Daily Archives

୧୭ ଜିଲ୍ଲାରେ ଆଜି କାଳବୈଶାଖୀର ପ୍ରଭାବ

ଭୁବନେଶ୍ୱର : ୧୭ ଜିଲ୍ଲାରେ ଆଜି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ୧୭ ଜିଲ୍ଲାରେ ହେବ କାଳବୈଶାଖୀ । ଏଥିସହ ବିଜୁଳି ଘଡ଼ଘଡ଼ି, ସହ ଝଟକା ପବନ
Read More...

ଖୁବ୍‌ଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ୍

ଭୁବନେଶ୍ୱର : ଦିନେ କି ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତଦୁଇ ପରୀକ୍ଷା ଫଳ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଯୁକ୍ତ ଦୁଇ ଫଳ ପ୍ରକାଶ ନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି । ମନ୍ତ୍ରୀ
Read More...

ଟିଟିଲାଗଡ଼ର ୨୫ତମ ଶୀତଳଷଷ୍ଠୀ ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ୨୫ତମ ବର୍ଷରେ ପଦାର୍ପଣ କଲା ଟିଟିଲାଗଡ଼ର ପ୍ରସିଦ୍ଧ ଶୀତଳଶଷ୍ଠୀ ଯାତ୍ରା । ଟିଟିଲାଗଡ଼ର ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ଆବାହକତ୍ୱରେ ସୋମବାର ସନ୍ଧ୍ୟାରେ ଚଳିତ ବର୍ଷ କିପରି ଧୁମ୍‌ଧାମ୍‌ରେ ଶୀତଳଷଷ୍ଠୀ ପାଳନ କରାଯିବ ସେନେଇ
Read More...

ଠେମରା ପଞ୍ଚାୟତରେ ମନରେଗା ଯୋଜନା ଗରିବ ପରିବାରକୁ ଯୋଗାଉଛି ଦାନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲାର ଦାଦନଗଡ଼ କୁହାଯାଉଥିବା ବଙ୍ଗୋମୁଣ୍ଡା ବ୍ଲକରେ ଲୋକଙ୍କୁ କାମ ଯୋଗାଉଛି ମନରେଗା ଯୋଜନା । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଶେଷ ସୀମାରେ ଥିବା ଠେମରା ପଞ୍ଚାୟତର ବିଭିନ୍ନ ଗାଁରେ ଯେଉଁ ଭଳି ମନରେଗା କାର୍ଯ୍ୟ କରି ଶ୍ରମିକ
Read More...

ଭୁବନେଶ୍ଵରରୁ ବାହାରିବେ ଖାତା ଖତିଆନ ନଥିବା ବାଂଲାଦେଶୀ : ବିଏମସି ମେୟର

ଭୁବନେଶ୍ଵର : ବିଏମସି ମେୟର ସୁଲୋଚନା ଦାସଙ୍କ ବଡ଼ ବୟାନ । ଭୁବନେଶ୍ଵରରୁ ହଟିବେ ବାଂଲାଦେଶୀ ଅନୁପ୍ରବେଶକାରୀ । ସରକାର ନେଇଥିବା ନିଷ୍ପତ୍ତିରେ ସହଯୋଗ କରିବ ବିଏମସି । ସୁଲୋଚନା ଦାସ କହିଛନ୍ତି ଯେ, ଭୁବନେଶ୍ଵର ଶ୍ରୀୟା ଛକ ଓ ଆଜାଦ ନଗରରେ ବାଂଲାଦେଶୀ ରହୁଛନ୍ତି । ଯେଉଁମାନଙ୍କ ଭୋଟର ପରିଚୟ
Read More...

ଫୁଟବଲ୍‌ ଚାମ୍ପିୟାନସିପ୍‌ରେ ବାଂଲାଦେଶକୁ ପରାସ୍ତ କଲା ଭାରତ ; ଶୁଭେଚ୍ଛା ଜଣାଇଲେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା…

ଭୂବନେଶ୍ୱର : ସପ୍ତମ SAFF U-19 ଫୁଟବଲ୍‌ ଚାମ୍ପିୟାନସିପ୍‌ରେ ବାଂଲାଦେଶକୁ ପରାସ୍ତ କରି ଭାରତୀୟ ଫୁଟବଲ ଟିମ୍ ବିଜୟ ହାସଲ କରିଛି । ଏହି ଐତିହାସିକ ବିଜୟ ନିମନ୍ତେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ଟିମ୍ ଭାରତର ସମସ୍ତ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଓ
Read More...

କଂଗ୍ରେସ ଛାଡିପାରନ୍ତି ବରିଷ୍ଠ ନେତା ଜୟରାମ ପାଙ୍ଗୀ : ଜାହିର କଲେ ଅସନ୍ତୋଷ

ଜୟପୁର : କଂଗ୍ରେସ ଛାଡିବେ ବରିଷ୍ଠ ନେତା ଜୟରାମ ପାଙ୍ଗୀ । କୋଟିଆକୁ ନେଇ ଦଣ୍ଡକାରଣ୍ୟ ରାଜ୍ୟ ଗଠନ ପାଇଁ କରିବେ ପ୍ରୟାସ । ଆନ୍ଧ୍ରର ୨ଟି ଜିଲ୍ଲା ସହ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଏଥିରେ ସାମିଲ ପାଇଁ ଯୋଜନା । କୋଟିଆ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ପ୍ରୟାସ
Read More...

ନିରାମୟ କେନ୍ଦ୍ର ଭିତରେ ବ୍ୟାଟେରୀ ଚାଳିତ ସ୍କୁଟି ଚାର୍ଜ : କର୍ମଚାରୀଙ୍କୁ କର୍ତ୍ତୃପକ୍ଷଙ୍କ ଆକଟ

ବଲାଙ୍ଗିର : ଭୀମଭାଇ ମେଡିକାଲ କଲେଜ ହସ୍ପିଟାଲରେ ଗାଡିଚୋରି ଭୟରେ କର୍ମଚାରୀମାନେ ଭିତରେ ଗାଡି ରଖୁଛନ୍ତି ଏବଂ ସିକ୍ୟୁରିଟି ଗାର୍ଡ ଗାଡିକୁ ଜଗୁଛନ୍ତି । କେବଳ ଏତିକି ନୁହେଁ ଏବେ ଆଉ ଏକ ସଂଗୀନ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ନିରାମୟ ଔଷଧ ବିତରଣ କେନ୍ଦ୍ର ଭିତରେ ବ୍ୟାଟେରୀ ଚାଳିତ
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ : ଜଣେ ମୃତ ୪ ଆହତ

ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଜଣେ ମହିଳା ମୃତ, ୪ ଆହତ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ,
Read More...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ : ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର

ନୂଆପଡ଼ା : ନୂଆପଡ଼ା ଏକତା ଛକରେ ଦୁର୍ଘଟଣା । ଟ୍ରାଫିକ୍ ସିଗନାଲ୍ ଅତିକ୍ରମ କରିବା ବେଳେ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ । ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର । ମୃତକ ଜଣଙ୍କ ହେଉଛନ୍ତି କୋମନା ଥାନା ରେଙ୍ଗାବାହାଲ ଗାଁର ରୁକ୍ମଣୀ ସାହୁ । ସେପଟେ ସ୍ଵାମୀ ଛବିଲାଲ ସାହୁ ଗୁରୁତର ଅବସ୍ଥାରେ
Read More...