ସାହିତ୍ୟ ପତ୍ରିକା ଉଚ୍ଚାଙ୍ଗ ସାହିତ୍ୟର ସ୍ୱର “ସ୍ରୋତସ୍ୱତୀ”ର ଖରା ସଂଖ୍ୟା ଲୋକାର୍ପିତ : ନିର୍ଲିପ୍ତ…
ବଲାଙ୍ଗିର, (କେପିଏନ୍ଏସ୍) : ଏକ ସ୍ୱୟଂସିଦ୍ଧ କଳା ହେଉଛି କବିତା । ଧାଡିଟିଏ ଭିତରେ, ଧାଡିଟିଏ ପାଇଁ ଯୁଗ ଟିଏ ଅପେକ୍ଷା କରିବାକୁ ପଡିଥାଏ । କବିତାର କଲ୍ଲୋଳ ସେତେବେଳେ ପ୍ରବାହିତ ହୁଏ,ଯେତେବେଳେ ଅନୁଭବର ଅନନ୍ୟତାରେ କବିପ୍ରାଣ ଆପ୍ଳୁତ ହୁଏ । ଆଜି ଅନୁଭବର ଅଭାବ ହିଁ କବିତାକୁ,!-->…
Read More...
Read More...