Daily Archives

ବିଷ ଖାଇ ସ୍ୱାମୀ-ସ୍ତ୍ରୀ ଗୁରୁତର

ବୁଗୁଡ଼ା : ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ କଣ୍ଟାବଣି ଗ୍ରାମରେ ଜନୈକ ଦମ୍ପତ୍ତି ବିଷ ଖାଇ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତର ସ୍ୱାମୀ-ସ୍ତ୍ରୀ ହେଲେ ନାରାୟଣ ସାହୁ(୩୬) ଓ କାଜଲ ସାହୁ (୩୦) । ପ୍ରକାଶ ଯେ, ସୁରତରେ କାମ କରୁଥିବା ନାରାୟଣ ଗତ ମାସରେ ଘରକୁ ଆସିଥିଲେ ।
Read More...

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା : ମେ ୨୮ରେ ରାୟ ଶୁଣାଇବେ ଏଡିଜେ କୋର୍ଟ

ପାଟଣାଗଡ଼ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା । ମେ ୨୮ରେ ଆସିବ ରାୟ । ପାଟଣାଗଡ଼ ଏଡିଜେ କୋର୍ଟ ରାୟ ଶୁଣାଇବେ । ଅଭିଯୁକ୍ତ ପୁଞ୍ଜିଲାଲକୁ କଣ ଦଣ୍ଡ ମିଳିବ ଏବେ ତା ଉପରେ ସମସ୍ତଙ୍କର ନଜର ରହିଛି । ପାଟଣାଗଡ଼ ପାର୍ସଲ ବୋମା ମାମଲାରେ ଆଜି ଉଭୟ ପକ୍ଷ ଓକିଲଙ୍କ ଆର୍ଗୁମେଣ୍ଟ ସରିଛି ।
Read More...

ଗୋରୁ ବୋଝେଇ ଗାଡି ଅଟକାଇଲେ ଯୁବକ : ଦଲାଲଙ୍କ ଗାଡିକୁ ଜାଳିଦେଲେ

ସାଲେପୁର : କଟକ ଜିଲ୍ଲା ସାଲେପୁର ବ୍ଲକ ଭିମଦାସପୁର ପଞ୍ଚାୟତ ପଟୁଆହାଟଠାରେ କିଛି ସ୍ଥାନୀୟ ଯୁବକ ଏକ ଗୋରୁ ବୋଝେଇ ଗାଡି ଅଟକ ରଖିଛନ୍ତି । ଦୁଇଟି ଗୋମାତାଙ୍କୁ ଗୋଟେ ଡାଲା ଅଟୋରେ ଯାଉଥିବା ଗାଡିକୁ ଅଟକାଇବାରେ ସଫଳ ହୋଇଥିଲେ ସ୍ଥାନୀୟ ଯୁବକ । ଏହା ସହିତ ଗୋରୁ ଦଲାଲଙ୍କ ଏକ ପଲସର
Read More...

ପୁଅ -ଝିଅକୁ ବିଷ ଦେଇ ବାପା ପିଇଲା ବିଷ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ପାରଳା ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ପୁଅ-ଝିଅକୁ ବିଷ ଦେଇ ବାପା ପିଇଲା ବିଷ । ଏଥିରେ ପୁଅର ମୃତ୍ୟୁ ଘଟିଥିବା ବେଳେ ବାପା ଓ ଝିଅ ଗୁରୁତର ହୋଇଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ପାରଳା ସାହିର ନାନୁ ପାଣିଗ୍ରାହୀ ନିଜ ସାତ
Read More...

ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଲୁଟ୍ ଘଟଣା : ୧୦ଜଣଙ୍କୁ ବାନ୍ଧିଲା ପୁଲିସ

ସୁନ୍ଦରଗଡ଼ : ତଳସରା ଥାନା ଅଧୀନ ବନଡେଗା ଅଞ୍ଚଳରେ ଗତ ମାସରେ ଘଟିଥିବା ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦଫାଶ କରିଛି ପୁଲିସ । ଏହି ଘଟଣାରେ ସମ୍ପୃକ୍ତ ୧୦ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ସେମାନଙ୍କ ଠାରୁ ବନ୍ଧୁକ, ଗୁଳି, ମାଗାଜିନ୍, ୨ବାଇକ୍, ୪ ମୋବାଇଲ ଫୋନ ସହ
Read More...

