ଢେଙ୍କାନାଳ ଏନଏଚ-୫୫ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା
ଢେଙ୍କାନାଳ : ଢେଙ୍କାନାଳ ଏନ ଏଚ-୫୫ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଯୋଗେ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ବେଳେ ଗୋଟିଏ ପରିବାର ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଢେଙ୍କାନାଳ ସହର ଉପକଣ୍ଠ ଆନନ୍ଦ ନଗର ନିକଟରେ ଏକ ତେଲ ଟ୍ୟାଙ୍କର ତାଙ୍କ ବାଇକକୁ ପଛପଟୁ ଧକ୍କା ଦେଇଛି!-->…
Read More...
Read More...