Yearly Archives

2025

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିକଶିତ ଗାଁ, ବିକଶିତ ଓଡିଶା କାର୍ଯ୍ୟକ୍ରମ ଶୁଭାରମ୍ଭ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାର ଆଭାଷୀ ମାଧ୍ୟମରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିକଶିତ ଗାଁ, ବିକଶିତ ଓଡ଼ିଶା ଭଳି ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନା ମୁଖ୍ୟମନ୍ତ୍ରୀ ମୋହନ ଚରଣ
Read More...

ୱେଭସ୍ ୨୦୨୫ ‘ରିଲ୍ ମେକିଂ’ ଚ୍ୟାଲେଞ୍ଜ ଲାଗି ୨୦ଟି ଦେଶ ଏବଂ ସମଗ୍ର ଭାରତରୁ ୩,୩୦୦ରୁ ଅଧିକ ଏଣ୍ଟ୍ରି…

ଡିଜିଟାଲ ରିଲ୍ ଠାରୁ ଆରମ୍ଭ କରି ଗ୍ଲୋବାଲ୍ ଡିଲ୍ ପର୍ଯ୍ୟନ୍ତ : ବିଜେତାମାନେ ଲାଭ ଏବଂ ସ୍ୱୀକୃତି ପାଇଁ ଏକ ଅନନ୍ୟ ସୁଯୋଗ ପାଇବେ, ଯେଉଁଥିରେ ଚୂଡ଼ାନ୍ତ ବିଜେତାମାନେ ମନ୍ତ୍ରଣାଳୟର ସମର୍ଥନରେ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବେ"ବିକଶିତ ଭାରତ" ଶୀର୍ଷକ ଭାରତର ସାମ୍ପ୍ରତିକ ବୈଷୟିକ
Read More...

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ପଞ୍ଚମ ଦିନ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦର…

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ପଞ୍ଚମ ଦିବସରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦର ସାହିତ୍ୟ ସଭା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପାଠାଗାରର
Read More...

ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ନେଇ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଆତଙ୍କବାଦର ସମ୍ପୂର୍ଣ୍ଣ ମୂଳପୋଛ ପାଇଁ ପ୍ରତିଶ୍ରୁତିବଦ୍ଧମୋଦୀ ସରକାରଙ୍କ ନିରନ୍ତର ଓ ସମନ୍ୱିତ ପ୍ରୟାସ ଯୋଗୁଁ ଜମ୍ମୁ-କଶ୍ମୀରରେ ଆତଙ୍କବାଦର ବାତାବରଣ ଦୁର୍ବଳ ହୋଇଛିଶୂନ୍ୟ ଅନୁପ୍ରବେଶ ଲକ୍ଷ୍ୟ ନେଇ
Read More...

ମହାକୁମ୍ଭ ୨୦୨୫ : ସାହିତ୍ୟ, ସଂସ୍କୃତି ଓ ଜ୍ଞାନର ସଂଗମ ନ୍ୟାସନାଲ ବୁକ୍ ଟ୍ରଷ୍ଟ ପାଲଟିଛି ଶ୍ରଦ୍ଧାଳୁଙ୍କ ଆକର୍ଷଣର…

ମୋବାଇଲ ପୁସ୍ତକ ପ୍ରଦର୍ଶନୀ ଓ ନ୍ୟାସନାଲ ଇ-ଲାଇବ୍ରେରୀ ଆପ୍ ଜରିଆରେ ଶ୍ରଦ୍ଧାଳୁ ବିଭିନ୍ନ ପ୍ରକାର ବହି ପାଇ ପାରୁଛନ୍ତି ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜର ତ୍ରିବେଣୀ ସଂଗମରେ ଚାଲିଥିବା ମହାକୁମ୍ଭ ୨୦୨୫ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଛନ୍ତି । ଏହା ସହିତ ଏଠାରେ
Read More...

ଝାରମୁଣ୍ଡା ଅଞ୍ଚଳ ନୋଡାଲ ହାଇସ୍କୁଲର ବାର୍ଷିକ ଉତ୍ସବ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଅଞ୍ଚଳ ନୋଡାଲ ହାଇସ୍କୁଲର ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଗୋବିନ୍ଦ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ପ୍ରାରମ୍ଭରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ
Read More...

ଭୀମ ଭୋଇ ସମାଧୀପୀଠ ଖଲିଆପାଲି ଠାରେ ଆୟୋଜିତ ହେବାକୁ ଥିବା ମାଘ ମେଳା ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ

୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ହେବ ମେଳା ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭୀମ ଭୋଇ ସମାଧୀପୀଠ ଖଲିଆପାଲି ଠାରେ ତା୦୯/୦୨/୨୫ରୁ ତା୧୩/୦୨/୨୫ ପର୍ଯ୍ୟନ୍ତ ପାଞ୍ଚ ଦିନ ପର୍ଯ୍ୟନ୍ତ ମାଘ ମେଳା ୨୦୨୫ ଅନୁଷ୍ଠିତ ହେବ । ଚଳିତ ମାଘ ମେଳାକୁ ଶାନ୍ତିଶୃଙ୍ଖଳା ତଥା ସମସ୍ତଙ୍କ
Read More...

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ଶୁଭାରମ୍ଭ

ମତ୍ସ୍ୟ ପ୍ରାଣୀସମ୍ପଦର ଅଭିବୃଦ୍ଧି, ରାଜ୍ୟର ଚାଷୀଙ୍କ ସମୃଦ୍ଧି ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତଥା ଜିଲ୍ଲାପ୍ରଶାସନ ସୁବର୍ଣ୍ଣପୁର ତରଫରୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପାଣିସମ୍ପଦ ମେଳା
Read More...

ହ୍ୟୁମାନିଟୀ ସମ୍ମାନରେ ସମ୍ମାନିତ ହେଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜେଲର, ରତିକାନ୍ତ ଶୁକ୍ଳା ।

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ବ ଉତ୍ତମ ଜେଲର ଉତ୍କର୍ଷ ସେବା ପାଇଁ ରାଷ୍ଟ୍ରପତି ସମ୍ମାନ ପାଇ ଆମ ସହର ରାଉରକେଲା ପାଇଁ ଗର୍ବ ଓ ଗୌରବ ଅଧିକାର କରିଛନ୍ତି ଜେଲର ରତିକାନ୍ତ ଶୁକ୍ଳା । ଆଜି ହ୍ୟୁମାନିଟୀ ଫାଉଣ୍ଡେସନ ତରଫରୁ ରତିକାନ୍ତ ଶୁକ୍ଲାଙ୍କୁ ଭବ୍ୟ ସ୍ୱାଗତ ଜଣାଇବାସହିତ
Read More...

ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ
Read More...