jittmm
Daily Archives

ଡ୍ରାଇଭର ବଦଳରେ ଫାର୍ମାସିଷ୍ଟ ଚଳାଇଲେ ଆମ୍ବୁଲାନ୍ସ : କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ହରଭଙ୍ଗା : ଗୁରୁତର ଯୁବକଙ୍କୁ ଡାକ୍ତରଖାନା ନେବାକୁ ଆସିଥିଲା ଆମ୍ୱୁଲାନ୍ସ । ହେଲେ ଆମ୍ୱୁଲାନ୍ସକୁ ଚାଳକ ବଦଳରେ ଫାର୍ମାସିଷ୍ଟ ଚଳାଉଥିଲେ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶସିଙ୍ଗା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆମ୍ୱୁଲାନ୍ସର ଜଣେ ସ୍ଥାୟୀ ଚାଳକ ଥିଲେ ମଦ୍ୟ କାହିଁକି
Read More...

କଣ୍ଟାବାଞ୍ଜିରେ ଓଡିଶା ପତ୍ରକାର ସଂଘର ବାର୍ଷିକ ଉତ୍ସବ : ସାମ୍ବାଦିକତା ସତିତ୍ୱର ପରିକ୍ଷଣ ରହିଛି

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ହୋଟେଲ ରୋୟଲ ତୁଲୀପଠାରେ ରବିବାର ଦିନ ଓଡ଼ିଶା ପତ୍ରକାର ସଂଘର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ
Read More...

ବେଶ ଚର୍ଚ୍ଚାରେ ଓଡ଼ିଆ ଚଳଚିତ୍ର “ତୁମେ ନଥିଲେ”

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଅଂଶୁମାନ ପ୍ରଡକସନ୍ ତଥା ଚିନ୍ମୟ ଦାସ ପଟ୍ଟନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର " ତୁମେ ନଥିଲେ " ଏବେ ବେଶ୍ ଲୋକପ୍ରିୟତା ହାସଲ କରି ମୟୁରଭଞ୍ଜର ଏକମାତ୍ର ସିନେମା ହଲ୍ ରକ୍ସିରେ ପୂର୍ଣ୍ଣ ପ୍ରେକ୍ଷାଳୟରେ ଆଗେଇ ଚାଲିଛି । ନିଚ୍ଛକ
Read More...

ରୋହିତ ଚୈତନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗର୍ବଗୈାରବ

ରାଉରକେଲା, (ସସ୍ମିତା ପ୍ରଧାନ) : ଚିକଟମାଟି ସ୍ଥିତ ଚୈତନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନରେ ତା'ର ପୂର୍ବ ଗୈାରବକୁ ବଜାୟ ରଖିବାରେ ସକ୍ଷମ ହୋଇପାରିଛି । ରୋହିତ କୁମାର ମାହନ୍ତ ୯୧.୩୩ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟକୁ ଗୈାରବାନ୍ୱିତ କରିବା ସହ ୭୯ ଜଣ ପ୍ରଥମ ଶ୍ରେଣୀରେ,
Read More...

ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍‌

ବୌଦ୍ଧ : ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍‌ରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବୌଦ୍ଧ ଅଡେଣିଗଡ଼ ନିକଟରେ ଟନେଲ୍‌ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଟନେଲ ଭୁଶୁଡ଼ିବା ଫଳରେ ପ୍ରାୟ ୩୦ ମିଟର ଗାତ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣା ବେଳେ ଟନେଲ୍‌ ଭିତରେ
Read More...

“ବିଶ୍ୱ ଥାଇରଏଡ଼ ଦିବସ” ଅବସରରେ ମାଗଣା ରକ୍ତ ପରୀକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ମେହେର ପାଥୋ ଲେବ୍‌ଠାରେ ବିଶ୍ୱ ଥାଇରଏଡ଼ ଦିବସ ପାଳନ ଅବସରରେ ରବିବାର ମାଗଣା ଥାଇରାଏଡ଼ ପରୀକ୍ଷା କରାଯିବା ପାଇ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଏଥିପାଇଁ ୫୬ ଜଣ ରକ୍ତର ନମୁନା ଦେଇଛନ୍ତି । ତାଙ୍କର ରକ୍ତ ନମୁନାକୁ
Read More...

ଜୋର ଧରିଲା ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି

ବିନିକା : ଜୋର ଧରିଲା ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଥିବା ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି । ୧୯୬୪ରୁ ଚାଲୁଥିବା ଏହି ମହାବିଦ୍ୟାଳୟକୁ ୬୧ ବର୍ଷ ବିତି ଯାଇଥିଲେ ମଧ୍ୟ ସରକାରୀ ମାନ୍ୟତା ମିଳିପାରିନାହିଁ । ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଏମିତିରେ
Read More...

ନିର୍ଝରିଣୀ ତରଫରୁ ନିଆରା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ବହୁମୁଖୀ ନିଆରା କାର୍ଯ୍ୟକ୍ରମ ଚଟୁଅନକାସ୍ଥିତ କମ୍ୟୁନିଟି ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି
Read More...

ରଥଯାତ୍ରାକୁ ଆସିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୁରୀ ରଥଯାତ୍ରାକୁ ଆସିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତ କେନ୍ଦ୍ର ମନ୍ତ୍ରୀ ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ରଥଯାତ୍ରା ପାଇଁ ମୋହନ ନିମନ୍ତ୍ରଣ କରିଛନ୍ତି । ଏହା ସହ ଓଡ଼ିଶାରେ
Read More...

ସାଇବର ସୁରକ୍ଷା ସମ୍ପର୍କିତ କର୍ମଶାଳା ଉଦଘାଟିତ ; ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଭୁବନେଶ୍ୱର : ଆଜି ଭୁବନେଶ୍ୱରସ୍ଥିତ ସାଇବର କମ୍ପ୍ଲେକ୍ସଠାରେ ରାଜ୍ୟ କ୍ରାଇମବ୍ରାଞ୍ଚ ଆନୁକୂଲ୍ୟରେ "ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା" ସମ୍ପର୍କିତ ଏକ କର୍ମଶାଳା ଉଦଘାଟିତ ହୋଇଯାଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ
Read More...