Daily Archives

ବଲାଙ୍ଗିର ଜିଲ୍ଲା ଜେଲ୍‌ରେ ଆରମ୍ଭ ହେଲା ୩ ଦିନିଆ ଯୋଗ ଓ ଧ୍ୟାନ କାର୍ଯ୍ୟକ୍ରମ : ବନ୍ଦୀମାନେ ପାଉଛନ୍ତି ଆନ୍ତରିକ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହଯୋଗ ଫାଉଣ୍ଡେସନ୍ ପକ୍ଷରୁ ବଲାଙ୍ଗିର ଜିଲ୍ଲା ଜେଲ୍‌ରେ ୩ ଦିନିଆ ଯୋଗ ଓ ଧ୍ୟାନ ଶିବିର ଆରମ୍ଭ ହୋଇଛି, ଯାହା ୨୧ ମଇରୁ ୨୩ ମଇ ୨୦୨୫ ପର୍ଯ୍ୟନ୍ତ ଚାଲିବ । ଏହି କର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଜେଲ୍‌ରେ ଥିବା ବନ୍ଦୀମାନେ ମଧ୍ୟରେ ଶାନ୍ତି,
Read More...

ଆଇ.ଇ.ଆଇ.ରେ “ବିଶ୍ୱ ଦୂରସଂଚାର ଏବଂ ସୂଚନା ସମାଜ ଦିବସ” ପାଳିତ

ବିଶ୍ୱ ଦୂରସଂଚାର ଏବଂ ସୂଚନା ସମାଜ ଦିବସ ରାଉରକେଲା, (ସସ୍ମିତା ପ୍ରଧାନ) : ଆଇ.ଇ.ଆଇ. ରାଉରକେଲା ସ୍ଥାନୀୟ କେନ୍ଦ୍ରର ଇଞ୍ଜିନିୟର୍ସ (ଭାରତ) ଦ୍ୱାରା ଏନଆଇଟି ରାଉରକେଲାର କ୍ୟାମ୍ପସରେ ଅବସ୍ଥିତ ଏ.ଏନ. ପଟେଲ ମେମୋରିଆଲ ସେମିନାର ହଲରେ ଅନଲାଇନ୍ ଏବଂ ଅଫଲାଇନ୍ ଉଭୟ ପ୍ରକାରେ "ମହିଳା,
Read More...

ସାମ୍ବାଦିକଙ୍କୁ ଉଲଗ୍ନ କରି ରାଜରାସ୍ତାରେ ବୁଲାଇବା ଧମକ : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ

ବରଗଡ, (ନିରୋଜ କୁମାର ପାଣୀ) : ସର୍ବ ସାଧାରଣରେ ଗାଳିଗୁଲଜ କରିବା ସହ ଉଲଗ୍ନ କରି ବରଗଡ ରାଜରାସ୍ତାରେ ଚପଲମାଲ ପିନ୍ଧାଇ ବୁଲାଇ ଦେବାର ଧମକ ଦେବାରୁ ୨ଜଣ ବିଧାୟକଙ୍କ ବିରୋଧରେ ବରଗଡ ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଫେରାଦ ହୋଇଛନ୍ତି ।
Read More...

ମ୍ୟାଟ୍ରିକ୍‌ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମ୍ୟାଟ୍ରିକ ପରୀକ୍ଷାରେ ବଲାଙ୍ଗିର ମୋଟ ୫୪୬ ମାର୍କ ରଖି ଏ-୧ ଗ୍ରେଡ଼୍‌ ହାସଲ କରିଥିବା ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ,ବଲାଙ୍ଗିରର ଛାତ୍ର ବିନାୟକ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବଲାଙ୍ଗିର ସହରର ପ୍ରତାପସାଗର ନିବାସୀ ତଥା ଅବସରପ୍ରାପ୍ତ
Read More...

ରାୟପୁର ରେଳ ଟ୍ରାକ୍‌ରୁ ଠିକାଦାରଙ୍କ ମୃତଦେହ ମିଳିବା ଘଟଣା : ପରିବାରଲୋକଙ୍କୁ ଭେଟିଲେ କଣ୍ଟାବାଞ୍ଜି ବିଧାୟକ

ବେଲପଡା : ବଲାଙ୍ଗିର ଜିଲ୍ଲା ବେଲପଡା ତଲିପଡ଼ାର ମୃତକ ପ୍ରଶାନ୍ତଙ୍କ ପରିବାରଲୋକଙ୍କୁ ବୁଧବାର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଭେଟି ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି ବିଧାୟକ । ଏସମ୍ପକରେ ପୂର୍ବରୁ ବିଧାୟକ
Read More...

