Yearly Archives

2025

ଟିଟିଲାଗଡ଼ ବ୍ଲକ୍ ଅଧ୍ୟକ୍ଷା ସଂଯୁକ୍ତା ନାୟକଙ୍କ ବିରୋଧରେ ଆସିଲା ଅନସ୍ଥା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକର ଅନେକ ସମିତି ସଭ୍ୟ ଏବଂ ସରପଞ୍ଚ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସଂଯୁକ୍ତା ନାୟକଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ତାଙ୍କ ବିରୁଦ୍ଧରେ ଅନସ୍ଥା ପ୍ରସ୍ତାବ ପାରିତ କରିବା ପାଇଁ ଟିଟିଲାଗଡ଼ ଉପଜିଲ୍ଲପାଳଙ୍କୁ ସାକ୍ଷାତ କରିଛନ୍ତି ।
Read More...

ମ୍ୟାଟ୍ରିକ ପରୀକ୍ଷା ସୁପରିଚାଳନା ନିମନ୍ତେ ତତ୍ୱାବଧାରକ ମାନଙ୍କୁ ନେଇ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ

ଜିଲ୍ଲାରେ ୨୧ ଟି ନୋଡାଲ ସେଣ୍ଟର ୧୭୬ ଟି ପରୀକ୍ଷା କେନ୍ଦ୍ରଚଳିତ ବର୍ଷ ସମୁଦାୟ ୨୯୧୫୫ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୁରଭଞ୍ଜ ଜିଲ୍ଲାର ଚଳିତ ବର୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ବୋର୍ଡ଼ ପରୀକ୍ଷା ଆସନ୍ତା ୨୧ ତାରିଖରୁ ଅନୁଷ୍ଠିତ
Read More...

ତହଁକ୍ ତିହାର୍ ପାଇଁ ବାଜିଲା ବିଗୁଲ୍ : ମାର୍ଚ୍ଚ ୧୫/୧୬ରେ କାର୍ଯ୍ୟକ୍ରମ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ତହଁକ୍ କବିତା ଶାଲ୍ ଠାରେ ତହଁକ୍ କୁଟୁମ୍‌ର ତହଁକ୍ ତିହାର୍ ପାଇଁ କବି ଦିଗାମ୍ବର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି ଏକ ପ୍ରସ୍ତୁତି ବୈଠକ । ଏହି ବୈଠକରେ ଚଳିତ ବର୍ଷ ପାଇଁ ଆସନ୍ତା ମାର୍ଚ୍ଚ ୧୫ ଏବଂ ୧୬ ତାରିଖ ଦୁଇଦିନ ଧରି
Read More...

ସାହିତ୍ୟ ସମାଜକୁ ଆଲୋକିତ କରେ

ରାଉରକେଲା, (ସସ୍ମିତା ପ୍ରଧାନ ) : ରାଜ୍ୟର ଏକ ଅଗ୍ରଣୀ ପ୍ରକାଶକ ସଂସ୍ଥା 'ଲେଖାଲେଖି' ଆୟୋଜିତ ଦ୍ୱିତୀୟ ରାଉରକେଲା ସାହିତ୍ୟ ଉତ୍ସବ ଆଦର୍ଶ ପାଠାଗାର ସ୍ଥିତ ଆଦର୍ଶ ସାହିତ୍ୟ ଘର ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ବେହୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଜନହିତରେ ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ ) : ଭଞ୍ଜନଗରଠାରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନସମାଧାନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ , ଭଞ୍ଜନଗର
Read More...

ସଦ୍‌ଭାବନା ସାଇକେଲ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ମାଣିକ୍ୟ ଜୟନ୍ତୀ ଅବସରରେ ଦୁଇ ଦିନିଆ ସଦ୍‌ଭାବନା ସାଇକେଲ ଯାତ୍ରା ସଦ୍‌ଭାବନାର ବାର୍ତ୍ତା ପ୍ରଚାର କରି ବଲାଙ୍ଗିର ଫେରି ଆସିଛନ୍ତି । ଏହି ସାଇକେଲ ଯାତ୍ରାକୁ ତେଲିଗୋଠପଡା ରାଧାକୃଷ୍ଣ ମନ୍ଦିରରୁ
Read More...

ନୂତନ ବ୍ଲକ ଗଠନ ଦାବୀ ଜୋର ଧରିଲା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ସର୍ବବୃହତ ଗ୍ରାମ ଭାବରେ ଚିର ପରିଚିତ ମେଣ୍ଡା ଗାଁକୁ ନୂତନ ବ୍ଲକ ଗଠନ ଦାବୀରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମେଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଏହି ସଭାରେ ମେଣ୍ଡା ତଥା ଆଖପାଖ ଅଂଚଳର ଶତାଧିକ ଲୋକ
Read More...

ସନ୍ଦେହ ମୋଚନ ନିରନ୍ତର ଶିକ୍ଷା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଭିଭାବକଙ୍କ ଅନୁରୋଧ କ୍ରମେ ସକାଳ ୯ ଘଣ୍ଟାରୁ ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ "ସନ୍ଦେହ ମୋଚନ" ଶିକ୍ଷାଦାନ
Read More...

ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ ସ୍ନାତକ ମହାବିଦ୍ୟାଳୟରେ ଦୁଇ ସପ୍ତାହ ଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଆତ୍ମ ସୁରକ୍ଷା ତାଲିମ ସଂଯୋଜିକା ପୁଷ୍ପମଞ୍ଜରୀ ପ୍ରଧାନଙ୍କ ସଂଯୋଜନାରେ ଉଦ୍‌ଯାପିତ ସଭାରେ
Read More...

ଆଶୁକବି ଡଃ ହେମନ୍ତ କୁମାର ଦାଶଙ୍କୁ ରାଜ୍ୟ ସ୍ତରୀୟ ସେବାରତ୍ନ ସମ୍ମାନ ପ୍ରଦାନ

ତୁଷୁରା, (କେପିଏନ୍‌ଏସ୍‌) : ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେ଼ମୀ କଟକର ୪୮ତମ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ପର୍ବ କଟକ ସ୍ଥିତ କର୍ମବୀର ଗୌରୀଶଙ୍କର ରାୟ ଟାଉନ ହଲଠାରେ ବିଶିଷ୍ଟ ସାହିତ୍ୟିକ ବୈକୁଣ୍ଠନାଥ ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ
Read More...