Yearly Archives

2025

ସର୍ପ ଦଂଶନ ଓ ବଜ୍ରପାତ ନିମନ୍ତେ ସତର୍କତା ସଚେତନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜ ବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ସର୍ପ ଦଂଶନ ଓ ବଜ୍ରପାତ ନିମନ୍ତେ ସତର୍କତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଷାଢ ମାସରେ ମୁଖ୍ୟତଃ ସର୍ପ ଦଂଶନ ଓ ଅଚାନକ ବିଜୁଳି ଘଡଘଡି ଯୋଗୁଁ ଅନେକ ଧନ ଜୀବନ ହାନି
Read More...

ଶ୍ରୀ ଚୈତନ୍ୟ ସଂକୀର୍ତ୍ତନ ମହାସଂଘ କଲ୍ୟାଣ ଟ୍ରଷ୍ଟ ପଞ୍ଜିକୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଭିନ୍ନ ଗ୍ରାମର ୧୧୨ ଟି ସଂକିର୍ତ୍ତନ ଦଳ ଦିର୍ଘ ଦିନ ହେଲା ତାଙ୍କ ମହାସଂଘର ଗୋଟିଏ କଲ୍ୟାଣ ଟ୍ରଷ୍ଟ ପଞ୍ଜିକୃତ କରି ସଂକୀର୍ତ୍ତନ କଳାକୁ ଆଗେଇ ନେବା ପାଇଁ ଇଛା ପ୍ରକାଶ କରିଥିଲେ । ସମାଜ ସେବୀ ଶ୍ରୀକର ମିଶ୍ରଙ୍କ ପ୍ରେରଣା ପାଇ ଏକ ୨୯
Read More...

ପ୍ରୟାତ ମୁରଲିଧର ପରିଜାଙ୍କ ସପ୍ତମ ସ୍ମୃତି ଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବିଶିଷ୍ଟ ଜନନାୟକ ପ୍ରୟାତ ମୁରଲିଧର ପରିଜାଙ୍କ ସପ୍ତମ ସ୍ମତି ଚାରଣ ସଭା ଓ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ମୁରଲୀଧର ପରିଜା ସ୍ମୃତି କମିଟିର ସଭାପତି କୁଞ୍ଜବିହାରୀ ରାଉତଙ୍କ
Read More...

ରାଉରକେଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ୫ ତାରିଖରେ ଓଡ଼ିଶା ସରକାର କ୍ୟାବିନେଟ୍‍ କମିଟି ସହରୀ ବିକାଶ ଯୋଜନାରେ ଅତିରିକ୍ତ ୬୦୦୦ କୋଟି ଖର୍ଚ୍ଚ କରିବା ପାଇଁ ମଞ୍ଜୁର କରିଛନ୍ତି । ଅର୍ଥନିତୀର ବିକାଶ ସହ ଦାରିଦ୍ର୍ୟ ଦୂରୀକରଣ ତଥା କର୍ମନିଯୁକ୍ତି ପାଇଁ ସହରର ବିକାଶ ଅପରିହାର୍ଯ୍ୟ । ଓଡ଼ିଶାରେ
Read More...

ବର୍ଷା ବର୍ଣ୍ଣାଳୀ ପାଇଲେ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ଗୋଲଡ଼ ମେଡାଲ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଏନଆଇଟି ମେଟାଲର୍ଜି ବିଭାଗରେ ଏଚଓଡ଼ି ତଥା ଏନଆଇଟିର ଡିନ ଏକାଡେମୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ ପ୍ରଫେସର ରମେଶ ଚନ୍ଦ୍ର ବେହେରା । ତାଙ୍କର ମୃତ୍ୟୁ ପରେ ଆଜକୁ ୬ବର୍ଷ ହେଲା ତାଙ୍କ ସ୍ମୃତିରେ ଏନ୍ଆଇଟିର ଏମଟେକ୍ ଟପ୍ପରକୁ ପ୍ରଫେସର ଡ଼
Read More...

