Yearly Archives

2025

ମହାକୁମ୍ଭ ୨୦୨୫ : ତୀର୍ଥଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ୨୪ ଘଣ୍ଟା ସୁନିଶ୍ଚିତ କରୁଛନ୍ତି ସିଆରପିଏଫ୍‌…

ପ୍ରତ୍ୟେକ ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ନୂଆଦିଲ୍ଲୀ, (ପିଆଇବି) : ମହାକୁମ୍ଭ ୨୦୨୫ର ମହାସମାବେଶ ମଧ୍ୟରେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌) ଭକ୍ତଙ୍କ ସୁରକ୍ଷା ଏବଂ ସେବା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିଶୃତିବଦ୍ଧ । ଏହି ମହାନ
Read More...

ପଞ୍ଚଦଶ ଅର୍ଥ ଆୟୋଗ ଚକ୍ରରେ ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ-ଆଶା) ଯୋଜନାକୁ ୨୦୨୫ – ୨୬…

ଆସନ୍ତା ୪ ବର୍ଷ ପାଇଁ ରାଜ୍ୟମାନଙ୍କ ହରଡ଼ ଓ ଡାଲି ଉତ୍ପାଦନର ଶତ ପ୍ରତିଶତ କିଣିବେ ସରକାରକେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ଖରିଫ ୨୦୨୪ - ୨୫ ଋତୁ ପାଇଁ ମୂଲ୍ୟ ସହାୟକ ଯୋଜନା ଅଧୀନରେ ୯ଟି ରାଜ୍ୟରେ ହରଡ଼ କିଣିବାକୁ ମଞ୍ଜୁରୀ ଦେଇଛନ୍ତିଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ
Read More...

ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା : ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,

ଭୁବନେଶ୍ୱର : ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୨୭ ତାରିଖ ଯାଏ ପରୀକ୍ଷା ଚାଲିବ । ପ୍ରଥମ ଦିନରେ ବିଜ୍ଞାନ ବିଭାଗ (ଷ୍ଟ୍ରିମ୍‌)ର ମାତୃଭାଷା ଓଡ଼ିଆ ପରୀକ୍ଷା ହେବ । ପରୀକ୍ଷା ଦେବେ ୧ଲକ୍ଷ ୧୪ ହଜାର ୯୮୦ ପରୀକ୍ଷା । ମଙ୍ଗଳବାର କଳା ଓ ବାଣିଜ୍ୟ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା
Read More...

କ୍ରାଏ କଲିକତା ସହଯୋଗ କ୍ରମେ ପଲସଦା ଓ କେରମେଲାବାହାଲ ଗ୍ରାମ ପଂଚାୟତର ଗ୍ରାମର କିଶୋରୀଙ୍କୁ ନେଇ କିଶୋରୀ ସମ୍ବେଳନ…

ବରଗଡ, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ କେରମେଲାବାହାଲ ଗ୍ରାମ ପଂଚାୟତର ଭଗତପୁରଠାରେ କ୍ରାଏ କଲିକତା ସହଯୋଗ କ୍ରମେ ପଲସଦା ଓ କେରମେଲାବାହାଲ ଗ୍ରାମ ପଂଚାୟତର ଗ୍ରାମର କିଶୋରୀଙ୍କୁ ନେଇ କିଶୋରୀ ସମ୍ବେଳନ - ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ
Read More...

ଗଣ୍ଡାବଜା ମହୋତ୍ସବ ପାଳନ ପାଇଁ ଆଲେଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ନିକଟରେ ଜିଲ୍ଲାର ବିଶିଷ୍ଟ କଳାକାର, କଳା ସଂଗଠକ, ସାଂସ୍କୃତିକ ଅନୁଷ୍ଠାନର କର୍ତ୍ତୃପକ୍ଷ ଓ ସମାଜସେବୀ ମାନଙ୍କୁ ନେଇ ଏକ ଆଲୋଚନା ବୈଠକ ବସିଥିଲା । ଏହି ବୈଠକରେ ଜିଲ୍ଲାସ୍ତରୀୟ ଗଣ୍ଡାବଜା ମହୋତ୍ସବ ଆୟୋଜନ କରିବାକୁ
Read More...

