ommm
Daily Archives

ସ୍ୱପ୍ନେଶ୍ୱର ବାବାଙ୍କର ପତର ପେଣ୍ଡି ଉତ୍ସବ ସମ୍ପର୍ଣ୍ଣ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଦେବାଦୀ ଦେବ ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀ ଙ୍କର ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳ ଷଷ୍ଠି ଉତ୍ସବ । ସ୍ୱୟଂ ପ୍ରକୃତି ସଦୃଷା ମା ଜଗତ ଜନନୀ ଓ ପରିବେଶର ସ୍ୱରୂପ ବାବା ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବଙ୍କ ମିଳନର ଏହି ପବିତ୍ର ଉତ୍ସବକୁ ବହୁ
Read More...

ବିନୋଦ ପଟେଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ଥାନା ଅର୍ନ୍ତଗତ ବଡ଼କୁଞ୍ଜାରି ଗ୍ରାମର ବିନୋଦ ପଟେଲ ବୟସ (୫୮ବର୍ଷ ) ଗତ ବୁଧବାର ଦିନ ହଠାତ୍ ଅସୁସ୍ଥ ହେବାରୁ ତାଙ୍କ ପରିଜନ ଛତିଶଗଡ ସ୍ଥିତ ରାୟପୁର ଜିଲ୍ଲାର ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ
Read More...

ଲୋଇସିଂହାର ପ୍ରଥମ ମହିଳା ଜମିଦାର ଭାବେ ଅଭିଷିକ୍ତ ହେଲେ ଅର୍ଚ୍ଚନା ଦେବୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବର୍ଷ ବର୍ଷର ପରମ୍ପରା ଅନୁଯାୟୀ ପଦ ଓ ରାଜ ଅଭିଷେକରେ କରାଯାଉଛି ଅଭିଷିକ୍ତ । ଏଭଳି ନିଆରା ପରମ୍ପରା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଜମିଦାର ପରିବାରରେ, ଯେଉଁଥିରେ ସାମିଲ ହୋଇଛନ୍ତି ଆଖପାଖ ଅଞ୍ଚଳର ନେତା, ବୁଦ୍ଧିଜୀବୀ, ଆଇନଜୀବୀ ତଥା
Read More...

ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଭାରତ ସରକାର ତଥା ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସରକାରଙ୍କ ଲୋକାଭିମୂଖ୍ୟ କାର୍ଯ୍ୟକ୍ରମ ବିକଶିତ କୃଷି ସଂକଳ୍ପ ଅଭିଯାନ ଆଜି ପାନପୋଷ ଉପଖଣ୍ଡରେ ଆରମ୍ଭ ହୋଇଯାଇଛି । ଏହି ପରିପେକ୍ଷୀରେ ପାନପୋଷ କୃଷି  ଜିଲ୍ଲା
Read More...

ବର୍ଷାଋତୁକାଳୀନ ରୋଗ ନିୟନ୍ତ୍ରଣ ନିମନ୍ତେ ସ୍ଵାସ୍ଥ୍ୟ ବିଭାଗର ବ୍ୟାପକ ପ୍ରସ୍ତୁତି
ସଘନ ସଚେତନତା ଓ ତୃଣମୂଳ ସ୍ତରରେ

ଭୁବନେଶ୍ୱର : ଚଳିତ ବର୍ଷ ବର୍ଷାଋତୁକାଳୀନ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପ୍ରାକ-ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ପରିପ୍ରେକ୍ଷୀରେ ଆଜି ବିଭାଗୀୟ ସମ୍ମିଳନୀ କକ୍ଷଠାରେ କମିଶନର-ତଥା-ଶାସନ ସଚିବ ଅଶ୍ୱତୀ ଏସଙ୍କ ଅଧ୍ୟକ୍ଷତାରେ ଏକ
Read More...

ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫

ଲକ୍ଷପତି ଦିଦି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ଏବଂ ଗ୍ରାମାଞ୍ଚଳ ମହିଳାଙ୍କ ମଧ୍ୟରେ ନେତୃତ୍ୱ ଭାବନା ଜାଗ୍ରତ କରିବା : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନରେ ଲକ୍ଷପତି
Read More...

ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମହିଳା । ବଲାଙ୍ଗିର ଜିଲ୍ଲା ତାଲଜୁରି ଗ୍ରାମରୁ ପୁଷ୍ପାଞ୍ଜଳି ସା ନାମକ ଜଣେ ମହିଳା ଆଜି ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ପୁଷ୍ପାଞ୍ଜଳିଙ୍କ କହିବାନୁସାରେ ଗତ ମାର୍ଚ୍ଚ ୮
Read More...

ଅଘୋଷିତ ବିଦ୍ୟୁତ୍ କାଟ୍ ପ୍ରତିବାଦରେ ଦାବୀପତ୍ର ଦେଲା ପତ୍ରକାର ସଙ୍ଘ

ନିୟମିତ ବିଦ୍ୟୁତ୍ ସେବା ନ ଯୋଗାଇଲେ ହେବ ଆନ୍ଦୋଳନ ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ଅଘୋଷିତ ବିଦ୍ୟୁତ୍ କାଟ ସାଙ୍ଗକୁ ଗୁଳୁଗୁଳିରେ ଲୋକେ ଅତିଷ୍ଟ ହୋଇ ଗଲେଣି । ଅଳ୍ପ ବର୍ଷା ହେଉ କି ଘଡଘଡି ହେଉ ଯାହା ପାଇଁ ହଠାତ୍ ବିଦ୍ୟୁତ୍
Read More...

ଅଦିନିଆ ବର୍ଷା ଯୋଗୁଁ ପଥର୍ଲା ଗ୍ରାମର ଚାଷୀ ହତାଶ : ସରକାରଙ୍କୁ ସହାୟତା ପାଇଁ ନିବେଦନ କଲେ ଜିଲ୍ଲା ପରିଷଦ ସଞ୍ଜୟ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମପଞ୍ଚାୟତର ପଥର୍ଲା ଗ୍ରାମର ଚାଷୀଙ୍କ ପାଇଁ ଅଦିନିଆ ଦୁଃଖ ଆସିଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଲ ଫସଲ ଆଶାରେ ଚାଷ କରିଥିଲେ । ଧାନ ଠିକ ଆଦାୟ ହେବା ପୂର୍ବରୁ ଅଦିନିଆ ବର୍ଷା ଯୋଗୁଁ ବହୁତ ଚାଷୀଙ୍କ
Read More...

ଅହଲ୍ୟାବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ସମାରୋହ ଅବସରରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପୁଣ୍ୟଶ୍ଲୋକା ଦେବୀ ଅହଲ୍ୟା ବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ସମାରୋହ ଅବସରରେ ଜିଲ୍ଲାସ୍ତରୀୟ କର୍ମଶାଳା, ରାଉରକେଲାର ଚ୍ଛେଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵିଦ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଟୋଲି ସଂଯୋଜକ ସରୋଜ ଦାସଙ୍କ ସଂଯୋଜନା ଓ
Read More...