କମାଲ କଲେ ଶ୍ରେୟାନ୍ସ : ୯୯ ପ୍ରତିଶତ ମାର୍କ ରଖି ବଲାଙ୍ଗିର ପାଇଁ ଆଣିଲେ ଖୁସିର ଖବର

ବଲାଙ୍ଗିର : କମାଲ କଲେ ଶ୍ରେୟାନ୍ସ । ୯୯ ପ୍ରତିଶତ ମାର୍କ ରଖି ବଲାଙ୍ଗିର ପାଇଁ ଆଣିଲେ ଖୁସିର ଖବର । ବଲାଙ୍ଗିର ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶ୍ରେୟାନ୍ସ ହୋତା ସିବିଏସ୍‌ଇ ଦଶମ ଶ୍ରେଣୀ ବୋଡର଼୍ ପରିକ୍ଷାରେ ସର୍ବାଧିକ ୯୯ ପ୍ରତିଶତ ମାର୍କ ରଖି ଜିଲ୍ଲା ପାଇଁ ଗର୍ବ ଓ ଗୌରବ
Read More...

ନୋଏଡା ଏବଂ ବେଙ୍ଗାଲୁରୁରେ ଭାରତର ପ୍ରଥମ ୩ଏନ୍‌ଏମ୍‌ ଚିପ୍ ଡିଜାଇନ୍ କେନ୍ଦ୍ରକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର…

ଭାରତର ସେମିକଣ୍ଡକ୍ଟର ନବସୃଜନରେ ୩ ଏନ୍‌ଏମ୍‌ ଚିପ୍ ଡିଜାଇନ୍ ଏକ ନୂତନ ସୀମା ସ୍ଥାପନ କରିବ : କେନ୍ଦ୍ର ମନ୍ତ୍ରୀ ବୈଷ୍ଣବଭାରତର ଚିପ୍ ଡିଜାଇନ୍ କ୍ଷମତାକୁ ଶକ୍ତିଶାଳୀ କରିବା ପାଇଁ ଉତ୍ତର ପ୍ରଦେଶରେ ପ୍ରମୁଖ ସେମିକଣ୍ଡକ୍ଟର ଡିଜାଇନ୍ କେନ୍ଦ୍ର ସ୍ଥାପନା କରାଯାଇଛି ନୂଆଦିଲ୍ଲୀ,
Read More...

ନୂଆଦିଲ୍ଲୀରେ ଉପରାଜ୍ୟପାଳ କେ. କୈଳାସନଥନଙ୍କ ସହ ପୁଡୁଚେରୀରେ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅଣାଯାଇଥିବା ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଦିଗରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଭଲ କାର୍ଯ୍ୟ କରିଛିକେନ୍ଦ୍ର ଶାସିତ ଅଞ୍ଚଳରେ ନୂତନ ଅପରାଧିକ ଆଇନର ଶୀଘ୍ର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଉପରେ ସ୍ୱରାଷ୍ଟ୍ର
Read More...

ଆଦମପୁର ବାୟୁସେନା ଘାଟିଠାରେ ଦେଶର ସାହାସୀ ବାୟୁବୀର ଏବଂ ସୈନିକଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆମ ଦେଶକୁ ସୁରକ୍ଷା ଦେବାରେ ବାୟୁବୀର ଏବଂ ସୈନିକଙ୍କ ସାହସ ପ୍ରଶଂସନୀୟ : ପ୍ରଧାନମନ୍ତ୍ରୀ'ଭାରତ ମାତା କି ଜୟ' କେବଳ ଏକ ସ୍ଲୋଗାନ ନୁହେଁ, ଏହା ପ୍ରତ୍ୟେକ ସୈନିକର ଶପଥ, ଯିଏ ନିଜ ଦେଶର ସମ୍ମାନ ଏବଂ ମର୍ଯ୍ୟାଦା ପାଇଁ ନିଜ ଜୀବନକୁ ବାଜିରେ ଲଗାନ୍ତି : ପ୍ରଧାନମନ୍ତ୍ରୀଅପରେସନ ସିନ୍ଦୂର
Read More...

ପ୍ରେମ ବିବାହ କରିଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର

ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଘୁଚାପାଲି ଗାଁରେ ଜଣ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ନାଁ କରିଶ୍ମା ଦୀପ (୧୭) । ଗତ ମାର୍ଚ୍ଚ ମାସ ୨ ତାରିଖ ଦିନ
Read More...