧୀ ଏବଂ ଆତଙ୍କବାଦୀ ସଂଗଠନ ହାତରେ ନିଜ ପ୍ରିୟଜନଙ୍କୁ ହରାଇଥିବା ନିର୍ଦ୍ଦୋଷ ପରିବାରକୁ
Read More...

ପୁଲିସ ଓ ଗୋଲାପୀ ଫାଉଣ୍ଡେସନ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ସଇଁତଲା, (ଖୁସିରାନୀ ସାହୁ) : ବ୍ଲକ ଘୁନସର ହାଟପଦାଠାରେ ପୁଲିସ ଓ ଗୋଲାପୀ ଫାଉଣ୍ଡେସନ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଗୋଲାପୀ ଫାଉଣ୍ଡେସନର ନିର୍ଦ୍ଦେଶକ ସୁବ୍ରତ ନାଗ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ
Read More...

ବ୍ୟାଙ୍କ ଛକ ଠାରେ ଥିବା ଗଣେଶ ମନ୍ଦିରକୁ ହଟାଇ ନୂତନ ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କଲେ ବିଧାୟକ ନବୀନ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ବ୍ୟାଙ୍କ ଛକ ଠାରେ ଅବସ୍ଥିତ ଥିବା ଗଣେଶ ମନ୍ଦିର ପାଇଁ ସବୁବେଳେ ଟ୍ରାଫିକ ସମସ୍ୟା ଉପୁଜୁଥିବା ନେଇ ଜନତା ବାରମ୍ବାର ଅଭିଯୋଗ କରିବା ପରେ ସେଠାରେ ଥିବା ଗଣେଶ ମନ୍ଦିରକୁ ସ୍ଥାନାନ୍ତର କରିବା ପାଇଁ ପୌର ପରିଷଦ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି
Read More...

ତେଲିବନ୍ଧ ଦିଡ଼ିଙ୍ଗାପଦାର ରାସ୍ତା ସାଜିଛି ମରଣଯନ୍ତା : ମରାମତି କିମ୍ବା ନୂତନ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟଲୋକଙ୍କ…

ସାହାଜପାଲ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ତେଲିବନ୍ଧ ଛକ ଠାରୁ ଦିଡ଼ିଙ୍ଗାପଦାର ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାଟି ମରଣଯନ୍ତା ପାଲଟିଛି । ରାସ୍ତାରୁ ମେଟାଲ ଓ ପିଚୁ ଗୁଡିକ ଉଠିଯାଇଥିବାରୁ ରାସ୍ତା ସାରା ସ୍ଥାନେ ସ୍ଥାନେ ଖାଲ
Read More...

ଶ୍ରୀ ସତ୍ୟସାଇ ସେବା ସମିତିର ଜଳସେବା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଶ୍ରୀ ସତ୍ୟସାଇ ସେବା ସମିତି ଗିଧମାଲର ପାଦାମ୍ବୁଜମ ଗ୍ରାମ ବାଙ୍କୀପାଲିଠାରେ ପବିତ୍ର ହନୁମାନ ମନ୍ଦିର ପ୍ରତିଷ୍ଠା ଓ ନାମଯଜ୍ଞ ଉପଲକ୍ଷେ ଗିଧମାଲ ସମିତିର ଭାଇ ଭଉଣୀଙ୍କ ଦ୍ଵାରା ଦହି ସର୍ବତ ବଣ୍ଟନ କରାଯାଇ ଥିଲା । ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ
Read More...

ଶତାୟୁ ପୁରୁଷ ଧୋବେଇ ଚରଣ ଦାଶଙ୍କ ପରଲୋକ

ତୁଷୁରା/ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅର୍ନ୍ତଗତ ଗୁଡଖାପଲା ଗ୍ରାମର ଧୋବେଇ ଚରଣ ଦାଶଙ୍କ ୧୦୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ନ୍ୟାୟବନ୍ତ, ଧର୍ମ ପରାୟଣ, ପରୋପକାରୀ ତଥା ଅମାୟିକ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ବଡୁପୁଅ ତଥା ପୂର୍ବତନ ସରପଞ୍ଚ
Read More...

ନୃସିଂହ ଚତୁର୍ଦ୍ଦଶୀରେ ଲକ୍ଷେ ବେଲପତ୍ର ସମର୍ପଣ ସହ ପୂଜାର୍ଚ୍ଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ନୃସିଂହ ମହାପ୍ରଭୁଙ୍କ ପୂଜନୋତ୍ସବ ମହାସମାରୋହରେ ହୋଇଯାଇଛି । ଏହି ଅବସରରେ ରାଧେରାଧେ ମହିଳା ଜାଗରଣ ଦଳର ଶ୍ରଦ୍ଧାଳୁମାନେ ଏକ ଲକ୍ଷ ଆଠ ହଜାର ବେଲପତ୍ର ଉକ୍ତ
Read More...

କାଳିଆବାଲି ଠାରେ ଶ୍ରୀନୃସିଂହ ଚତୁର୍ଦ୍ଦଶୀ ଯାତ୍ରା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ଆଇ.ଆର୍.ଇ. ଛକ କାଳିଆବାଲିଠାରେ ଅବସ୍ଥାପିତ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ୍ ସେବା ନୃତ୍ୟ କଳା କେନ୍ଦ୍ର ତରଫରୁ ମଠ ପରିସରରେ ଶନିବାର ଶ୍ରୀନୃସିଂହ ସ୍ୱାମୀ ଙ୍କ ଚତୁର୍ଦ୍ଦଶୀ ଯାତ୍ରାରମ୍ଭ ହୋଇ ରବିବାର
Read More...