Daily Archives

ବାର୍‌ହା ଆକ୍ରମଣରେ : ୨ ଗୁରୁତର

ଆଠମଲ୍ଲିକ : ବନଖଣ୍ଡର ମାଧପୁର ବନାଞ୍ଚଳ ଅନ୍ତର୍ଗତ ସଂଜାମୁରା ଗ୍ରାମ ରୁଗୁଡ଼ି ସାହିରେ ଶୁକ୍ରବାର ସକାଳେ ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଦୁଇ ଜଣ ହେଲେ ଜଗବନ୍ଧୁ ସାହୁ (୪୨), ସୀତା ପ୍ରଧାନ (୩୫) । ସୂଚନା ମୁତାବକ, ସଂଜାମୁରା ଗ୍ରାମ ରୁଗୁଡ଼ି ସାହିରେ
Read More...

କେସିଙ୍ଗାର ଉନ୍ନତି ପାଇଁ ୧୦ ଦଫା ଦାବି : ୧୫ ଦିନ ଭିତରେ ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

କେସିଙ୍ଗା : କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଦ୍ୱାର ଭାବେ କେସିଙ୍ଗା ପରିଚିତ । ହେଲେ କେସିଙ୍ଗା ଅଞ୍ଚଳର ଉନ୍ନତି ଯେଉଁ ଭଳି ହେବା କଥା ତାହା ହେଉନଥିବା ଅଭିଯୋଗ ହେଉଛି । ରାଜ୍ୟର ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ କେସିଙ୍ଗା ରେଲୱେ ଷ୍ଟେସନଠାରୁ ସିଧାସଳଖ ଭାବେ ଦୈନିକ ଟ୍ରେନ ସୁବିଧା
Read More...

ପାରମ୍ପରିକ ଯୁଦ୍ଧ କ୍ଷେତ୍ରରେ ଭାରତର ଷ୍ଟ୍ରାଟେଜିକ କ୍ଷମତା ପାକିସ୍ତାନକୁ ପଛରେ ପକାଇଛି ପାକ ପରମାଣୁ ବ୍ଲାକମେଲିଂକୁ…

ନୂଆଦିଲ୍ଲୀ, (ପିଆଇବି) : ଭାରତ-ପାକ ଭିତରେ ଚାରି ଦିନିଆ ଯୁଦ୍ଧ ପରେ ତଥାକଥିତ ଆଣବିକ ଶକ୍ତି ସମ୍ପନ୍ନ ପାକିସ୍ତାନ ଉପରେ ଭାରତ ବିଜୟ ହାସଲ କରିପାରିଛି । ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପାକିସ୍ତାନର କୌଣସି ଆଣବିକ
Read More...

କେନ୍ଦ୍ରୀୟ ବିଦ୍ୟାଳୟ ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ ଏବଂ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ : ଆଠମଲ୍ଲିକରେ…

• ଆଠମଲ୍ଲିକରେ ପ୍ରାୟ ୧୩୯ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ, ଆଠମଲ୍ଲିକରେ ଶିକ୍ଷା ଓ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ ହେବ• କିଶୋରନଗର ବ୍ଲକ ଓସକାପାଲ୍ଲି-କରମଲକଟା ରାସ୍ତାରେ କରମଲକଟା ନାଳ ଉପରେ ସେଉଳ ସେତୁ, ହଣ୍ଡପା-ପଟାପଥର ଭାୟା ବିଲେଇନାଳୀ ରାସ୍ତା,
Read More...

ଅଟଳ ପେନସନ ଯୋଜନା : ଅସଂଗଠିତ କ୍ଷେତ୍ର ପାଇଁ ସୁରକ୍ଷିତ ଅବସର

ନୂଆଦିଲ୍ଲୀ, (ପିଆଇବି) : ଭାରତର ବିଶାଳ ଅସଂଗଠିତ ଶ୍ରମଶକ୍ତି ମଧ୍ୟରେ ବଢିଚାଲିଥିବା ଆୟୁ ଏବଂ ଅବସର ସୁରକ୍ଷାର ଅଭାବ ଭଳି ଦ୍ବୈତ ଚ୍ୟାଲେଞ୍ଜର ମୁକାବିଲା ପାଇଁ, ଭାରତ ସରକାର ୯ ମଇ ୨୦୧୫ ରେ ଅଟଳ ପେନସନ ଯୋଜନା (ଏପିୱାଇ) ଆରମ୍ଭ କରିଥିଲେ ଏବଂ ତାହା ୧ ଜୁନ୍ ୨୦୧୫ରୁ କାର୍ଯ୍ୟକ୍ଷମ ହୋଇଥିଲା
Read More...

