ommm
Daily Archives

୧୨୦ ବୋତଲ କଫ ସିରପ ଜବତ : ଜଣେ ଗିରଫ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ବଙ୍ଗୋମୁଣ୍ଡା ଅବକାରୀ ଥାନା ପକ୍ଷରୁ ଚଢ଼ଉ କରି ଖପାଦର ବଙ୍ଗୋମୁଣ୍ଡା ରାସ୍ତାରେ ବାଇକ ଯୋଗେ କଫ ସିରପ ଚାଲାଣ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବଙ୍ଗୋମୁଣ୍ଡାର ସୀତାରାମ ସାହୁ
Read More...

ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ ଇଣ୍ଡିଆ ସୌଜନ୍ୟରେ ବୃହତ୍ ଋଣ ପ୍ରଦାନ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ ଇଣ୍ଡିଆ ସୌଜନ୍ୟରେ ବୁଧବାର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନରେ ଏକ ଦିନିକିଆ ବୃହତ୍ ଋଣ ପ୍ରଦାନ ଶିବିର ଆୟୋଜିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ଯୋଜନା
Read More...

ଦୁଲେନ ଗ୍ରାମରେ ଗ୍ରାମସଭା ଅନୁଷ୍ଠିତ

ଦୁଲେନ ଗ୍ରାମରେ ସ୍ୱଳ୍ପ ଓ ଦୀର୍ଘ ମିଆଦୀ ଯୋଜନା ପାଇଁ ଗ୍ରାମ ସଭା କଳାହାଣ୍ଡି (ପି.କେ ସାହୁ) : କଳାହାଣ୍ଡି ଜଶଲ୍ଲା ମ.ରାମପୁର ବ୍ଲକ ଡି.କର୍ଲଳଖୁଣ୍ଟା ଗ୍ରାମ ପଞ୍ଚାୟତର ଦୁଲେନ ଗ୍ରାମଠାରେ ଆଜି ବୁଧବାର ଦିନ ଜଙ୍ଗଲ ପରିଚାଳନା କମିଟି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ
Read More...

କଂଗ୍ରେସର ମଶାଲ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ରାଉରକେଲା ମହାନଗର ନିଗମ ଛକଠାରୁ ବାହାରି ଉଦିତ ନଗର ସ୍ଥିତ ଆମ୍ବେଦକର ଛକଠାରେ ପହଞ୍ଚି ସମ୍ବିଧାନ ବଞ୍ଚାଓ ନାରା ଦେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ
Read More...

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶେଷ ଲିଗ ମ୍ୟାଚରେ ଟିମ- ଜି ବିଜୟୀ

୨୯ ତାରିଖ ଫାଇନାରେ ଟିମ- ସି ଓ ଟିମ-ଡି ଦଳ ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର
Read More...

ଋତୁସ୍ରାବ କାଳୀନ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଦିବସ ପାଳନ

ଆଗଲପୁର, (ପିତାମ୍ବର ସାହୁ) : ଆଗଲପୁର ବ୍ଲକ ନୁନିଆପାଲି ପଂଚାୟତ ଅନ୍ତର୍ଗତ ପାଣ୍ଡେସରା କମ୍ୟୁନିଟି ହଲଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଓ ଅଜିମ ପ୍ରେମଜି ଫାଉଣ୍ଡେସନ ସହାୟତାରେ ବିଶ୍ୱ ଋତୁସ୍ରାବ କାଳୀନ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଦିବସ ପାଳିତ
Read More...

ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ଭୁଶୁଡ଼ିଲା ବିଦ୍ୟାଳୟ ଗୃହ ଛାତ : ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ମଧ୍ୟ ଭାଗରେ ଥିବା ପୁରାତନ ସରକାରୀ ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ପରିସରରେ ଥିବା ଏକ ବିପଦସଙ୍କୁଳ ଗୃହ ଛାତ ଭୁଶୁଡି ପଡ଼ିଛି । ବିଦ୍ୟାଳୟ ବନ୍ଦ ରହିଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି । ଉକ୍ତ
Read More...

ସୁବର୍ଣ୍ଣପୁରରେ “ପରାକ୍ରମ ଶୋଭାଯାତ୍ରା” ଜାଗ୍ରତ ଦେଶ ପ୍ରେମୀ ମହିଳାମାନଙ୍କ ଅଭିନବ ଉଦ୍ୟମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ଜାଗ୍ରତ ରାଷ୍ଟ୍ରବାଦୀ ମହିଳାମାନଙ୍କ ଉଦ୍ୟମରେ ଆଜି ସକାଳ ୮ଟାରୁ ଏକ ଭବ୍ୟ “ପରାକ୍ରମ ଶୋଭାଯାତ୍ରା” ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ଅପରେସନ ସିନ୍ଦୁରର ଶୌର୍ଯ୍ୟ, ସେନାଶକ୍ତି ଓ ପ୍ରଜାଶକ୍ତିର ଗୌରବକୁ ଉଜାଗର କରିଥିଲା ।
Read More...

ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ସାମ୍ବାଦିକଙ୍କ ଉପରେ ବୃଦ୍ଧି ପାଉଥିବା ଆକ୍ରମଣ ଏବଂ ବଲାଙ୍ଗିରରେ ଜଣେ ସାମ୍ବାଦିକଙ୍କ ଉପରେ ଅମାନୁଷିକ ଅତ୍ୟାଚାର ସାରା ରାଜ୍ୟରେ ସାମ୍ବାଦିକମାନଙ୍କୁ ସ୍ତବ୍ଧ କରିଦେଇଛି । ଏହାର ପ୍ରତିକାର ପାଇଁ ଓ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବର ସୁରକ୍ଷା ପାଇଁ
Read More...

ବାଂଲାଦେଶୀ ରୂପଜୀବୀ ତୁରନ୍ତ ଗାଁ ଛାଡ଼’ : ସୀମାରୁ ତଡ଼ିବାକୁ ଅଣ୍ଟାଭିଡ଼ିଲେ ସାହାବାଜିପୁରବାସୀ

ଚନ୍ଦନେଶ୍ଵର : ବାଂଲାଦେଶୀ ଦେହଜୀବୀଙ୍କୁ ଓଡ଼ିଶା ସୀମାନ୍ତରେ ସ୍ଥାନ ନାହିଁ । ଗାଁରୁ ତଡ଼ିବାକୁ ଅଣ୍ଟା ଭିଡ଼ିଲେ ଲୋକେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ସାହାବାଜିପୁର ଗାଁର ପୁରୁଷ ଓ ମହିଳା ମାନେ ବାଂଲାଦେଶୀ ରୂପଜୀବୀଙ୍କୁ ହଟାଇବାକୁ ତତ୍ପରତା ଦେଖାଇଛନ୍ତି । ସାମୁଦ୍ରିକ ଥାନାର
Read More...