Yearly Archives

2025

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପିତାମାତା ଓ ଶିକ୍ଷକ ବୈଠକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର କ୍ଲଷ୍ଟର ସ୍ଥିତ ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପିତାମାତା ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହୋସିୟା ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ନୌକାଚାଳନା ଓ ତୀରନ୍ଦାଜ ପ୍ରତିଯୋଗିତାରୁ ଆରମ୍ଭ ହୋଇଛି କଳାହାଣ୍ଡି ଜିଲ୍ଲାର ଲୋକ ମହୋତ୍ସବ ଘୁମୁରା-୨୦୨୫

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୂଆମୁଳ-ରାମପୁର ବ୍ଲକରେ ନୌକାଚାଳନା ଓ ତୀରଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ଲୋକ ମହୋତ୍ସବ ଘୁମୁରା-୨୦୨୫ ପାଇଁ ଇନ୍ଦ୍ରାବତୀ ଜଳ ଭଣ୍ଡାରର କେନ୍ଦୁଗୁଡା ଠାରେ
Read More...

ସାଲେଭଟା ଚଣ୍ଡୀମନ୍ଦିର ଭଜନ ଓ ସତସଙ୍ଗ କାର୍ଯ୍ୟକ୍ରମ

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟା ଚଣ୍ଡୀ ମନ୍ଦିର ସତ୍‌ସଙ୍ଗ ରୌପ୍ୟ ଜୟନ୍ତୀ ଉତ୍ସବର ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବ୨୦୦୦ ମସିହାରୁ ସାଲେଭଟା ଚଣ୍ଡୀ ମନ୍ଦିରରେ ମାସର ପ୍ରଥମ ରବିବାର ସତ୍‌ସଙ୍ଗ ସୁଧା ଆରମ୍ଭ ହୋଇଆସୁ ଥିବା ବେଳ ଏହାର
Read More...

ମହତାବ ହାଇସ୍କୁଲ ୧୯୭୯ ବ୍ୟାଚ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମହତାବ ହାଇସ୍କୁଲ, ଡେଲାଙ୍ଗ ୧୯୭୯ ମସିହା ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ଏକ ପାରିବାରିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର ବରୁଣେଇ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁଦୀର୍ଘ ୪୫ ବର୍ଷ ଅତିକ୍ରାନ୍ତ ହେବା ପରେ, ଜୀବନ ଅପରାହ୍ନର
Read More...

କର୍ମକାଣ୍ଡି ପରିଷଦ ଗଠନ ଓ ଆଲୋଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ପୀଠରେ ଏକ କର୍ମକାଣ୍ଡି ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପାଇକମାଲ, ପଦ୍ମପୁର, ଝାରବନ୍ଧ, ସୋହେଲା ତଥା ବିଜେପୁରର ସଦସ୍ୟମାନେ ଯୋଗଦାନ କରି ବିଭିନ୍ନ ସମସ୍ୟା ଉପରେ
Read More...

ପଲସାନୀରୁ ସାପଲହର ଗାଁକୁ ଯୋଡି ହେଲା ନୂଆଁ ରାସ୍ତା :ସାଂସଦଙ୍କୁ ଧନ୍ୟବାଦ ଦେଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପଲସାନୀ ଠାରୁ ସାପଲହରକୁ ଯୋଡି ହେବ ନୂଆ ରାସ୍ତା । ସରିଲା ପଂଚାୟତବାସୀଙ୍କ ଦୁଃଖ । ବହୁ ଦିନର ଦାବିକୁ ପୂରଣ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏହି ରାସ୍ତା ପ୍ରକଳ୍ପ ଦ୍ୱାରା ୬ଟି ପଂଚାୟତ ବାସୀ ଉପକୃତ ହେବେ । ଏଥି ଲାଗି ୮ କୋଟି
Read More...

ଆଗାମୀ ୭ ତାରିଖରୁ ଇନ୍ଦ୍ରାବତୀରୁ ରବି ଜଳସେଚନର ଶୁଭାରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : ମୁଖିଗୁଡ଼ା ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଆଗାମୀ ରବି ଚାଷ ପାଇଁ ଜାନୁଆରି ୭ ତାରିଖରୁ ଜଳ ସେଚନ ଆରମ୍ଭ କରାଯାଇ ଜିଲ୍ଲାର ମୋଟ ୫୩ ୩୭୪ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ ରଖାଯାଇଛି । ତତ୍ ସହିତ ଇନ୍ଦ୍ରାବତୀ ମେଗା ଉଠା ଜଳ ସେଚନ ବ୍ୟବସ୍ଥାରେ ରବି ଜଳ
Read More...

ଜମିରୁ ଧାନ ଖାଇଲା ପରେ ଗାଁରେ ପଶି ଘର ଭାଙ୍ଗିଲେ ହାତୀ

ହରଭଙ୍ଗା, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ତଳଗାଁ ଫରେଷ୍ଟ ସେକସନ୍‌ରେ ଆଜକୁ ପ୍ରାୟ ୨ ମାସ ହେଲା ହାତୀପଲ ଏରିଆ ଛାଡ଼ୁନାହାନ୍ତି । ଯେତେବେଳେ ଜମିବାଡ଼ିରେ ପାଚିଲା ଧାନ ଚାଷୀ ଅମଳ କରିବାକୁ ବସିଥିଲା ସେହି ସମୟରେ ହାତୀପଲ ଧାନ ଖାଇଗଲେ । ତେବେ ଆଜି ଶନିବାର
Read More...

ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଟିକ୍ରାପଡା ଠାରେ ପଞ୍ଚାୟତସ୍ତରୀୟ ଯାଦବ ସମାଜର ବୈଠକରେ ନୂତନ କର୍ମକର୍ତ୍ତା ଚୟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଟିକ୍ରାପଡାଠାରେ ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତେନ୍ତୁଳୀଖୁଣ୍ଟି ପଞ୍ଚାୟତର ସମସ୍ତ ଯାଦବ ସଦସ୍ୟମାନେ ଯୋଗଦେଇଥିଲେ । ଏଥିରେ ବ୍ଲକ ଯାଦବ ମହାସଭା ସଭାପତି
Read More...

ଶିକେର ପାଟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଖଡଙ୍ଗା ଅଞ୍ଚଳର ଭାଷା, ସାହିତ୍ୟ, ଲୋକକଳା, ସଂସ୍କୃତି, ପ୍ରତିଭା, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁଁ ଘୁନା ବିଜୁ ପଟ୍ଟନାୟକ ଖେଳପଡିଆ ଠାରେ ଚାଲିଥିବା ଦ୍ୱିତୀୟ ଶିକେରପାଟ ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥିଭାବେ ଗୁଡଭେଲା
Read More...