Daily Archives

ପାଟଣାଗଡ଼ ପୋଲିସକୁ ସଫଳତା : ୨୪ ଘଣ୍ଟାରେ ଚୋରକୁ କାବୁ କଲେ

ପାଟଣାଗଡ଼, (ଅଶୋକ କୁମାର ବାଗ), ପାଟଣାଗଡ ପୋଲିସକୁ ମିଳିଛି ବଡ଼ ସଫଳତା, ଦୁଇ କାର ଚୋରକୁ ଗିରଫ କଲା ପାଟଣାଗଡ ପୋଲିସ, କାର ସହ ୪ ହଜାର ୬୫୦ ଟଙ୍କା ଓ ଗୋଟିଏ ସିସିଟିଭି କ୍ୟାମେରା ଜବତ । ଏନେଇ ସୂଚନା ଦେଇଛନ୍ତି ପାଟଣାଗଡ ଏସ୍‌ଡିପିଓ ସଦାନନ୍ଦ ପୁଝାରୀ, ସୂଚନା ଅନୁସାରେ ପାଟଣାଗଡ କାଦୋପଡା
Read More...

ମଣ୍ଡିରେ ଅବ୍ୟବସ୍ଥା : ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ଚାଷୀ

ବରଗଡ, (ମୁନ୍ନା ସାହୁ) : ମଣ୍ଡିରେ ଅବ୍ୟବସ୍ଥା ସହ ଦଲାଲରାଜ । ଏନେଇ ବରଗଡ଼ ଯୋଗାଣ ଅଧିକାରୀଙ୍କୁ ଭେଟି ଏହାର ସମାଧାନ ପାଇଁ ଦାବି କଲେ ବରଗଡ଼ର ଚାଷୀ ସୁରେଶ ନିକାଣ୍ଟି । ଗୁରୁବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ବରଗଡ଼ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି । ଚାଷୀଙ୍କ
Read More...

ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ : ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ବିଦେଶରେ ଚାକିରି ସହ ମୋଟା ଅଙ୍କର ଦରମା ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବକଙ୍କୁ ପ୍ରଲୋଭନ ଦେଖାଇ ଠକୁଥିଲା ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ବିଷ୍ଣୁ ପ୍ରସାଦ ପଟ୍ଟନାୟକ । ଏନେଇ ଠକେଇର ଶିକାର ହୋଇଥିବା ଯୁବକମାନେ ଥାନାର ଦ୍ୱାରସ୍ଥ
Read More...

ସମ୍ବଲପୁର ଟାଉନ୍ ଥାନା ପରିସରରୁ କୋରେକ୍ସ ଭର୍ତ୍ତି ବକ୍ସ ନେବା ଅଭିଯୋଗ : ASI ବିଦ୍ୟୁତ ରଞ୍ଜନ ପଣ୍ଡା ନିଲମ୍ବିତ

ସମ୍ବଲପୁର : ସମ୍ବଲପୁର ଟାଉନ୍ ଥାନାର ଜଣେ ଏଏସ୍‌ଆଇ ନିଲମ୍ବିତ ହୋଇଛନ୍ତି । ସମ୍ବଲପୁର ଟାଉନ୍ ଥାନାର ଏଏସ୍‌ଆଇ ବିଦ୍ୟୁତ ରଞ୍ଜନ ପଣ୍ଡା ନିଲମ୍ବିତ ହୋଇଛନ୍ତି । ସମ୍ବଲପୁର ଟାଉନ୍ ଥାନା ପରିସରରୁ କୋରେକ୍ସ ଭର୍ତ୍ତି ଥିବା ୨ଟି ବକ୍ସ ନେଇଯିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି ।
Read More...

ଯୁକ୍ତ ୨ ବିଜ୍ଞାନରେ ଜେନିଥ ଛାତ୍ରଛାତ୍ରୀଙ୍କ ବାଜିମାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯୁକ୍ତ ୨ ପରୀକ୍ଷାରେ କ୍ରମାଗତ ଭାବରେ ଶତ ପ୍ରତିଶତ ସଫଳତା ପାଇଁ ପଦ୍ମପୁର ଝାଙ୍କରପାଲି ସ୍ଥିତ ଜେନିଥ +୨ ସାଇନ୍ସ ମହାବିଦ୍ୟାଳୟ ପଶ୍ଚିମ ଓଡିଶାର ଶିକ୍ଷାକ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଆସିଛି । ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ
Read More...

ସାବିତ୍ରୀ ଅମାବାସ୍ୟା ଛୁଟି ମେ ମାସ ୨୭ ତାରିଖ ପରିବର୍ତ୍ତେ ୨୬ ତାରିଖରେ ହେବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ
Read More...

ଶତାୟୁ ଧୋବେଇ ଚରଣ ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅର୍ନ୍ତଗତ ଗୁଡଖାପଲାର ଶତାୟୁ ଧୋବେଇ ଚରଣ ଦାଶଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ସଭା ବିଶିଷ୍ଟ କବି ତଥା ଶିକ୍ଷାବିତ ଡ.ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ
Read More...

ପୁଣି ବ୍ୟାପିଲାଣି କରୋନା : ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର : ପୁଣି ଦେଶରେ ପ୍ରତିଦିନ ବଢୁଛି କରୋନା ଲହର । କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ପୁଡୁଚେରୀ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମାଡିଲାଣି କରୋନା । ସର୍ବାଧିକ କେରଳରୁ ୧୮୨, ଦ୍ୱିତୀୟରେ ତାମିଲନାଡରୁ ୬୬ ଏବଂ
Read More...

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ସଫଳତାର ସହିତ ଅନୁଷ୍ଠିତ : ଜିଲ୍ଲାର ବିକାଶ ନିମନ୍ତେ ସମନ୍ୱିତ ପ୍ରୟାସ ପାଇଁ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟକୁ ନଜରରେ ରଖି ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଆଜି ଜିଲ୍ଲା କିଲିଟାରୀ ସଭାକକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ମାନ୍ୟବର
Read More...

ଗୋପାଳପୁର ସମୁଦ୍ରରେ ଡ଼ଙ୍ଗା ଓଲଟି ଜଣେ ନିଖୋଜ : ବର୍ତ୍ତିଲେ ଚାରି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ଜେ.ଟି. ନିକଟରେ ଗତ ମଙ୍ଗଳବାର ଭୋର ପ୍ରାୟ ସାଢେ ୫ଟା ସମୟରେ ମାଛ ମାରିବାକୁ ସମୁଦ୍ର ଭିତରକୁ କାତ ଡ଼ଙ୍ଗାରେ ୫ ଜଣ ଯାଉଥିବା ବେଳେ ଡ଼ଙ୍ଗା ଓଲଟି ଜଣେ ନିଖୋଜ ଥିବା ବେଳେ ଚାରି ଜଣ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ନିଖୋଜ ଥିବା
Read More...