ପ୍ରଶାସନର ଉପସ୍ଥିତରେ ଉତ୍କଳ କମ୍ପାନୀ ସହ ତୁଣ୍ଡା ଗାଁବାସୀଙ୍କ ଆଲୋଚନା ଆସନ୍ତା ୨୮ରେ
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିପାରି ପଞ୍ଚାୟତର ଯୋଗୀପାରିତୁଣ୍ଡା ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ଉତ୍କଳ କମ୍ପାନୀ ଦ୍ଵାରା ହେବାକୁ ଥିବା ଆଗାମୀ ଆଲୋଚନାର ପ୍ରସ୍ତାବ ସ୍ୱୀକାର କରି ଧାରଣାରୁ ଓହରିଥିବା ଦେଖିବାକୁ ମିଳିଛି ।!-->…
Read More...
Read More...