Daily Archives

ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିନର ପ୍ରଥମ ମ୍ୟାଚ ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ଫ୍ରେଣ୍ଡସ ଉଇନାଇଟେଡ଼ଫୁଟବଲ କ୍ଲବ, ଗୋପୀବଲ୍ଲଭପୁର ଶିମିଳିପାଳ ଫୁଟବଲ କ୍ଲବ, ଭୋଳାଗଡ଼ିଆକୁ
Read More...

ଯାତ୍ରୀବାହୀ ବସ୍-ବାଇକ୍ ମୁହାଁମୁହିଁ ଧକ୍କା : ବାଇକ୍ ଆରୋହୀ ମୃତ

ମୋହନା : ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ସୁଣ୍ଡରୁବା-ଶବରପଲି ରାସ୍ତାରେ ଯାତ୍ରୀବାହୀ ବସ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ୍‌ରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ କୁଲାପଥର ଗାଁର
Read More...

ଭାରତୀୟ ଜନତା ପାର୍ଟି ରାଉରକେଲା ସାଂଗଠନିକ ଜିଲ୍ଲା ରାଉରକେଲା

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଜରିଆରେ ପ୍ରଦର୍ଶନ ରାଉରକେଲା, (ସସ୍ମିତା ପ୍ରଧାନ) : ଅପରେସନ ସିନ୍ଦୂରର ସଫଳତାରେ ଭାରତର ବୀର ସୈନିକ ମାନଙ୍କ ସୋର୍ଯ୍ୟକୁ ସମ୍ମାନ ଦେବା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର
Read More...

ଇଣ୍ଟର ନେସନାଲ ବୁକ୍ସ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ବଲାଙ୍ଗିରର କୁନି ଝିଅ ଆଦ୍‌ଭୀରା

ବହୁମୁଖି ପ୍ରତିଭା ପ୍ରତିଯୋଗିତାରେ ହେଲେ ଶ୍ରେଷ୍ଠ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର କୁନିଝିଅ ଆଦ୍‌ଭୀରା ମିଶ୍ର ନିଜ ବହୁମୁଖୀ ପ୍ରତିଭା ବଳରେ ପଞ୍ଜାବର ଅମୃତସରଠାରେ ଇଣ୍ଟରନେସନାଲ ବୁକ୍ସ ଅଫ୍‌ ରେକର୍ଡ ସଂସ୍ଥା ଦ୍ୱାରା ପୁରସ୍କୃତ ହେବା ସହ ଇଣ୍ଟରନେସନାଲ ବୁକ୍ସ ଅଫ୍‌
Read More...

ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘର ସଧାରଣ ବୈଠକ ଓ ନିର୍ବାଚନ ସଫଳଭାବେ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ଗ୍ୟାଲେରୀ ରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘର ସାଧାରଣ ବୈଠକ ଓ ନିର୍ବାଚନ ବୈଠକ ସଫଳଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଅନ୍ୟା ଦାସଙ୍କ ପ୍ରତିନିଧି ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଓ
Read More...

କୋଭିଡ୍‌ର ନୂଆ ଭାରିଆଣ୍ଟର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ : କିନ୍ତୁ ମାରାତ୍ମକ ନୁହେଁ

କଟକ : କରୋନାର ନୂଆ ଭାରିଆଣ୍ଟ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଏବେ ଦକ୍ଷିଣ ପୂର୍ବ ଏସିଆରେ କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । ବିଶେଷ କରି ହଂକଂ, ସିଙ୍ଗାପୁର, ଥାଇଲାଣ୍ଡ ଭଳି ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ବଢୁଥିବା ଦେଖାଯାଇଛି । ଏହି
Read More...

ଚୋରା ମଦ ବିକ୍ରି ବନ୍ଦ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ

ବାସୁଦେବପୁର : ଚୋରା ମଦ ବିକ୍ରି ବନ୍ଦ ଏବଂ ଜୋରଜବରଦସ୍ତି ଚାନ୍ଦା ଆଦାୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜାମୁଝାଡୀ-ଧାମରା ମୁଖ୍ୟ ରାସ୍ତାର କସିଆ ଛକରେ ଟାୟାର ଜାଳି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ । ଖବର ପାଇ ନାଇକାଣିଡ଼ିହି ପୋଲିସ
Read More...

ପଲିଥିନ ତଳେ ବିତୁଛି ଜୀବନ : ଅଭିଯୋଗ ପରେ ବି ନିଦା ବିଷ୍ଣୁ ପ୍ରଶାସନ

ଫିରିଙ୍ଗିଆ : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳମାନଙ୍କରେ ବସବାସ କରୁଥିବା ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ଆବାସ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇ ଦେଉଥିବା କହୁଛନ୍ତି । ମାତ୍ର ଅନେକ ସ୍ଥାନରେ ତାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଅନେକ ଯୋଗ୍ୟ ହିତାଧିକାରୀ ଏବେ ବି ଏହି ଆବାସ
Read More...

ବାଇପାସ୍ ରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କେସିଙ୍ଗା, (ପ୍ରୀତେଶ ପଟେଲ ) : ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ ଚାରି ଥାକିଆ ରାସ୍ତା ନିର୍ମାଣ ପାଇଁ କେସିଙ୍ଗା ବାଇପାସ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବୃନ୍ଦ ଶୁକ୍ରବାର ପୂର୍ବତନ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ଵରେ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରଠାରେ
Read More...

ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ଘଟଣା : ଫେରାର ମାଧବ ୧୨ ବର୍ଷ ପରେ ଗିରଫ

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ଘଟଣାର ଫେରାର ଅଭିଯୁକ୍ତ ମାଧବ ପାଣିଗ୍ରାହୀ ଗିରଫ । ୨୦୧୩ରୁ ସେ ଫେରାର ଥିବା ବେଳେ ଗୋସାଇଁନୂଆଗାଁ ଥାନା ପୁଲିସ ତାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ୨୦୧୩ ମସିହାରେ ଶାନ୍ତି ମିଶ୍ରଙ୍କୁ ଗୋସାଇଁନୂଆଗାଁ ଗୁଣ୍ଡିଚା ମନ୍ଦିର ନିକଟରେ
Read More...