ଛତିଶଗଡ଼ ଏବଂ ତେଲଙ୍ଗାନା ସୀମାରେ ନକ୍ସଲ ବିରୋଧୀ ଅପରେସନରେ ଆହତ ସୁରକ୍ଷାକର୍ମୀଙ୍କୁ ଦିଲ୍ଲୀ ଏମସରେ ଭେଟିଛନ୍ତି…

ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀଦେଶ ସେମାନଙ୍କ ଉପରେ ରଖିଥିବା ବିଶ୍ୱାସ ଏବଂ ଆସ୍ଥା ବିଷୟରେ ଜଣାଇଲେ ସ୍ୱରାଷ୍ଟ୍ର ମନ୍ତ୍ରୀଆମର ସୁରକ୍ଷା ବାହିନୀ ନିଜର ବୀରତ୍ୱ ଦ୍ୱାରା ନକ୍ସଲବାଦର ପ୍ରତ୍ୟେକ ଚିହ୍ନକୁ ପୋଛି ଦେଉଛନ୍ତି ନୂଆଦିଲ୍ଲୀ, (ପିଆଇବି) :
Read More...

ପୁରୀରେ ଗଡ଼ିଲା ମୁଣ୍ଡ : ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା

ପୁରୀ : ବାସେଳି ସାହି ଥାନା ଅଧୀନ ମଶାଣି ଚଣ୍ଡୀ ଛକ ରାସ୍ତାରେ ଘଟିଛି ବିଭତ୍ସ ହତ୍ୟା । ମଶାଣି ଚଣ୍ଡୀ କମିଟି ସମ୍ପାଦକ କୁନା ବେହେରା (୪୫)ଙ୍କୁ ଲଙ୍କାଗୁଣ୍ଡ ମାଡ଼କରି ଅତି ବିଭତ୍ସ ଭାବେ ହାଣି ହତ୍ୟା କରାଯାଇଛି । ଗୁରୁବାର ରାତିରେ ଏହି ନାରକୀୟ କାଣ୍ଡ ଘଟିଛି । ହତ୍ୟା ପରେ ଅଭିଯୁକ୍ତ
Read More...

ବ୍ଲକ ଜେଇଙ୍କ ସନ୍ଦେହଜନକ ମୁତ୍ୟୁ : ଏସି ଚଳାଇ ଗାଡ଼ିରେ ଶୋଇଥିଲେ

ବରଗଡ : ବରଗଡ ସ୍ଥିତ ହଳଦୀପାଲି ଛକଠାରେ ବ୍ଲକ ଜେଇଙ୍କ ସନ୍ଦେହଜନକ ମୁତ୍ୟୁ ହୋଇଛି । ଏକ ହୋଣ୍ଡାଇ କ୍ରେଟା ଗାଡିରେ ଏସି ଲଗାଇ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ
Read More...

ନିଖୋଜ ଯୁବକଙ୍କ ମୃତଦେହ ରାୟପୁରରୁ ଉଦ୍ଧାର : ହତ୍ୟା ଅଭିଯୋଗ କରି ପରିବାର ଲୋକଙ୍କ ରାସ୍ତା ଅବରୋଧ

ବେଲପଡା : ମାର୍କେଟିଂ କରିବାକୁ ଯାଇ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ରାୟପୁରର ଏକ ରେଳ ଧାରଣାରେ ମିଳିଛି । ସେପଟେ ତଦନ୍ତ ଓ ମୃତଦେହ ଉଦ୍ଧାର ଦାବି କରି ରାସ୍ତାରୋକ କରାଯାଇଛି । ସୂଚନା ମୁତାବକ, ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ତଲପଡାର ପ୍ରଶାନ୍ତ ନିଆଲ ଗତ ୮ ତାରିଖରୁ ସାଙ୍ଗମାନଙ୍କ
Read More...

ଆସନ୍ତା ୨୬ ଯାଏ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଫର୍ମ ପୂରଣ

କଟକ : ୨୦୨୫ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହୋଇଛି । ଫର୍ମ ପୂରଣ ଶେଷ ତାରିଖ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରହିଛି । ୨୦୨୫ରେ ମାଟ୍ରିକ୍‌ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରି ପରୀକ୍ଷାରେ ଅନୁପସ୍ଥିତ ଥିବା ପ୍ରାର୍ଥୀ, ପରୀକ୍ଷା ଦେଇ ଫେଲ୍‌ ହୋଇଥିବା
Read More...