ସମ୍ବଲପୁର ଚିଡିଆଖାନା ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ : ଓଡ଼ିଶାର ହେବ ଦ୍ୱିତୀୟ ନନ୍ଦନକାନନ
ସମ୍ବଲପୁର : ସମ୍ବଲପୁର ଚିଡିଆଖାନା ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ କରିବା ପାଇଁ ହେବ ଯୋଜନା । ସବୁଜ ସହର ହେବ ସମ୍ବଲପୁର, ଆଗାମୀ ୩ ମାସରେ ଲାଗିବ ୧ ଲକ୍ଷରୁ ଅଧିକ ଗଛ । ବୃକ୍ଷରୋପଣ ଅଭିଯାନରେ ସାମିଲ ହେବେ ସାମାଜିକ ସଂଗଠନ, ବୁଦ୍ଧିଜୀବୀ,!-->…
Read More...
Read More...