Yearly Archives

2025

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ଲୁଟ୍

କୁଳିଅଣା : ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍ । ୬ ଜଣ ଦୁର୍ବୃତ୍ତ ହଠାତ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କ୍ୟାସ କାଉଣ୍ଟରରୁ ଲୁଟିନେଲେ ଟଙ୍କା । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ମଙ୍ଗଳବାର ଅପରାହ୍ନ ୩ଟା
Read More...

ଆଠ ମାସ ହେଲା ବ୍ଲକ ଓ ଏନ୍ଏସିରେ ଉନ୍ନତିମୂଳକ କାମ ଠପ୍ : ଧାରଣାରେ ସମିତି ସଭ୍ୟସଭ୍ୟା ଓ କାଉନସିଲର

ପାଟଣାଗଡ : ପାଟଣାଗଡ ବ୍ଲକ ଏବଂ ଏନ୍ଏସିରେ ଆଠ ମାସ ହେଲା ଉନ୍ନୟନମୂଳକ କାମ ଠପ୍ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ୨୨ ଜଣ ସମିତି ସଭ୍ୟସଭ୍ୟା ଏବଂ ଏନ୍ଏସି କାର୍ଯ୍ୟଳୟ ସମ୍ମୁଖରେ ୧୧ ଜଣ କାଉନସିଲର ଧାରଣା ଦେଇଛନ୍ତି । ଜନ ପ୍ରତିନିଧି ମାନଙ୍କୁ ବ୍ଲକ
Read More...

ସଜନା ଗଛ କାଟିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମା’ ମୃତ : ବାପା ଏବଂ ୨ ଝିଅ ଆହତ

ଛତ୍ରପୁର : ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦପୁର ଗାଁରେ ସଜନା ଗଛ ଡାଳ ହାଣି ବାହାର କରୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା ଦମୟନ୍ତୀ ରେଡିଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଝିଅ ବାସନ୍ତୀ ରେଡି, ବୁଲି ରେଡି ୨୨ ଏବଂ ବାପା ନାରାୟଣ ରେଡି ଆହତ
Read More...

ସାଲେପାଲି ଛକ ବସଷ୍ଟପ ପାଲଟିଛି ଗାଈ ଗୁହାଳ : ବସ୍ ଅପେକ୍ଷା ପାଇଁ ଆସି ଯାତ୍ରୀ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁ ଛକରେ ଥିବା ବସଷ୍ଟପ ଏବେ ଗାଈ ଗୁହାଳ ପାଲଟିଛି । ସାଲେପାଲି ଛକରେ ଥିବା ଏହି ବସଷ୍ଟପ ସାମ୍ନାରେ ଗାଈ ବଳଦ ରହୁଥିବା ବେଳେ ଭିତରେ ଗୁହାଳ ସାମଗ୍ରୀ ରଖା ଯାଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ଦେଓଗାଁ ବ୍ଲକରୁ
Read More...

ଦେଓଗାଁ ବ୍ଲକ ସ୍ତରୀୟ କର୍ମଶାଳା ନିଶା ନୁହେଁ ଜୀବନ ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ତୁଷୁରା ଅବକାରୀ ବିଭାଗ ପକ୍ଷରୁ ନିଶା ନୁହେ ଜୀବନ ଶିର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଦେଓଗାଁ ବ୍ଲକର ବିଭିନ୍ନ ହାଇସ୍କୁଲରୁ ୬୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ
Read More...

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସମ୍ବିଧାନ ବଞ୍ଚାଅ ସମାବେଶ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଆଜି ମୟୂରଭଞ୍ଜ ଜିଲ୍ଲା(ପୂର୍ବ) କଂଗ୍ରେସ କମିଟି ତତଫରୁ, ସଂଯାଜିକା ସରସ୍ୱତୀ ହେମ୍ବ୍ରମ୍, ପୂର୍ବତନ ସାଂସଦ ସୁଶ୍ରୀ ସୁଶୀଳା ତିରୀୟା ଏବଂ ଜିଲ୍ଲାର ପର୍ଯ୍ୟବେକ୍ଷକ ପଞ୍ଚାନନ ମଣ୍ଡଳଙ୍କ ପୌରହିତ୍ୟରେ ଏକ ହଜାରରୁ ଅଧିକ କଂଗ୍ରେସ କର୍ମୀମାନଙ୍କ ବିଶାଳ
Read More...

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ତମାଖୁ ମୁକ୍ତ ବିଦ୍ୟାଳୟ ସମ୍ପର୍କିତ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ବାରିପଦାଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କିଶୋର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ତମାଖୁ ମୁକ୍ତ ବିଦ୍ୟାଳୟ ଲାଗି ଶିକ୍ଷକମାନଙ୍କ ନିମନ୍ତେ ଏକଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ
Read More...

ଯାଜପୁରରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା : ବିଷାକ୍ତ ଫଳ ଖାଇ ଅଟକ ଯୁବକ ଅସୁସ୍ଥ

ଯାଜପୁର : ଓଡ଼ିଶା ବୁଲିବାକୁ ଆସିଥିବା ଦିଲ୍ଲୀ ଯୁବତୀଙ୍କୁ ଦଶରଥପୁରରେ ଅସଦାଚରଣ ଅଭିଯୋଗରେ ଜଣେ ଯୁବକ ଅଟକ ଥିବାବେଳେ ଜଣେ ଫେରାର । ଅଟକ ଯୁବକ ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଯାଜପୁର
Read More...

ଖଲ୍ଲିକୋଟ କଲେଜ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯୁକ୍ତଦୁଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ (ଖଲ୍ଲିକୋଟ କଲେଜ୍) ପରିସରରେ ଅନୁଷ୍ଠିତ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ କୃତ୍ତି ବିଦ୍ୟାର୍ଥିଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସର୍ବପ୍ରଥମେ
Read More...

ନବୀନଙ୍କ ଆଶୁ-ଆରୋଗ୍ୟ କାମନା କରି ଦୀପଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାବାସୀଙ୍କ ପ୍ରିୟଭାଜନ ହୋଇ ଆସିଥିବା ବିଧାନସଭାର ବିରୋଧୀ ଦଳର ନେତା, ବିଜେଡ଼ି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସାଧୀନରେ ଅଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରି ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି
Read More...