ଷଢେ଼ଇକଳାରେ ଦ୍ରୁତ ଗତିରେ ଚାଲିଛି ରଥଯାତ୍ରାର ପ୍ରସ୍ତୁତି

ରାଉରକେଲା, (ସସ୍ମିତା ପ୍ରଧାନ) : ୧୯୩୬ ମସିହାରୁ ୧୯୪୮ ପର୍ଯ୍ୟନ୍ତ ଓଡ଼ିଶାର ଏକ ଗଡ଼ଜାତ ରାଜ୍ୟ ଥିଲା ଷଢେ଼ଇକଳା, ପରବର୍ତ୍ତୀ ସମୟରେ ବିହାର ଓ ଝାଡ଼ଖଣ୍ଡ ରାଜ୍ୟର ହୋଇ ରହିଯାଇଥିଲେ । ସୁଦ୍ଧା ଓଡ଼ିଆ ପର୍ବପର୍ବାଣୀ ଲୋକକଳା ସଂସ୍କୃତି ଓ ପରମ୍ପରାକୁ ଏ ପର୍ଯ୍ୟନ୍ତ ବଜାୟ ରଖିଛି ।
Read More...

ଭାରସାମ୍ୟ ହରାଇ ଓଲଟିଲା ମାକ୍ସପିକଅପ : ୩ ଆହତ

ରାୟଗଡ଼ା, (ଅକ୍ଷୟ କୁମାର ପିଡିସିକା) : ରାୟଗଡା ଜିଲ୍ଲା କୋଲନରା ବ୍ଲକ କାର୍ଲାକଣା ଛକରେ ଭାରସାମ୍ୟ ହରାଇ ଓଲଟିଲା ମାକ୍ସ ପିକ୍‌ଅପ୍‌ । ଗାଡିର ନମ୍ୱର ଓଡ଼ି ୧୮ ଏଲ୍‌୧୬୪୧ ହୋଇଥିବା ବେଳେ ଭୋର ସକାଳୁ କଲ୍ୟାଣସିଙ୍ଗପୁରରୁ ରାୟଗଡା ଅଭିମୁଖେ ଯାଉଥିଲା । ହଠାତ୍‌ ଗାଡ଼ିଟି ଭାରସାମ୍ୟ ହରାଇ
Read More...

ଓଡିଶା ଅଣଗେଜେଟେଡ୍ ବନ ସେବା ସଂଘର ନିର୍ବାଚନ

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଓଡିଶା ଅଣଗେଜେଟେଡ୍ ବନସେବା ସଂଘର କୋରାପୁଟ ଜୋନର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲା ତଥା କୋରାପୁଟ, ମାଲକାନଗିରି, ନବରଙ୍ଗପୁରର ବନକର୍ମଚାରୀମାନେ ଉପସ୍ଥିତ ରହିଥିବା ବେଳେ ଜଙ୍ଗଲ ସୁରକ୍ଷା ଏବଂ ଓଡିଶାରେ
Read More...

ଦର୍ପଣ ସାଗରକୁ ପୁନଃରୁଦ୍ଧାର ପାଇଁ ପ୍ରୟାସ : ଶ୍ରମଦାନ କଲେ ଶହ ଶହ ଲୋକ

ପୁରାତନ ଜଳାଶୟକୁ ସୁରକ୍ଷା ଦେବା ପାଇଁ ନେଲେ ସାମୁହିକ ଶପଥ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦର୍ପଣ ସାଗର ହେଉଛି ଭବାନୀପାଟଣା ଅନେକ ଜଳାଶୟ ଭିତରୁ ଏକ ପ୍ରମୁଖ ଜଳ ଉତ୍ସ । ଏହା ଉପରେ ସହରର ୧୫ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି । ବହୁ ପୂର୍ବରୁ କଳାହାଣ୍ଡି ରାଜାଙ୍କ ଦ୍ଵାରା
Read More...

ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର : ଡାକ୍ତଖାନାରେ ଭର୍ତ୍ତି

ଝାରସୁଗୁଡା : ଘର ପଛପଟ ବଗିଚାକୁ ଯାଇଥିବା ବେଳେ ଆକ୍ରମଣ କଲା ବାର୍‌ହା । ବାର୍‌ହା ଆକ୍ରମଣରେ ଗୁରୁତର ହେଲେ ମାଆ ଓ ପୁଅ । ଗୁରୁତର ଅବସ୍ଥାରେ ମାଆ ଓ ପୁଅଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ସ୍ଥାନୀୟଲୋକେ । ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ
Read More...