Daily Archives

ମଞ୍ଚ ନିର୍ଦ୍ଦେଶକ ରାଜୀବ ଲୋଚନ ରେଡ୍ଡୀ ପ୍ରଥମ ସ୍ଥାନରେ ପୁରସ୍କୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବିପୁଳିଙ୍ଗୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେଲାପଲ୍ଲୀ ଗ୍ରାମର ବରିଷ୍ଠ ଯୁବ ମଞ୍ଚ ନିର୍ଦ୍ଦେଶକ ସି.ଏଚ. ରାଜୀବ ଲୋଚନ ରେଡ୍ଡୀ ରଙ୍ଗମଞ୍ଚ ନାଟକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି । ଏହି
Read More...

ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ, ବୁର୍ଲା ପରିସରରେ ‘ସୁପର ସ୍ପେସାଲିଟି ହସ୍ପିଟାଲ’ ଉଦଘାଟିତ

• ଓଡ଼ିଶାର ଡାକ୍ତର ଓଡ଼ିଶାରେ ଚିକିତ୍ସା ସେବାରେ ରହିଲେ ହିଁ ରାଜ୍ୟ ୧ ନମ୍ବର ହେବ- ଧର୍ମେନ୍ଦ୍ର ପ୍ରଧାନ• ପ୍ରାୟ ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲରେ ୫୮ଟି ଆଇସିୟୁ ଶଯ୍ୟା ସହିତ ମୋଟ୍ ୨୭୨ଟି ଶଯ୍ୟା ଅଛି• ସମ୍ବଲପୁର ସମେତ ୧୩ଟି ଜିଲ୍ଲାର ଜନସାଧାରଣ ଏବଂ ଛତିଶଗଡ଼,
Read More...

ବିଧାନସଭା ଷ୍ଟାଣ୍ଡିଂ କମିଟୀର ଭଞ୍ଜନଗର ଗସ୍ତ ଅଞ୍ଚଳ ବୁଲି ଭିତ୍ତିଭୂମି ପରଖିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ବିଧାନସଭାର ନବମ ଷ୍ଟାଣ୍ଡିଂ କମିଟୀ ଶୁକ୍ରବାର ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ମାନ୍ୟବର ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଷ୍ଟାଣ୍ଡିଂ କମିଟିର ସଦସ୍ୟ ମାନ୍ୟବର ବିଧାୟକ ଦେବିରଞ୍ଜନ ତ୍ରିପାଠୀ, ଅରବିନ୍ଦ ମହାପାତ୍ର,
Read More...

ଜାମ୍ମୁ-କାଶ୍ମୀରର ପୁଞ୍ଚରେ ସୀମାପାର ଆକ୍ରମଣରେ ପ୍ରଭାବିତ ପରିବାରଗୁଡ଼ିକୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର…

ପୁଞ୍ଚର ଆବାସିକ ଅଞ୍ଚଳ, ମନ୍ଦିର, ଗୁରୁଦ୍ୱାର ଏବଂ ମଦ୍ରାସା ଉପରେ ପାକିସ୍ତାନ ଦ୍ୱାରା ହୋଇଥିବା କାପୁରୁଷୋଚିତ ଆକ୍ରମଣରେ ପ୍ରଭାବିତ ପରିବାର ପ୍ରତି ମୁଁ ସମବେଦନା ଜଣାଉଛିମୋଦୀ ସରକାର ଏହି ଆହ୍ୱାନପୂର୍ଣ୍ଣ ସମୟରେ ଜାମ୍ମୁ-କାଶ୍ମୀରର ଲୋକମାନଙ୍କ ସହିତ ପଥର ଭଳି ଛିଡ଼ା ହୋଇଛନ୍ତିଆମର
Read More...

ଲକ୍ଷ୍ମୀ ବସ ଧକ୍କାରେ ବାଇକ ଆରୋହୀର ଭାଙ୍ଗିଲା ଗୋଡ : ଡାକ୍ତରଖାନାରେ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା କେଶ ନଂ ୧୧୬ / ୨୫ଧାରା ୨୮୧/୧୦୬(୨) ବି ଏନ ଏସ ଅନୁସାରେ ଏକ ମାମଲା ରୁଜୁ କରାଯାଇ ଲକ୍ଷ୍ମୀବସ ଡ୍ରାଇଭରକୁ ଶୁକ୍ରବାର ପାଇକମାଲ ପୋଲିସ କୋର୍ଟ ଚାଲାଣ କରିଛି । ପ୍ରକାଶଥାଉକି ଗୁରୁବାର ୧୨ଟା ୫୦ ମିନିଟରେ କୁଦୋଗୁଡା
Read More...

