Daily Archives

“ତମାଖୁକୁ ନା” କରାଟେ ଅର୍ଗାନାଇଜେସନ ତରଫରୁ ବିଶ୍ୱ ତମାଖୁ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କରାଟେ ଅର୍ଗାନାଇଜେସନ ର ସମ୍ପାଦକ ତଥା ଜାତୀୟ ସ୍ତରୀୟ କରାଟେ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ
Read More...

ପ୍ରେସ୍ କାଉନସିଲ ନାମ ବ୍ୟବହାର ଉପରେ ନିଷେଧା ଦେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରେସ୍ କାଉନସିଲ ନାମ ବ୍ୟବହାର ହୋଇପାରିବ ନାହି । ‘ପ୍ରେସ କାଉନସିଲ ଅଫ ଇଣ୍ଡିଆ’ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ବୈଧାନିକ ସଂସ୍ଥା ହୋଇଥୁବାରୁ କୌଣସି ଗଣମାଧ୍ୟମ ସଂସ୍ଥା ‘ପ୍ରେସ କାଉନସିଲ’ ନାମ ବ୍ୟବହାର କରିବା ଉପରେ ନିଷେଧାଦେଶ ରହିଛି ।
Read More...

ବରଗଡ଼ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମୀକ୍ଷା ବୈଠକ

ଧାନ ସଂଗ୍ରହ ପ୍ରକ୍ରିୟାର ସୁପରିଚାଳନା ତଥା ଚାଷୀଙ୍କ କ୍ଷୟକ୍ଷତିର ସଠିକ ଆକଳନ କରିବାକୁ ଦେଲେ ନିର୍ଦ୍ଦେଶକୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଗମନାଗମନ ଏବଂ ପର୍ଯ୍ୟଟନର ବିକାଶ ପାଇଁ ଲୋକ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀଙ୍କ ସମନ୍ଵୟ ଜରୁରୀ : ମାନ୍ୟବର ମନ୍ତ୍ରୀ ବରଗଡ,
Read More...

ଭାରତୀୟ ଜନତା ପାର୍ଟି ରାଉରକେଲା ସାଙ୍ଗଠନିକ ଜିଲ୍ଲା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରାଜ୍ୟ ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ଗତକାଲି ରାଉରକେଲା ହାଉସ ପହଞ୍ଚିବା ମାତ୍ରେ ରଘୁନାଥପଲୀ ବିଧାୟକ ଦୁର୍ଗା ଚରଣ
Read More...

କ୍ରାନ୍ତି ତରଫରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

"ଜନସାଧାରଣଙ୍କୁ ଆହ୍ୱାନ : ଆସନୁ ମିଳିମିଶି ତମାଖୁ ମୁକ୍ତ ଭାରତ ଗଠନ କରିବା" ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ସ୍ଥାନୀୟ ବ୍ରହ୍ମା ନଗର ୧ମ ସରଣୀ ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ତରଫରୁ ବିଶ୍ୱ ତମାଖୁ ବର୍ଜନ ଦିବସ ସଚେତନତା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ
Read More...

ବଲାଙ୍ଗିର ରେଳ ଷ୍ଟେସନ ଉନ୍ନତିକରଣରେ ଅହେତୁକ ବିଳମ୍ବ

ରେଳ ବିଭାଗର ଠିକାଦାର ପ୍ରିତୀ ଯୋଗୁଁ ଯାତ୍ରୀ ହନ୍ତସନ୍ତ- ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ଦେଶର ୧୨୭୫ଟି ରେଳ ଷ୍ଟେସନର ଉନ୍ନତିକରଣ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହି ଯୋଜନା ଅନ୍ତର୍ଗତ ଦେଶର ୧୦୩ଟି ରେଳ ଷ୍ଟେସନର
Read More...

ଡକାୟତି ଉଦ୍ୟମ : ୩ ଗିରଫ, ବାଇକ ସହ ଅନେକ ମାରଣାସ୍ତ୍ର ଜବତ

ବୌଦ୍ଧ, (କେପିଏନ୍‌ଏସ୍‌) : ଘଣ୍ଟାପଡ଼ା ଥାନା ଅଞ୍ଚଳ ପାଇଁ ମୁଣ୍ଡବ୍ୟଥା ସାଜିଛି ଗମନାଗମନ ଅବ୍ୟବସ୍ଥା । ଘଣ୍ଟାପଡ଼ା-ବସାସଙ୍କର ତେଲ ନଦୀ ସେତୁ ଓ ଫାସେଡ଼-ଗୌଡଗୋଠ ତେଲ ନଦୀ ସେତୁ ଯୋଗୁଁ ଉକ୍ତ ଅଞ୍ଚଳରେ ପ୍ରାୟତଃ ଲୁଟ, ଡିକାୟତି, ଚୋରି, ଅସାମାଜିକ କାର୍ଯ୍ୟ, ନିଶା କାରବାରରେ ପଡ଼ୋଶୀ
Read More...

ଅବୈଧ କାଠ ଚୋରାଚାଲାଣ ବେଳେ ୨ ଜଣଙ୍କୁ ଗିରଫ କଲା ବନ ବିଭାଗ : ଟ୍ରାକ୍ଟର ଜବତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବନଖଣ୍ଡ ଅଧିକାରୀଙ୍କ ନିକଟକୁ ବିଶେଷ ସୂତ୍ରରୁ ଖବର ମିଳିଲା ଯେ ବର୍ଣ୍ଣେଇ ଜଙ୍ଗଲ ଅଞ୍ଚଳରୁ ଅବୈଧ ଭାବରେ ସାହଜ କାଠ ଓ କେନ୍ଦୁ କାଠ ଟ୍ରାକ୍ଟରରେ ଚୋରା ଚାଲାଣ ହେବାକୁ ଯୋଜନା ଚାଲିଛି । ଖବର ପାଇ ତତ୍କାଳୀନ ବନ ବିଭାଗର ଷ୍ଟାଫମାନେ
Read More...

ନୂଆପଡ଼ା ଜିଲ୍ଲାରେ ବିକଶିତ କୃଷି ସଂକଳ୍ପ ଅଭିଯାନର “କୃଷିରଥ” ଶୁଭାରମ୍ଭ କଲେ ଜିଲ୍ଲାପାଳ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ଵାରା "ବିକଶିତ କୃଷି ସଂକଳ୍ପ ଅଭିଯାନ" କାର୍ଯ୍ୟକ୍ରମ କୃଷି ରଥର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ସମାରୋହରେ ଜିଲ୍ଲାପାଳଙ୍କ ସମେତ ନୂଆପଡ଼ା ଜିଲ୍ଲା ପରିଷଦ ସଦସ୍ୟ
Read More...

ମହୁମାଛି ଆକ୍ରମଣରେ ସ୍ୱାମୀ ସ୍ତ୍ରୀ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ସଦର ୧ ନମ୍ବର ୱାର୍ଡ ବଡଦ୍ୱାର ସାହି କଲ୍ୟାଣୀ ନଦୀ ବ୍ରିଜ ପରିସରରେ ମହୁମାଛି ଆକ୍ରମଣରେ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ପାର୍ସାଲି ପଞ୍ଚାୟତ କାଡ୍ରାକାବଣ୍ଡେଲି ଗ୍ରାମର କାଡ୍ରାକା
Read More...