Daily Archives

ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ଘଟଣା : ଫେରାର ମାଧବ ୧୨ ବର୍ଷ ପରେ ଗିରଫ

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ଘଟଣାର ଫେରାର ଅଭିଯୁକ୍ତ ମାଧବ ପାଣିଗ୍ରାହୀ ଗିରଫ । ୨୦୧୩ରୁ ସେ ଫେରାର ଥିବା ବେଳେ ଗୋସାଇଁନୂଆଗାଁ ଥାନା ପୁଲିସ ତାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ୨୦୧୩ ମସିହାରେ ଶାନ୍ତି ମିଶ୍ରଙ୍କୁ ଗୋସାଇଁନୂଆଗାଁ ଗୁଣ୍ଡିଚା ମନ୍ଦିର ନିକଟରେ
Read More...

ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତାକୁ ବାହାର ରାଷ୍ଟ୍ରରେ ଉପସ୍ଥାପନ କରିବେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ

ନୂଆଦିଲ୍ଲୀ, (ପିଆଇବି) : ଅପରେସନ ସିନ୍ଦୂର ପ୍ରେକ୍ଷାପଟ୍ଟରେ ଓ ସୀମାପାର ଆତଙ୍କବାଦ ବିପକ୍ଷରେ ଭାରତ ପକ୍ଷରୁ ସାତଟି ପ୍ରତିନିଧି ଦଳ ଏହି ମାସ ଶେଷ ବେଳକୁ ବିଭିନ୍ନ ଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମିଳିତ ଜାତିସଂଘ ନିରାପତ୍ତା ପରିଷଦର କିଛି ସଦସ୍ୟମାନଙ୍କ ସହ ସାତଟି ଦଳର
Read More...

ଜୁଆ ଆଡ୍ଡା ଉପରେ ଚଢ଼ାଉ : ୧୫ ଗିରଫ

ନୂଆପଡ଼ା : ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ । ଖବର ପାଇ ଚଢାଉ କଲା ଲଖନା ପୋଲିସ । ଏହି ଚଢାଉରେ ୧୫ ଜଣଙ୍କୁ ଗିରଫ କରିବା ସହ ୨୭ ହଜାର ୭୯୦ ଟଙ୍କା ଜବତ କରିଛି ପୋଲିସ । ନୂଆପଡ଼ା ଜିଲ୍ଲା କୁରୁମପୁରୀ ନିକଟ ଏକ ଜଙ୍ଗଲରେ ଏହି ରେଡ୍‌ କରାଯାଇଛି । ସୂଚନା ମୁତାବକ, ଶୁକ୍ରବାର ରାତିରେ କୁରୁମପୁରୀ
Read More...

ଭୋଜି ଖାଇ ଫେରୁଥିଲେ : ଅଧାରାସ୍ତାରେ ଓଲଟିଲା ଗାଡ଼ି

ବାସୁଦେବପୁର : କେନ୍ଦ୍ରାପଡ଼ା ଚୂଡ଼ାମଣିରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ନୟନଜୋରିକୁ ଓଲଟି ପଡିଲା ବୋଲେରୋ ଗାଡ଼ି । ଯେଉଁଥିରେ ଏକାଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଏକ ବାହାଘର
Read More...

ମୁକୁଳା ଡ୍ରେନ୍‌ରେ ଭାସୁଥିଲା ମୃତଦେହ : ମିଳିନି ପରିଚୟ

ପୁରୀ : ପୁଣି ମୁକୁଳା ଡ୍ରେନ୍‌ରେ ଗଲା ଜୀବନ । ପୁରୀ ରେଳଷ୍ଟେସନ ସମ୍ମୁଖରେ ଥିବା ମୁକୁଳା ଡ୍ରେନ୍‌ରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି
Read More...

ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସକୁ ପଥର ମାଡ଼ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ : ରେଙ୍ଗାଲିରୁ ଝାରସୁଗୁଡ଼ା ଷ୍ଟେସନ ମଧ୍ୟରେ ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସକୁ ପଥର ମାଡ଼ ହୋଇଛି । ପଥର ମାଡ଼ରେ ଟ୍ରେନ ଏସି କୋଚ ଝରକାର କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ରେଲୱେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସକୁ ପଥର ମାଡ଼ ହୋଇଛି ।
Read More...

ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି

ବରଗଡ : ବରଗଡ ଜିଲ୍ଲା ଅଦାଲତର ପବ୍ଲିକ ପ୍ରୋସିକ୍ୟୁଟର (ପିପି)ଙ୍କ ବଦଳି ପରେ ଅତିରିକ୍ତ ପିପି ଥିବା ଆଡ଼ଭୋକେଟ ଅନୁପ ଶତପଥିଙ୍କୁ ଭାରପ୍ରାପ୍ତ ପିପି ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ପବ୍ଲିକ ପ୍ରୋସିକ୍ୟୁଟର ନିର୍ଦ୍ଦେଶାଳୟରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଅନୁପ ଶତପଥି ଦାୟିତ୍ୱ
Read More...

ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌ : ଦୁଇ ଗୁରୁତର

ଘସିପୁରା : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌ । ଏହି ଦୁର୍ଘଟଣାରେ ମିନି ଟ୍ରକ୍‌ରେ ଥିବା ନୟାଗଡ଼ ଜିଲ୍ଲାର କୃଷ୍ଣ ଚନ୍ଦ୍ର ମଲ୍ଲୀକ ଓ ଜଗତସିଂହପୁର ଜିଲ୍ଲାର ସତ୍ୟବ୍ରତ ପଲେଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା
Read More...

କୋକଡୁଙ୍ଗରିଠାରେ ମୁରିବାହାଲ ବ୍ଲକ ଯାଦବ ମହାସଭାର ସାମାଜିକ ସଚେତନ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା ଗ୍ରାମ ପଂଚାୟତ କୋକଡୁଙ୍ଗରିଠାରେ ମୁରିବାହାଲ ବ୍ଲକ ଯାଦବ ମହାସଭା ଉପସଭାପତି ତେଜୁରାମ ବାଗଙ୍କ ନେତୃତ୍ୱ ଏକ ସାମାଜିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ ଚଣ୍ଡୀ
Read More...

ଧାନ ବିଲକୁ ଯାଇଥିଲେ ବୃଦ୍ଧ : ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

କଟକ : କଟକ ଜିଲ୍ଲା ବାଙ୍କୀ କୁଶପଙ୍ଗୀ ଗାଁରେ ଅଘଟଣ । ଧାନ ବିଲକୁ ଯାଉଥିବା ବେଳେ ବିଦ୍ୟୁତ ତାର ଲାଗି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ କୁଶପଙ୍ଗୀ ଗାଁର ଗନ୍ଧର୍ବ ଘଡେଇ (୬୦) ବୋଲି ଜଣାପଡ଼ିଛି । ବିଦ୍ୟୁତ ବିଭାଗର ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା
Read More...