ଛୁରା ମାଡରେ ଘଟଣାରେ ଫେରାର ଥିବା ଅଭିଯୁକ୍ତ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ କଲୋନୀପଡା ପଡା ନିକଟସ୍ଥ କେନାଲ ରାସ୍ତାରେ ଜନୈକ ଯୁବକକୁ ଛୁରା ଓ ଖଣ୍ତା ମାଡ ଘଟଣାରେ ପାଇକମାଲ ପୁଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରି ପଦ୍ମପୁର କୋଟକୁ ପଠାଇଥିବା ବେଳେ ଆଜି ଫେରାର ଥିବା ଜଣେ ଅଭିଯୁକ୍ତ ପାଇକମାଲ ଥାନା
Read More...

ବଲାଙ୍ଗିରରେ କର୍ତ୍ତ୍ୟବରତ ସାମ୍ବାଦିକଙ୍କୁ ମାଡ଼ ମାମଲାରେ ନିଜ ଆଡ଼ୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର କମିଶନ

ଦୁଇ ସପ୍ତାହ ମଧ୍ୟରେ ଏହି ଘଟଣାର ସବିଶେଷ ରିପୋର୍ଟ ପ୍ରଦାନ ଲାଗି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଭୁବନେଶ୍ୱର, (ପିଆଇବି) : ମେ ୨୫ ତାରିଖରେ ଓଡ଼ିଶାର ବଲାଙ୍ଗିର ଜିଲ୍ଲାର କୁଲାଥିପାଲି ଗାଁରେ ଏକ ନିର୍ମାଣ ସ୍ଥାନରେ ଦୁର୍ନୀତି ଅଭିଯୋଗର ରିପୋର୍ଟ କରୁଥିବା ଜଣେ ଟିଭି
Read More...

ଫକୀର ଚରଣଙ୍କ ପରଲୋକରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ (ସାଉରିଆ) ନିବାସୀ ଫକୀର ଚରଣ ଧାଉଡ଼ିଆ, ୬୪ ବର୍ଷ ବୟସରେ ବ୍ରେନଷ୍ଟ୍ରୋକ ଆକ୍ରାନ୍ତରେ ବୁଧବାର ରାତିରେ ତାଙ୍କର ପରଲୋକ ଘଟିଛି । ସ୍ୱର୍ଗତ ଧାଉଡ଼ିଆ ଜଣେ ସାହସୀ, ଧର୍ମପରାୟଣ, ସଂକୀର୍ତ୍ତନ ଗାୟକ, ମେଳାପୀ,
Read More...

ବେଆଇନ ରେଡିଓ ଯନ୍ତ୍ର ତାଲିକା ଓ ବିକ୍ରି ଉପରେ କେନ୍ଦ୍ରର ମାର୍ଗଦର୍ଶିକା

ଇ-କମର୍ସ ପ୍ଲାଟଫର୍ମ ୨୦୨୫ରେ ୱ।କିଟକି ଓ ଅନ୍ୟ ଯନ୍ତ୍ରାଂଶ ବିକ୍ରି ଲାଗି ଆଇନଗୃହ ମନ୍ତ୍ରଣାଳୟ ଓ ଟେଲି କମ୍ୟୁନିକେସନ ବିଭାଗ ସହ ଆନ୍ତଃ ମନ୍ତ୍ରଣାଳୟ କଥାବାର୍ତା ପରେ ଖାଉଟି କଲ୍ୟାଣ ବିଭାଗର ମାର୍ଗଦର୍ଶିକା୧୬,୯୭୦ ରେଡିଓ ଯନ୍ତ୍ର ତାଲିକାକୁ ଅନୁଧ୍ୟାନ କରି ଇ-କମର୍ସ ପ୍ଲାଟଫର୍ମକୁ
Read More...

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ଏନ୍‌.ସି.ଇ.ଆର୍‌.ଟିର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମଇଶୁର, ନେଲୋର ଓ ଶିଲଂରେ ୨୦୨୫-୨୦୨୬ ଶିକ୍ଷାବର୍ଷ ପାଇଁ ବିଏ. ବି. ଇଡି, ବି.ଏସ୍‌ସି. ବି.ଇଡି, ବି.ଇଡି, ବି.ଇଡି-ଏମ୍‌.ଇଡି,
Read More...