ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଯୋଗଦେଲେ ଯଶୋବନ୍ତ ନାରାୟଣ ପ୍ରଧାନୀ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରି ଭାବେ ଯୋଗଦେଲେ ଯଶୋବନ୍ତ ନାରାୟଣ ପ୍ରଧାନୀ । କାର୍ଯ୍ୟାଳୟରେ ପୂଜାର୍ଚ୍ଚନା କରିବା ପରେ ଦାୟିତ୍ଵ ଗ୍ରହଣ କରିଛନ୍ତି ଶ୍ରୀ ପ୍ରଧାନୀ । ଏହା ପୂର୍ବରୁ ସେ ରାଉରକେଲା ଜିଆରପି ଡିଏସପି ତଥା ତୁଷୁରା ଓ ପୁଇନ୍ତଲା!-->…
Read More...
Read More...