Daily Archives

ରାତି ଅଧରେ ଟ୍ରାନ୍ସଫର୍ମର ଚୋରି

ବରଗଡ, (ମୁନ୍ନା ସାହୁ) : ରାତି ଅଧରେ ଟ୍ରାନ୍ସଫର୍ମର ଚୋରି । ସୋମବାର ସକାଳ ୯ଟା ସମୟରେ ଗ୍ରାମବାସୀ ପ୍ରତିକ୍ରିୟା ରଖି ନ୍ୟାୟ ଦାବି ସହ ଚୋର ମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । ସୂଚନା ଅନୁସାରେ ଗତରାତିରେ ବରାହଗୋଡାରେ ଏକ କାର୍ଯ୍ୟକ୍ରମ ଚାଲିଥିଲା । ତେବେ ରାତି ପ୍ରାୟ
Read More...

ବିଶ୍ୱନାଥେଶ୍ୱର ମନ୍ଦିରର ନବଗ୍ରହ ଓ ସିଂହଦ୍ଵାର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଲିଆମାଠାରେ ଥିବା ଶ୍ରୀ ଶ୍ରୀ ବିଶ୍ୱନାଥେଶ୍ୱର ମନ୍ଦିରର ନବଗ୍ରହ ଓ ସିଂହଦ୍ଵାରର ନବନିର୍ମିତ ବିଗ୍ରହ ପ୍ରତିଷ୍ଠା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଉକ୍ତ ଶୈବ ପୀଠର ସିଂହଦ୍ଵାର, ତୋରଣ,
Read More...

ପୌରାଞ୍ଚଳ କୈବର୍ତ୍ତ ସମାଜର ଜଳାଭିଷେକ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ପୌରାଞ୍ଚଳ କୈବର୍ତ୍ତ ସମାଜ ବଲାଙ୍ଗିର ତରଫରୁ ଖୁଜେନ୍ ପାଲି ସ୍ଥିତ ଶ୍ରୀ ଧବଳେଶ୍ୱର ମନ୍ଦିରରେ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି । ସମାଜର ଉନ୍ନତି ସହ ସମସ୍ତ ପରିବାରର ଉନ୍ନତି କାମନା କରି ଏହି ଜଳାଭିଷେକ କରାଯାଇଛି । ବିଭିନ୍ନ ପ୍ରକାରର ସମାଜ ସେବା
Read More...

ବୈଶାଖ ମେଳା ବିଶ୍ୱଶାନ୍ତି ମହାଯଜ୍ଞ ପୂଣ୍ଣାହୁତି : ୧ଲକ୍ଷ ୨୫ହଜାର ବୀଜ ମନ୍ତ୍ରଜପ ସହ ୧୨ ହଜାର ଆହୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ପୀଠରେ ବୈଶାଖ ମେଳା ସୋମବାର ବିଶ୍ୱଶାନ୍ତି ମହାଯଜ୍ଞ ପୂଣ୍ଣାହୁତି ପଡିବା ସହ ୫ ଦିନରେ ୧ଲକ୍ଷ ୨୫ହଜାର ବୀଜ ମନ୍ତ୍ର ଜପ ସହ ୧୨ ହଜାର ଆହୁତି ଦିଆଯାଇଛି । ଶେଷ
Read More...

ବୈଶାଖ ମେଳାରେ ଷଷ୍ଠ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ପ୍ରଭୁ ଶ୍ରୀ ଶ୍ରୀ ମାର୍ଜାର କେଶରୀ ଜନ୍ମୋତ୍ସବ ପାଳନ ଅବସରରେ ଷଷ୍ଠ ସନ୍ଧ୍ୟାରେ ବୈଶାଖ ମେଳା କମିଟି ତରଫରୁ ଆୟୋଜିତ ସାଂସ୍କୃତିକ ମଞ୍ଚ ଢୋଲ ନିଶାନ ଆଦି ବାଦ୍ୟର ତାଳେ ତାଳେ ଦୁଲକି ଥିଲା । ଯାତ୍ରାକୁ
Read More...