Yearly Archives

2025

ଗୁଣପୁର ବ୍ଲକ ଗଠନ ପାଇଁ ଦାବୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ବଣ ପାହାଡ଼ଘେରା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଗୁଣପୁର ଠାରେ ଏକ ନୂତନ ବ୍ଲକ ଗଠନ ପାଇଁ ଦାବୀ ଜଣାଇଛନ୍ତି ୧୦ ପଂଚାୟତବାସୀ । ଗୁଣପୁର, କାଣିଗୁମା, ଥୁଆମୂଳ, କେରପାଇ, ନାକରୁଣ୍ଡି, ସିଲେଟ, ତଲ ଆମପଦର,
Read More...

ଝାରମୁଣ୍ଡା ଅଞ୍ଚଳ ନୋଡାଲ ହାଇସ୍କୁଲ୍ ବାର୍ଷିକ ଉତ୍ସବ : ଛାତ୍ରଛାତ୍ରୀଙ୍କ ସମ୍ବଲପୁରୀ ନାଚରେ ଦୁଲୁକିଲା ମଞ୍ଚ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଅଞ୍ଚଳ ନୋଡାଲ ହାଇସ୍କୁଲର ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥିଙ୍କ ଉପସ୍ଥିତିରେ ସ୍କୁଲ ପରିସର ଗହଳ ଚହଳ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ସମ୍ବଲପୁରୀ ନାଚରେ ସଭାମଞ୍ଚ
Read More...

ଶିକ୍ଷକଙ୍କ ଚାରି ମାସର ଦରମା ପ୍ରଦାନ ଦାବି ନେଇ ବିଇଓଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଂଘର ସଭାପତି କୋଷରାଜ ବେହେରା ଓ କନିଷ୍ଠ ଶିକ୍ଷକ ମାନଙ୍କ ପ୍ରତିନିଧି ବୁଲୁ ହିଆଁଲଙ୍କ ନେତୃତ୍ୱରେ ବ୍ଲକରେ ନବନିଯୁକ୍ତ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଗୋଷ୍ଠୀ ଶିକ୍ଷା
Read More...

ସୋନପୁରରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର , (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦରମହକୁମା ସୋନପୁର ସ୍ଥିତ ଟାଉନହଲ ଠାରେ ଆଜି ରାଜ୍ୟ ସରକାରଙ୍କ ଦ୍ଵାରା ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଗ୍ରାମାଂଚଳର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି
Read More...

ମହାକୁମ୍ଭ ୨୦୨୫ : ୨୩୩ ଜଳ ଏଟିଏମ୍ ଜରିଆରେ ୪୦ ଲକ୍ଷ ତୀର୍ଥଯାତ୍ରୀଙ୍କୁ ଦିନ ରାତି ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଣ…

ପରିବେଶର ସୁରକ୍ଷା ପାଇଁ ପ୍ଲାଷ୍ଟିକମୁକ୍ତ ପାନୀୟ ଜଳ ବ୍ୟବସ୍ଥା ଓ ବିଶୁଦ୍ଧ ଜଳ ଯୋଗାଣ ନୂଆଦିଲ୍ଲୀ, (ପିଆଇବି) : ଦେଶ ବିଦେଶର କୋଣ ଅନୁକୋଣରୁ ପ୍ରୟାଗରାଜର ମହାକୁମ୍ଭ ୨୦୨୫କୁ ଆସୁଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟାପକ ବ୍ୟବସ୍ଥା
Read More...

ଜାତୀୟ ସ୍ତରର ଜନସମ୍ପର୍କ ଅଭିଯାନ ‘‘ଜଳ ବିଭାଜିକା ଯାତ୍ରା’’ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ

• ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ଜଳ ବିଭାଜିକା ବିକାଶ ଉପାଦାନ (ଡବ୍ଲୁଡିସି-ପିଏମକେଏସୱାଇ) ପ୍ରକଳ୍ପଗୁଡ଼ିକର ପ୍ରଭାବୀ ଓ ସଫଳ କାର୍ଯ୍ୟକାରିତାରେ ଜନସାଧାରଣ ଓ ଗୋଷ୍ଠୀ ସହଭାଗିତାର ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତା ପାଇଁ ମୃତ୍ତିକା ଓ ଜଳ ସଂରକ୍ଷଣର ଗୁରୁତ୍ୱ ଉପରେ ଜୋର୍ ଦେଲେ
Read More...

ଜିଲ୍ଲାସ୍ତରୀୟ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, ( ସସ୍ମିତା ପ୍ରଧାନ ) : "ବିକଶିତ ଗାଁ ବିକଶିତ ଓଡ଼ିଶା" ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଗ୍ରାମ ପଞ୍ଚାୟତଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ରାଜ୍ୟର ୩୦ ଗୋଟି ଜିଲ୍ଲା
Read More...

ବନବାହାଲ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ବନବାହାଲ ଗ୍ରାମରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଆଜି ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ସୋମବାର ସ୍ଥାନୀୟ ସାଗରରୁ ମହିଳାମାନେ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ ।
Read More...

ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଶୁଭାରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାର ପ୍ରତ୍ୟେକ ବ୍ଲକର ସମିତି କାର୍ଯ୍ୟାରଳୟ ପରିସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ ହୋଇଯାଇଛି । ଏଥିରେ ଯନ୍ତ୍ରୀ, ସିଡିପିଓ, ପଞ୍ଚାୟତ ଜନ ପ୍ରତିନିଧି,
Read More...

କୁଆଁରମୁଣ୍ଡା ବନାଞ୍ଚଳରେ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ

କୁଆଁରମୁଣ୍ଡା, (ସସ୍ମିତା ପ୍ରଧାନ) : କୁଆଁରମୁଣ୍ଡା ବନାଞ୍ଚଳର ବିଭିନ୍ନ ସ୍ଥାନରେ ଗତକାଲି ଜଙ୍ଗଲ ନିଆଁ ନିବାରଣ ସହ ଜନସୁରକ୍ଷା, ଗଜ ରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଆଁରମୁଣ୍ଡା ଫରେଷ୍ଟ ରେଞ୍ଜ ଅଫିସର ପଞ୍ଚ ନାରାୟଣ ସରାଫଙ୍କ ନେତୃତ୍ୱରେରେ କାର୍ଯ୍ୟକ୍ରମମାନ
Read More...