ଶାଗୁଆନ ଜଙ୍ଗଲରେ ଲାଗିଲା ନିଆଁ, ତିନି ଏକର ବିଶିଷ୍ଠ ଜଙ୍ଗଲ ନଷ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ନିକଟସ୍ଥ ଜର୍ଜଗଡ଼ ଗ୍ରାମର ଚନ୍ଦ୍ରକାନ୍ତି ଶତପଥିଙ୍କ ଶାଗୁଆନ ଜଙ୍ଗଲରେ ସୋମବାର କୌଣସି ଏକ ଦୁର୍ବୃତ୍ତ ଅପରାହ୍ନ ପ୍ରାୟ ୨ ଟାରେ ନିଆଁ ଲଗାଇ ଦେଇ ଥିବାରୁ ତିନି ଏକର ବିଶିଷ୍ଠ ଶାଗୁଆନ ଗଛ ନଷ୍ଟ ହୋଇଯାଇଛି । ଫାୟାର
Read More...

କଳାହାଣ୍ଡିରୁ ୧୯୨ ବରିଷ୍ଠ ନାଗରିକଙ୍କ କାମାକ୍ଷୀ ଯାତ୍ରା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସୋମବାର କଳାହାଣ୍ଡି ଜିଲ୍ଲାରୁ ୫ ଗୋଟି ସ୍ୱତନ୍ତ୍ର ବସ ଯୋଗେ ୧୯୨ ଜଣ ବରିଷ୍ଠ ନାଗରିକ କାମାକ୍ଷୀ ଅଭିମୁଖେ ଯାତ୍ରା କରିଛନ୍ତି । ରାୟଗଡାରେ ସମସ୍ତ ତୀର୍ଥଯାତ୍ରୀ ରାତ୍ରି ଯାପନ କରି
Read More...

ଉଚ୍ଚ ବିଦ୍ୟାଳୟ, ବନ୍ଧପଡାରେ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାରେ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ହରିହର ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ
Read More...

ତେଲେଙ୍ଗାନାରେ ଦାଦନ ଶ୍ରମିକଙ୍କୁ ନିର୍ଯ୍ୟାତନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ରଂଜିତପୁର (ଭାଙ୍ଗଖୁଟି) ଗ୍ରାମର କେତେକ ପରିବାର ତେଲେଙ୍ଗାନା ରାଜ୍ୟକୁ ଇଟା ଗଢିବାକୁ ଯାଇ ପୀଡିତ ଅବସ୍ଥାରେ ନିର୍ଯ୍ୟାତିତ ହେଉଛନ୍ତି । ଏନେଇ ଶ୍ରମିକ ମାନଙ୍କ ଭାଇ ପରମାନନ୍ଦ ମହାନନ୍ଦ
Read More...

ଅଭିମନ୍ୟୁ ସାହୁ କଲ୍ୟାଣ ମଣ୍ଡପର ନାମ ପରିବର୍ତ୍ତନ ହୋଇ କୁମୁଡ଼ା କଲ୍ୟାଣ ମଣ୍ଡପର ଲାଗିଲା ବୋର୍ଡ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଜେଡ଼ି ଶାସନ ସମୟରେ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିର ସାମ୍ନାରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପର ନାମ ଅଭିମନ୍ୟୁ ସାହୁ କଲ୍ୟାଣ ମଣ୍ଡପ ରଖାଯାଇଥିଲା । ଏବେ ବିଜେପି କ୍ଷମତାକୁ ଆସିବା ପରେ ଯେହେତୁ ସରକାରୀ ଅନୁଦାନରେ ସେହି କଲ୍ୟାଣ ମଣ୍ଡପ ନିର୍ମିତ
Read More...