Yearly Archives

2025

୨୨ତମ ଉପଖଣ୍ଡ ସ୍ତରୀୟ ବଲାଙ୍ଗିର ଲୋକ ଉତ୍ସବ ଉଦ୍‌ଘାଟିତ

ଡାଲଖାଇ, ରସରକେଳି ଓ ହଳିଆଗୀତରେ କଳା ପ୍ରଦର୍ଶନ କଲେ କଳାକାର ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିର ରେ ୨୨ତମ ଉପଖଣ୍ଡ ସ୍ତରୀୟ ବଲାଙ୍ଗିର ଲୋକ ଉତ୍ସବ ୨୦୨୫ ଉପ ଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି
Read More...

୧୧ତମ ମାଁ ସୁନାମୁଖି ମହୋତ୍ସବ ଉତ୍‌ଯାପିତ

ବିଦ୍ୟୁତ ସଂଯୋଗ କେବେ ?ସୁନାମୁଖୀ ପାହାଡ଼ ଓ ଗୁମ୍ଫାକୁ ପର୍ଯ୍ୟଟନ ସ୍ଥଳି ପାଇଁ ଦାବି ମ.ରାମପୁର (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲାର କର୍ଳାମୁଣ୍ଡା ଓ ମ.ରାମପୁର ବ୍ଲକ ମଧ୍ୟ ଭାଗରେ ଥିବା ପରମାନନ୍ଦପୁର ଓ ନରସିଂଙ୍ଗପୁରରେ ଅବସ୍ଥିତ ମାଁ ସୁନାମୁଖିଙ୍କ ପିଠରେ ପ୍ରତେକ ବର୍ଷ ପୌଷ
Read More...

ଅଷ୍ଟମ ମକର ମିଳନ ଉତ୍ସବ

ଲୋକକଳା, ଲୋକଗୀତକୁ ପୁନରୁଦ୍ଧାର କରିବା ପାଇଁ ଆହ୍ୱାନ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ସରକାରୀ ବାଲିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା
Read More...

ବୀଣାପାଣି ଶିକ୍ଷାସୌଧରେ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଳା ବ୍ଲକ ଅନ୍ତର୍ଗତ ଗଇଁତଳା ସ୍ଥିତ ବୀଣାପାଣି ଶିକ୍ଷାସୌଧଠାରେ ଫକୀର ମୋହନ ସେନାପତିଙ୍କ ୧୭୯ତମ ଜନ୍ମ ଜୟନ୍ତୀ ଉପଲକ୍ଷେ "ଭାଷା ଆନ୍ଦୋଳନର ବିନ୍ଧାଣୀ ଫକୀର ମୋହନ ସେନାପତି" ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ମ୍ୟାନେଜିଂ
Read More...

ଜିଲ୍ଲାସ୍ତରୀୟ ବୃହତ୍ କୁଞ୍ଜମେଳାର ଦ୍ୱାଦଶ ସନ୍ଧ୍ୟା

ଭୋଗରାଇ, (କେପିଏନଏସ) : ଯେଉଁ ଜାତିର ଆଦର୍ଶ, ଚିନ୍ତାଧାରା, ଜ୍ଞାନ, ସୃଜନଶକ୍ତି ଓ ଆମ ବିଶ୍ୱାସ ଯେତେ ବିସ୍ତୃତ ସେ ଜାତିର ସଂସ୍କୃତି ସେତେ ଉନ୍ନତ ବୋଲି ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମପଞ୍ଚାୟତ ସେହି ଗ୍ରାମରେ ଜିଲ୍ଲାସ୍ତରୀୟ କୁଞ୍ଜ ମେଳାରେ ଆୟୋଜିତ ଦ୍ୱାଦଶ ସନ୍ଧ୍ୟା ସଭା ମଞ୍ଚରେ
Read More...

ମୃତ ଚାଷୀଙ୍କ ପରିବାରବର୍ଗଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କଲେ ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ କତୁରୁ ଗ୍ରାମରେ ଆକସ୍ମିକ ଭାବେ ମୃତ୍ୟୁ ବରଣ କରିଥିବା ଚାଷୀ ପି. ଈଶ୍ୱର ରେଡ୍ଡୀଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ୨୦ହଜାର ଟଙ୍କାର ଆର୍ଥିକ ସାହାୟତା ପ୍ରଦାନ କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ।
Read More...

ମା’ ରାମଚଣ୍ଡୀ ମନ୍ଦିର କମିଟି ପକ୍ଷରୁ ବିଶ୍ଵ ଶାନ୍ତି ମହାଯଜ୍ଞରେ ବାଗେଶ୍ୱର ବାବାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସ୍ଥିତ ବିବେକ ବିହାର ପଡିଆରେ ଆୟୋଜିତ ନବକୁଣ୍ଡିୟ ବିଶ୍ଵ ଶାନ୍ତି ମହାଯଜ୍ଞ ବର୍ଣ୍ଣାଢ଼୍ୟ ସମ୍ଭାରରେ ସମାହିତ ହୋଇଯାଇଛି । ପବିତ୍ର ମକର ସଂକ୍ରାନ୍ତି ପର୍ବରେ ଏହି ଯଜ୍ଞ ସମ୍ଭାର ପୂର୍ଣ୍ଣାହୁତି ହୋଇଯାଇଛି । ଉକ୍ତ ବିଶ୍ଵ ଶାନ୍ତି
Read More...

ନୃସିଂହନାଥରେ ବୁଡ଼ ପକାଇଲେ ବରଗଡ ଧନୁଯାତ୍ରାର କଳାକାରଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ସମାରୋହରେ ପାଳିତ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ୩ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ଯାଏ ମହା ଆଡମ୍ବରରେ ପାଳିତ ହୋଇଥିଲା । ବିଶ୍ୱର ସର୍ବ ବୃହତ ମୁକ୍ତ
Read More...

ଗୁପ୍ତେଶ୍ୱର ଶୈବପୀଠରେ ମକର ସଂକ୍ରାନ୍ତି ପର୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଥିବା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ନିକଟରେ ଥିବା ଅନ୍ୟତମ ଶୈବପୀଠ ଗୁପ୍ତେଶ୍ୱର ମନ୍ଦିର । ଆଜି ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ ଏହି ଠାରେ ଏକ ହୋମଯଜ୍ଞ ସ୍ଵତନ୍ତ୍ର
Read More...

କୁଶଙ୍ଗରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ରାଜ୍ୟସଭା ସାଂସଦ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକର କୁଶଙ୍ଗ ଗାଁରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ସକାଶେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଭୂମି ପୂଜନ ଅବସରରେ ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା । ବୃନ୍ଦାବନ ପୁଟେଲଙ୍କ
Read More...