ଆପୋଲୋ ହସ୍ପିଟାଲ ପକ୍ଷରୁ ୟୁରୋଲୋଜି ସମ୍ପର୍କିତ ଦ୍ୱିଦିବସୀୟ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ପିଆଇବି) : ଆପୋଲୋ ହସ୍ପିଟାଲ୍ସ (ଇସ୍ପାତ ପିଜିଆଇ ଏବଂ ଏସଏସଏଚ୍ ପରିଚାଳିତ) ରାଉରକେଲା ପକ୍ଷରୁ ଦ୍ୱିଦିବସୀୟ ୟୁରୋକନ୍ ୨୦୨୫' ସମ୍ମିଳନୀ ଆୟୋଜିତ ହୋଇଯାଇଛି । ପ୍ରଖ୍ୟାତ ୟୁରୋଲୋଜିଷ୍ଟ ଡାକ୍ତର ପି.କେ. ମିଶ୍ର, ଡାକ୍ତର କମଳାକାନ୍ତ ପାଣିଗ୍ରାହୀ ଏବଂ ସୁ ପ୍ରତିଷ୍ଠିତ
Read More...

ଗୋ ସୁରକ୍ଷା ନାଁରେ ଦଳିତଙ୍କୁ ମାରଣାନ୍ତକ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅଧିନସ୍ଥ ସିଙ୍ଗିପୁର ଗ୍ରାମର ବାବୁଲା ନାୟକ ଓ ବୁଲୁ ନୟକଙ୍କୁ ମରଣାନ୍ତକ ଆକ୍ରମଣ ଓ ସର୍ବସାଧାରଣରେ ନିର୍ଯ୍ୟାତନାକୁ ବିରୋଧ କରି ଆଜି ମାନବାଧିକାର ସୁରକ୍ଷା ମଞ୍ଚ ଓ ଅନୁସୂଚିତ ଜାତି ଓ ଜନଜାତି ଅଧିକାର ମଞ୍ଚ
Read More...

ଭାରତୀୟ ଜନତା ପାର୍ଟିର ୨ଟି ଗୋଷ୍ଠୀ ସମାନ୍ତରାଳ ଭାବେ ବଳିଦାନ ଦିବସ ପାଳନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ଦଳର କର୍ମି ୨ଟି ଗୋଷ୍ଠୀରେ ଭାରତୀୟ ଜନସଂଘ ସଂସ୍ଥା ଅଧ୍ୟାପକ ଡ. ଶ୍ୟାମାପ୍ରସାଦ ମୁଖର୍ଜୀଙ୍କ ବଳିଦାନ ଦିବସ ଗତ ସୋମବାର ପାଳନ କରିଥିବା ସୂଚନା ମିଳିଛି । ପୂର୍ବାହ୍ନରେ ଝାରମୁଣ୍ଡା ଖେଳପଡିଆ କମ୍ୟୁନିଟି
Read More...

ବଙ୍ଗୋମୁଣ୍ଡାରେ ବିଜେପି ସମବାୟ ପ୍ରକୋଷ୍ଠର ସାଙ୍ଗଠନିକ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ବିଜେପି ସମବାୟ ପ୍ରକୋଷ୍ଠର ଜିଲ୍ଲା ସାଙ୍ଗଠନିକ ବୈଠକ ଜିଲା ସଂଯୋଜକ ରାଜୀବ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ସମବାୟ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ରଞ୍ଜନ ମଙ୍ଗରାଜ,
Read More...

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଓ ସମାଧାନ ଶିବିର

ମ.ରାମପୁର, (ପି.କେ ସାହୁ) : ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତଠାରେ ସୋମବାର ଦିନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରବରେ ବ୍ୟକ୍ତିଗତ ୨୪ ଓ ଗୋଷ୍ଟିଗତ ୨ ଗୋଟି ମିଶି ମୋଟ ୨୬ ଗୋଟି ଅଭିଯୋଗ ଆସିଥିବା ବେଳେ ୩ ଗୋଟି ସମସ୍ୟାର ସାଙ୍ଗେସାଙ୍ଗ ସମାଧାନ
Read More...