Daily Archives

ବାଇକ୍ ଦୁର୍ଘଟଣାରେ : ୨ ଗୁରୁତର

ତୁରେକେଲା, (ପିତାମ୍ବର ଦୀପ) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ବ୍ଲକ କର୍ମଚାରୀଙ୍କ ଜୀବନ । ତୁରେକେଲା ବ୍ଲକ ଗୋଇନ୍ଦିମାଲ୍, କୁଶପାଲି ଓ ହଲନଭଟା ଯିବା ରାସ୍ତାର ତିନି କୋଣିଆ ବୁଲାଣି ଛକଠାରେ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ୨ ଜଣ ଗୁରୁତର
Read More...

ଗୁଜରାଟରେ “ବିକଶିତ ଭାରତ ନିର୍ମାଣରେ ସମବାୟର ଭୂମିକା” ଉପରେ ମେଗା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି…

ଅହମ୍ମଦାବାଦରେ ଗୁଜରାଟ ରାଜ୍ୟ ସମବାୟ ସଂଘ ଦ୍ୱାରା ଏହି ବିଶାଳ ସମ୍ମିଳନୀର ଆୟୋଜନ କରାଯାଇଥିଲାପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୨୦୨୧ ମସିହାରେ ‘‘ସହକାର ସେ ସମୃଦ୍ଧି " ର ପରିକଳ୍ପନା ଏବଂ ବିକଶିତ ଭାରତ ରେ ସମବାୟର ଭୂମିକା ରାଷ୍ଟ୍ର ସମ୍ମୁଖରେ ଉପସ୍ଥାପିତ
Read More...

କାର୍ ଭିତରେ ଖେଳୁଥିଲେ ୪ ଶିଶୁ : ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର ଦ୍ଵାରପୁଡ଼ି ଗାଁରେ ଅଭାବନୀୟ ଘଟଣା। ପାର୍କିଂ ହୋଇଥିବା କାର୍‌ ଭିତରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଲେ ୪ ଶିଶୁ । ମୃତକଙ୍କ ମଧ୍ୟରେ ଜଣେ ଶିଶୁପୁତ୍ର ଓ ୩ ଜଣ ଶିଶୁକନ୍ୟା ରହିଥିବା ଜଣାପଡିଛି । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି
Read More...

ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ : କାରଣ ଅସ୍ପଷ୍ଟ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗଉଞ୍ଜୁ ଗାଁରେ ଅଭାବନୀୟ ଘଟଣା । ବ୍ରାହ୍ମଣ ସାହିରେ କାଳୁ ଚରଣ ମହାରଣାଙ୍କ କାର୍ ପୋଡି ଦେଲେ ଦୁର୍ବୃତ୍ତ । ଫଳରେ ଗାଡ଼ିଟି ପୋଡ଼ି ପାଉଁଶ ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିଏ ଓ କାହିଁକି ଏଭଳି କାଣ୍ଡ
Read More...

୪ ଦିନ ଯାଏଁ ଝଡ଼ବର୍ଷା : ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ପ୍ରବଳ ବର୍ଷା ସହ ବିଜୁଳି ଓ ଘଡଘଡି ହେବାର ସମ୍ଭାବନା ରହିଛି । ଆଜି ପାଇଁ ୧୫ ଜିଲ୍ଲା, ୨୦ ତାରିଖ ପାଇଁ ୯ ଜିଲ୍ଲା, ୨୧ ତାରିଖ ପାଇଁ ୧୬ଟି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ଗୁଡିକରେ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି
Read More...

ଟ୍ରାକ୍ଟର-ପିକ୍‌ଅପ୍ ମୁଁହାମୁଁହି ଧକ୍କା : ୨ ଗୁରୁତର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଟ୍ରାକ୍ଟର-ପିକ୍‌ଅପ୍ ମୁଁହାମୁଁହି । ୨ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଦୁର୍ଗାମଣ୍ଡପ ଛକ ନିକଟରେ ପିକଅପ୍ ଏବଂ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପିକ୍‌ଅପ୍‌ ଗାଡ଼ିର ଚାଳକ ଏବଂ ହେଲ୍ପର ଆହତ ହୋଇଥିବା ବେଳେ ଟ୍ରାକ୍ଟରର
Read More...

ସ୍ତ୍ରୀକୁ ପିଟିପିଟି ମାରିଦେଲା ସୈତାନ ସ୍ୱାମୀ : ଅଭିଯୁକ୍ତ ଅଟକ

ତିହିଡି : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପିଟିପିଟି ମାରିଦେଲା ସୈତାନ ସ୍ୱାମୀ । ମୃତ ମହିଳା ଜଣକ ବାଂଶଡା ଥାନା ଅନ୍ତର୍ଗତ ବାଂଶଡା ଗ୍ରାମର ଉର୍ବଶୀ ଦାସ(ମାମି) ଏବଂ ହତ୍ୟାକାରୀ ସ୍ୱାମୀ ସାପ କାତିଆ ଗ୍ରାମର ଅଲେଖ ଦାସଙ୍କ ପୁତ୍ର ପପୁ ଦାସ(୪୦) ବୋଲି ଜଣାପଡ଼ିଛି । ଭଦ୍ରକ
Read More...

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର : ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ କୁସୁମିତା ଗାଁର ଜଣେ ବୃଦ୍ଧା ଆମ୍ବ ଗୋଟାଇବାକୁ ଯାଇ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ମହିଳାକୁ ହାତୀ ଟେକି କଚାଡିଦେଇଛି । ଅବିବାହିତା ବୃଦ୍ଧାକୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମେଡିକାଲ ସ୍ଥାନାନ୍ତର କରିଛନ୍ତି ।
Read More...

ନୂତନ ନ୍ୟାୟିକ ଡେପୁଟୀ ଡ଼ାଇରେକ୍ଟରଙ୍କ ରାମଚଣ୍ଡୀ ମନ୍ଦିର ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗସ୍ତରେ ଆସି ପ୍ରମୁଖ ନ୍ୟାୟିକ ପଦାଧିକାରୀ ଗଣଙ୍କ ରବିବାର ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ଗ୍ରାମପଞ୍ଚାୟତର ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କର
Read More...

ସୃଜନ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଆସର ଓ ପୁସ୍ତକ ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସାହିତ୍ୟ ସଂଗଠନ ସୃଜନ ସାହିତ୍ୟ ସଂସ୍କୃତି ସଂସଦର ଏକ ସ୍ୱତନ୍ତ୍ର ଆସର ରବିବାର ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ସାହିତ୍ୟ ସାଧକଙ୍କ
Read More...