କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବିଭାଗରୁ ପ୍ରିୟାଂଶୁ କୁମାର ଜଗତ ସମ୍ବଲପୁରୀ ଢ଼ୋଲରେ ବୃତ୍ତି ପାଇବା ପାଇଁ ମନୋନୀତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ପ୍ରିୟାଂଶୁ କୁମାର ଜଗତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବିଭାଗ ଭାରତ ସରକାରଙ୍କ ତରଫରୁ ଓଡ଼ିଶାରୁ କେବଳ ଜଣେ ସମ୍ବଲପୁରୀ ଢ଼ୋଲରେ ବୃତ୍ତି ପାଇବା ପାଇଁ ମନୋନୀତ ହୋଇଛନ୍ତି । ବର୍ତ୍ତମାନ!-->…
Read More...
Read More...