Yearly Archives

2025

ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗ୍ରାମାଞ୍ଚଳର ଭିତ୍ତିଭୂମି ତଥା ରାଜ୍ୟର ସାମଗ୍ରୀକ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇ ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପରିପ୍ରେକ୍ଷୀରେ
Read More...

ରୁଗୁଡ଼ିଖାଲ ବିଶ୍ୱ ଶାନ୍ତି ଶ୍ରୀରାମ ଚରିତ ମାନସ ଯଜ୍ଞ

ରାବଣ ଦରବାର ମୁଖ୍ୟ ଆକର୍ଷଣ ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ନିକଟସ୍ଥ ରୁଗୁଡ଼ିଖାଲ୍ ସ୍ଥିତ ମାନସ ବିହାରରେ ଚାଲିଥିବା ବିଶ୍ୱ ଶାନ୍ତି ଶ୍ରୀରାମ ଚରିତ ମାନସ ଯଜ୍ଞର ଷଷ୍ଠ ଦିନର ସାଂସ୍କୃତିକ ସନ୍ଧ୍ୟାର ତୃତୀୟ ଦିବସ । ଏହି ଅବସରରେ ଆୟୋଜିତ
Read More...

ଆନ୍ତର୍ଜାତୀୟ କରାଟେରେ ବଲାଙ୍ଗିରକୁ ୭ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଇ ଦିନ ଧରି ମୁମ୍ବାଇର ପ୍ରିୟଦର୍ଶିନୀ ସ୍ପୋର୍ଟ କମ୍ପେ୍ଲକ୍ସଠାରେ ୩୦ତମ ଏସିୟା ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅସୀମ କରାଟେ ଏକାଡେମୀର ୪ ଜଣ ଛାତ୍ର ଭାଗ ନେଇ ସଫଳତା ହାସଲ କରିଛନ୍ତି । ଏଥିରେ ଜୁନିୟର ୧୨ ବର୍ଷ ବାଳକ
Read More...

ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଷ୍ଟ୍ର ବିରୋଧୀ ମୋହନ ଭାଗବତଙ୍କ ଗସ୍ତକୁ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିଥିବା ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ ଓ ଛାତ୍ର
Read More...

ସରକାରୀ ଏସ୍‌.ଏସ୍‌.ଡି.ଉଚ୍ଚ ବିଦ୍ୟାଳୟ ମଦନପୁର ଠାରେ ବାର୍ଷିକ ଉତ୍ସବ – ୨୦୨୫

ମ. ରାମପୁର (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ସରକାରୀ ଏସ୍‌.ଏସ୍‌.ଡି ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ସଭାପତିତ୍ୱରେ ବୁଧବାର ବାର୍ଷିକ ଉତ୍ସବ - ୨୦୨୫ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ
Read More...

କୁତୁର୍ଲାରେ କୃଷକଙ୍କ ପାଇଁ କିସାନ ପାଠଶାଳା ଆୟୋଜିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲାରେ ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ନାବାର୍ଡ ଏବଂ ମହାଶକ୍ତି ଫାଉଣ୍ଡେସନ ତରଫରୁ ଏକ କିସାନ ପାଠଶାଳା ଆୟୋଜିତ ହୋଇଯାଇଛି । ସୁନାମ ଧନ୍ୟ ତାଲିମଦାତା ତଥା କିସାନ ପାଠଶାଲାର ସଂସ୍ଥାପକ ଡଃ. ବଳରାମ କିସାନ ଉପସ୍ଥିତ କୃଷକମାନଙ୍କୁ
Read More...

ମୁରସିଂ ଆଞ୍ଚଳିକ ଉନ୍ନୟନ କମିଟି ଗଠିତ

ଗୁଞ୍ଜିମୁଣ୍ଡାକୁ ପର୍ଯ୍ୟଟନ କେନ୍ଦ୍ର ଭାବେ ମାନ୍ୟତା ଦାବୀ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ କୁତୁର୍ଲା ପଞ୍ଚାୟତର ମୁରସିଂ ତଥା ସଇଁନ୍ତଳା ରେଞ୍ଜ କନ୍ଧକେଲଗାଁ ସେକସନର ମୁରସିଂ ଗୁଞ୍ଜିମୁଣ୍ଡାଠାରେ ଗୁଞ୍ଜିମୁଣ୍ଡା ପ୍ରକଳ୍ପରେ ପାଣିର ସୁରକ୍ଷା ସହ
Read More...

ବିକଶିତ ଗାଁ ବିକଶିତ ଓଡିଶା’ର ଶୁଭ ଉଦ୍‌ଘାଟନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜଙ୍କିଆରେ ଉପସ୍ଥିତି ରହି ଶୁଭାରମ୍ଭ କରିଥିବା
Read More...

ସମୃଦ୍ଧ ଓଡ଼ିଶାର ନୂତନ ପରିଭାଷା “ବିକଶିତ ଗାଁ, ବିକଶିତ ଓଡ଼ିଶା”

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : “ବିକଶିତ ଗାଁ, ବିକଶିତ ଓଡିଶା” ସମୃଦ୍ଧ ଓଡ଼ିଶାର ନୂତନ ପରିଭାଷା । ଆଜି ପୂର୍ବାହ୍ଣ ୧୧ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ମିନି ଷ୍ଟାଡିୟମଠାରେ "ବିକଶିତ ଗାଁ, ବିକଶିତ ଓଡିଶା" ଯୋଜନାର ଶୁଭାରମ୍ଭ
Read More...

ବ୍ରିଜଠାରେ ବାଇକ୍ ଦୁର୍ଘଟଣାରେ ତିନି ମୃତ୍ୟୁ ଘଟଣା

ସରକାରଙ୍କ ଅନୁକମ୍ପାମୂଳକ ସାହାଯ୍ୟ ସହଯୋଗ ପାଇଁ ପ୍ରଶାସନକୁ ଅନୁରୋଧ ଜଣାଇଲେ ଯୁବନେତା ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବାଂଝେନମୁଣ୍ଡା ଗାଁର ତିନି ଜଣ ଯୁବକ ପଦ୍ମନ ଥପା (୨୮), ଜଗଦିଶ ଥପା (୧୯) ଏବଂ ଆକାଶ ପୋଢ (୧୯) କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ
Read More...