jittmm
Daily Archives

ହାପି ମୋମେଣ୍ଟସ ଇଣ୍ଡିଆର ୧୩ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଂଟସ ଇଣ୍ଡିଆ ପକ୍ଷରୁ ୧୩ ତମ ପ୍ରତିଷ୍ଠା ଦିବସ, ଆଲୋଚନାଚକ୍ର ଓ ପ୍ରତିଭା ସମ୍ମାନ ସମାରୋହ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର
Read More...

ବାରିପଦା ସ୍ଥିତ “ୱାଟକୋ” ଏବଂ “କ୍ଷୁଦ୍ର ଜଳସେଚନ”(ଏମ୍‌ଆଇ) ଅଫିସ ଘେରାଉ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରେ ସାଧାରଣ ଜନତାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ "ୱାଟକୋ" ବିଭାଗ ନିୟୋଜିତ ଥିବା କେବଳ ତାଙ୍କର ଠିକାଦାରୀ କାର୍ଯ୍ୟରେ ବ୍ୟାପକ ଅନିୟମିତତାକୁ ଗୁରୁତ୍ୱ ପ୍ରଦାନ କରିବା ପ୍ରୀତି ଯୋଗୁଁ ସହରର ୨୮ଗୋଟି
Read More...

ଡାର୍କ ପ୍ୟାଟର୍ଣ୍ଣ ଉପରେ ଅଂଶୀଦାରଙ୍କ ସହ ବୈଠକ କରିବେ କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ

• ଖାଦ୍ୟ, ଔଷଧ, ଭ୍ରମଣ, ଖୁଚୁରା ବ୍ୟବସାୟ, ପୋଷାକ, ପ୍ରସାଧନ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ଇ-କମର୍ସ କମ୍ପାନୀ କରିବେ ଅଂଶଗ୍ରହଣ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ତଥା ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
Read More...

ସ୍ୱାଧିନତାର ୭୮ବର୍ଷ ପରେ ମଧ୍ୟ ଶିକ୍ଷା ଅଧିକାର ପାଇଁ ସଂଘର୍ଷ : ଭିକ୍ଷା ମାଗି ଅସ୍ଥାୟୀ ଶିକ୍ଷକ ନିଯୁକ୍ତି ଦେବାକୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ଥିବା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ରେଙ୍ଗାଲି ବର୍ତ୍ତମାନ ମାତ୍ର ୨ଜଣ ଶିକ୍ଷକରେ ଚାଲିଛି । ଚଳିତ ମଇ ମାସରେ ଜଣେ ଶିକ୍ଷକ ଏବଂ ଆସନ୍ତା ଜୁନ ମାସରେ ଆଉ ଜଣେ ଶିକ୍ଷକ ଅବସର ଗ୍ରହଣ କରିବେ ।
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଖପ୍ରାଖୋଲ ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡୁଥିବାବେଳେ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଦିନରାତି କାମ କରୁଥିବା ସାମ୍ବାଦିକ ଟିଏ ଆଜି ସୁରକ୍ଷିତ ନାହିଁ । ଖବର ସଂଗ୍ରହ ସମୟରେ ଆକ୍ରୋଶ ମୂଳକ ଭାବେ ଆକ୍ରମଣର ଶିକାର ହେଉଛି ।
Read More...

ଗଣ୍ଡାବାହାଲି ମଦଭାଟିରେ ଜବରଦସ୍ତି ଟଙ୍କା ଆଦାୟ ଅଭିଯୋଗ ନେଇ ଥାନାରେ ମାମଲା

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଗଣ୍ଡାବାହାଲି ଦେଶୀ ମଦଭାଟିରେ ଜବରଦସ୍ତି ଟଙ୍କା ଆଦାୟ କରାଯାଇଥିବା ନେଇ ସ୍ଥାନୀୟ ଭାଟି ମ୍ୟାନେଜର ଶଶାଙ୍କ ସାହୁ ସିନାପାଲି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଏନେଇ ସିନାପାଲି ଥାନା ପକ୍ଷରୁ ଘଟଣାର
Read More...

ଚୁଆ ପାଣି ବ୍ୟବହାର କରି ରୋଗାକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ତଳବଣ୍ଡାଗୁଡ଼ି ଗ୍ରାମରେ ପ୍ରାୟ ୫୦ ଗୋଟି ଆଦିବାସୀ ପରିବାର ବସବାସ କରନ୍ତି । ଏହି ଗ୍ରାମରେ ଲୋକଙ୍କ ବ୍ୟବହାର ନିମନ୍ତେ ମାତ୍ର ଗୋଟିଏ ନଳକୂପ ଅଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ
Read More...

ରାସ୍ତାକଡ଼ରୁ ଶିଶୁପୁତ୍ର ଉଦ୍ଧାର

ବରଗଡ଼ : ରାସ୍ତାକଡ଼ରୁ ଶିଶୁପୁତ୍ର ଉଦ୍ଧାର । ସୋମବାର ସକାଳେ ବରଗଡ଼-ସୋହେଲା ରାସ୍ତାର ପଥର୍ଲା ରାଇସ୍‌ ମିଲ୍‌ ଛକ ପାଖରେ ଥିବା ହୁଣ୍ଡାଇ ସୋରୁମ୍ ନିକଟରୁ ବରଗଡ଼ ସଦର ଥାନା ପୁଲିସ ଜଣେ ଶିଶୁପୁତ୍ରକୁ ଉଦ୍ଧାର କରିଛି । ଶିଶୁଟିର ପରିଚୟ ମିଳିପାରି ନାହିଁ । ସୂଚନାନୁଯାୟୀ, ସୋମବାର ସକାଳେ
Read More...

୪୧ କିଲୋ ଗଞ୍ଜେଇ ଜବତ : ମାଫିଆ ଚମ୍ପଟ

ଗଜପତି : ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ସୁଲୁବା - ନୂଆସାହି ବାଘମାରି ରାସ୍ତାରେ ୪୧ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ । ହେଲେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ୨ ଜଣ ମାଫିଆ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଏନେଇ ଥାନା ଅଧିକାରୀ ବସନ୍ତ ସେଠୀ ସୂଚନା
Read More...

ରଥଯାତ୍ରା ଓ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସୋମବାର ଦିନ ମାଉସୀ ମାଁ ମନ୍ଦିର କମିଟି ଶାନ୍ତି ନଗର, ମୈତ୍ରୀ ନଗର, ଜ୍ୟୋତି ନଗର, ଚନ୍ଦ୍ରଶେଖର ନଗର କମିଟିର ମିଳିତ ଆନୁକୂଲ୍ୟରେ ଆସନ୍ତା ରଥଯାତ୍ରା ଓ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ ଶାନ୍ତି ନଗର ସ୍ଥିତ ଶିକ୍ଷକ ଭବନଠାରେ
Read More...