Yearly Archives

2025

ମଦନପୁରରେ ନୂତନ ରଥ ପ୍ରତିଷ୍ଠା ଉତ୍ସବ

ମ.ରାମପୁର, (ପି.କେ ସାହୁ) : ଆସନ୍ତା ୨୭ରେ ପୁରୀଠାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ,ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁରଠାରେ ରାଜା ରାଜୁଡା ଶାସନ ଅମଳରୁ ଚାଲିଆସୁ ଥିବା ପୁରାତନ ରଥଯାତ୍ରା ପାଇଁ ସୋମବାର ଦିନ ନୂତନ ରଥ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
Read More...

ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ : ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର : ଆଜି ବିହାରର ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ନୂଆ ଏବଂ ନବୀକରଣ ଯୋଗ୍ୟ ଶକ୍ତି ଉପରେ ଆଲୋଚନା ହେବ । ଏହି ଶକ୍ତି ମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶାରୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସୋମବାରରୁ
Read More...

ସଂଖ୍ୟାଲଘୁଙ୍କ ସମାବେଶୀ ବିକାଶର ୧୧ ବର୍ଷ

ନୂଆଦିଲ୍ଲୀ, (ପିଆଇବି) : ଗତ ଏଗାର ବର୍ଷ ମଧ୍ୟରେ, ଭାରତ ସରକାର ଛଅଟି କେନ୍ଦ୍ରୀୟ ଅଧିସୂଚିତ ସଂଖ୍ୟାଲଘୁ ସମ୍ପ୍ରଦାୟ - ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ, ପାର୍ସୀ ଏବଂ ଜୈନଙ୍କ ପାଇଁ ଅନ୍ତର୍ଭୁକ୍ତୀମୂଳକ ବିକାଶକୁ ପ୍ରୋତ୍ସାହିତ କରିଆସିଛନ୍ତି । ସେମାନଙ୍କ ଆର୍ଥିକ ବ୍ୟବଧାନ ଦୂର
Read More...

ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ବାରାଣସୀରେ କେନ୍ଦ୍ରୀୟ କ୍ଷେତ୍ରୀୟ ପରିଷଦର ୨୫ତମ ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଆଞ୍ଚଳିକ ପରିଷଦଗୁଡ଼ିକ ପରାମର୍ଶଦାତା ଭୂମିକା ଠାରୁ ଆଗକୁ ବଢ଼ି ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ବୁଝାମଣା ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ କାରକ ସାଜିଛନ୍ତିକ୍ଷେତ୍ରୀୟ ପରିଷଦଗୁଡ଼ିକ ଦୁଇ କିମ୍ବା ତତୋଧିକ ରାଜ୍ୟ
Read More...

କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

• ସମ୍ବଲପୁର ଏବଂ ଦେବଗଡ଼କୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ରାଶିପ୍ରଦାନ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ• ସମ୍ବଲପୁର ଏବଂ ଦେବଗଡ଼ରେ ସୁଲଭ ମୂଲ୍ୟରେ ଘର, ପିଏମ୍‌ ସ୍ୱନିଧି ଯୋଜନାରେ ଉଠା ଦୋକାନୀଙ୍କୁ ଋଣ, ଇ- ବସ୍‌ ଚଳାଚଳକୁ ପ୍ରୋତ୍ସାହନ ଓ ବର୍ଜ୍ୟବସ୍ତୁ
Read More...

ୱିଙ୍ଗସ୍ ଟୁ ଆୱାର୍ ହୋପ୍ସ’ ଏବଂ ‘ଆଶାଓଁ କୀ ଉଡ଼ାନ୍’ ପୁସ୍ତକ ଦ୍ୱିତୀୟ ଭାଗର ପ୍ରଥମ କପି ଗ୍ରହଣ କଲେ ରାଷ୍ଟ୍ରପତି

• ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁସ୍ତକଗୁଡ଼ିକୁ ଉନ୍ମୋଚନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ• କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ କାର୍ଯ୍ୟକ୍ରମରେ
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣକୁ ନେଇ ସଂକଳିତ ପୁସ୍ତକକୁ ଉନ୍ମୋଚନ କଲେ ପ୍ରତିରକ୍ଷା ମନ୍ତ୍ରୀ

● ହିନ୍ଦୀ ଓ ଇଂରାଜୀରେ ପ୍ରକାଶିତ ଏହି ପୁସ୍ତକରେ ସ୍ଥାନ ପାଇଛି ରାଷ୍ଟ୍ରପତିଙ୍କ ଦ୍ୱିତୀୟ ବର୍ଷ କାର୍ଯ୍ୟକାଳର ୫୧ଟି ବଛା ବଛା ଅଭିଭାଷଣ● ‘ୱିଙ୍ଗସ୍ ଟୁ ଆୱାର୍ ହୋପ୍ସ’ (ଭାଗ-୨)’ ବିକଶିତ ଭାରତ ନିର୍ମାଣ ଲାଗି ଆଲୋକବର୍ତ୍ତିକା ସାଜିବ: ରାଜନାଥ ସିଂ● ‘‘ରାଷ୍ଟ୍ରପତି ମୁର୍ମୁ ଭାରତରେ ମହିଳା
Read More...

ବଲାଙ୍ଗିର ମାଲଗୋଦାମ ପଡାରେ ଅଭାବନୀୟ ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମାଲଗୋଦାମ ପଡାରେ ଅଭାବନୀୟ ଘଟଣା । ସାପ କାମୁଡ଼ାରେ ପ୍ରାଣ ହରାଇଲେ ଦୁଇ ଭାଇଭଉଣୀ । ବଲାଙ୍ଗିର ସହରର ମାଲଗୋଦାମ ପଡାର ଅବଦୁଲ ରେହେମାନଙ୍କ ଦୁଇ ପୁଅ ଝିଅ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି । ଗତକାଲି ରାତି ଘରେ ଶୋଇଥିବା ବେଳେ ଏଭଳି ଘଟଣା
Read More...

ଛତିଶଗଡ଼ର ନ୍ୟୁ ରାୟପୁରରେ ଆଜି ସୁରକ୍ଷାକର୍ମୀଙ୍କ ସହ ମତ ବିନିମୟ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୨୦୨୬ ମସିହା ମାର୍ଚ୍ଚ ମାସରେ ଯେତେବେଳେ ଦେଶ ନକ୍ସଲବାଦରୁ ମୁକ୍ତ ହେବ, ସେତେବେଳେ ଏହା ସ୍ୱାଧୀନତା ପରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ହେବଯେତେବେଳେ ଏକ ନକ୍ସଲ ପ୍ରଭାବିତ ଅଞ୍ଚଳର ପିଲା ବନ୍ଧୁକ ପରିବର୍ତ୍ତେ
Read More...

ସୃଜନ ସାହିତ୍ୟ ସଂସ୍କୃତି ସଂସଦର ସ୍ଵତନ୍ତ୍ର ଆସର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସଂଗଠନ ସୃଜନ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ କବି ଡ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ସ୍ଵତନ୍ତ୍ର ଭାବେ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି
Read More...