ଗଞ୍ଜାମ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଲେ ହର୍ଷବର୍ଦ୍ଧନ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ହିମାଚଳ ପ୍ରଦେଶ ଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ବ୍ରହ୍ମପୁର ସହରର ୧୮ବର୍ଷୀୟ ହର୍ଷବର୍ଦ୍ଧନ ସାହୁ ଖେଳରେ ବିଜୟ ଲାଭ କରିଛନ୍ତି । ଏହା ସମଗ୍ର ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଓଡ଼ିଶାର ଏହି ଯୁବ!-->…
Read More...
Read More...