Daily Archives

ରାଧାକୃଷ୍ଣ ମନ୍ଦିରରେ ଅଷ୍ଟମପ୍ରହରୀ ନାମଯଜ୍ଞ

ରାଉରକେଲା, (କେପିଏନ୍‌ଏସ୍‌) : ଫର୍ଟିଲାଇଜର ସ୍ଥିତ ଲାଲ ଟାଙ୍କୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟ୍ରପ୍ରହରୀ ନାମଯଜ୍ଞ ମହାଆଡମ୍ବରରେ ଆୟୋଜିତ ହୋଇଯାଇଛି । ଏହି ନାମଯଜ୍ଞ ପାଇଁ ମେ ୯ ତାରିଖ ଦିନ ଆଂଚଳର ବାସିନ୍ଦାମାନେ ତରକେରା ନଦୀ ଘାଟରୁ ଜଳ ଉଠାଇ କଳସ ଶୋଭାଯାତ୍ରା କରି
Read More...

ମହାବୀର ରାମନାଟ୍ୟ ଶିଶୁ କଳାପରିଷଦ ପକ୍ଷରୁ ରାମଲୀଳା ପରିବେଷଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ (ଘୋରଡ଼ିଆ ) ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ସୋମନାଥ ଦେବଙ୍କ ମିନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ମହାବୀର ରାମନାଟ୍ୟ ଶିଶୁ କଳା ପରିଷଦ ପକ୍ଷରୁ ସୀତା ନବମୀଠାରୁ ସପ୍ତାହ ବ୍ୟାପୀଯଜ୍ଞ ଓ ରାମନାଟକ
Read More...

ସ୍ମାର୍ଟ୍ ୱାଟର ଷ୍ଟେସନ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଏକ ସ୍ମାର୍ଟ ୱାଟର ଷ୍ଟେସନ ପାଠାଗାର ସମ୍ମୁଖରେ ଉଦଘାଟିତ ହୋଇଯାଇଛି । ବିଶ୍ୱ ମାତୃ ଦିବସ ଉପଲକ୍ଷେ ଭାଇବ୍ରାଣ୍ଟର ସଭାପତି ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ରଙ୍କ
Read More...

କବିତା : ଛାଡି ଗଲାବେଳେ

ନୀଳାଦ୍ରି ମହାପାତ୍ର ନିଜର ଲୋକଟିକୁଛାଡି ଗଲାବେଳେ,ନା ପାଦ ଉଠୁଥାଏ ମାଟିରୁନା କଥା ବାହାରୁଥାଏ ପାଟିରୁଛାତି ଭିତରେ ଜମାଟ ବାନ୍ଧିଥିବାଲୁହଗୁଡାନା ଗଡିପାରୁଥାଏ ଆଖିରୁ । ଗୋଟେ ଅଜଣା ଆକର୍ଷଣଭିଡି ଧରୁଥାଏହୃତପିଣ୍ଡର କମ୍ପନଆଗରେ ଥିବା ଅଚିହ୍ନା ହାତ,ଗଛ, ଲତା, ପଶୁ, ପକ୍ଷୀଏମିତିକି
Read More...

ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜିତ

ଜୟପୁର, (କେପିଏନ୍‌ଏସ୍‌) : ସାରା ଓଡ଼ିଶାରେ ଗ୍ରୀଷ୍ମ କାଳରେ ରକ୍ତ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ ଓଡ଼ିଶା ରକ୍ତଦାତା ମହାସଂଘର ଆହ୍ୱାନ କ୍ରମେ ପ୍ରତିମା ଅମ୍ବିକା ଟ୍ରଷ୍ଟ ଜୟପୁରଙ୍କ ଦ୍ୱାରା ବାରିଣିପୁଟ ଉଚ୍ଚ ମାଧ୍ୟମିକ ସ୍କୁଲରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।
Read More...

ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍ ଧକ୍କାରେ ଜଣେ ମୃତ

ଠାକୁରମୁଣ୍ଡା : ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଗୋଡଭଙ୍ଗା ଘାଟିରେ ଇର୍ଟିଗା କାରକୁ ଧକ୍କା ଦେଇ ଚମ୍ପଟ ମାରିଲା ଗ୍ୟାସ ସିଲିଣ୍ଡର ଟାଙ୍କି ବୋଝେଇ ଟ୍ରକ । ପ୍ରକାଶ ଯେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଶାଳପଡା ଗ୍ରାମର ଜ୍ୟୋସ୍ନାରାଣୀ ମହାପାତ୍ର(୬୨)ପୁଅ ରବିନାରାୟଣ ମହାପାତ୍ର( ୩୦)
Read More...

୪୩ ଡିଗ୍ରୀ ତାପମାତ୍ରାରେ ସହଯୋଗ ଫାଉଣ୍ଡେସନ ଦ୍ୱାରା ୫୦ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂସ୍ଥା ସହଯୋଗ ଫାଉଣ୍ଡେସନ ତାଙ୍କ ସେବା ମନୋଭାବକୁ ପୁଣିଥରେ ପ୍ରମାଣିତ କରିଛନ୍ତି । ୧୦ ମେ ୨୦୨୫ ରେ ୪୩ ଡିଗ୍ରୀ ତାପମାତ୍ରାରେ ଏକ ବୃହତ ରକ୍ତଦାନ ଶିବିର ଆୟୋଜିତ କରି ୫୦ ଇୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଶ୍ରୀ ପବିତ୍ର
Read More...

ସାହିତ୍ୟ ପତ୍ରିକା ଉଚ୍ଚାଙ୍ଗ ସାହିତ୍ୟର ସ୍ୱର “ସ୍ରୋତସ୍ୱତୀ”ର ଖରା ସଂଖ୍ୟା ଲୋକାର୍ପିତ : ନିର୍ଲିପ୍ତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ସ୍ୱୟଂସିଦ୍ଧ କଳା ହେଉଛି କବିତା । ଧାଡିଟିଏ ଭିତରେ, ଧାଡିଟିଏ ପାଇଁ ଯୁଗ ଟିଏ ଅପେକ୍ଷା କରିବାକୁ ପଡିଥାଏ । କବିତାର କଲ୍ଲୋଳ ସେତେବେଳେ ପ୍ରବାହିତ ହୁଏ,ଯେତେବେଳେ ଅନୁଭବର ଅନନ୍ୟତାରେ କବିପ୍ରାଣ ଆପ୍ଳୁତ ହୁଏ । ଆଜି ଅନୁଭବର ଅଭାବ ହିଁ କବିତାକୁ,
Read More...

ରଚନା ଉତ୍ସବ – ୨୦୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ 'ରଚନା'ର ବାର୍ଷିକ ଉତ୍ସବ ସ୍ଥାନୀୟ ସାମ୍ବାଦିକ ଭବନରେ ପାଳିତ ହୋଇଯାଇଛି । 'ରଚନା'ର ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ
Read More...

ରୁଷୁଡ଼ାରେ ସିଦ୍ଧେଶ୍ୱର ବାବାଙ୍କ ଦିବ୍ୟଲିଙ୍ଗ ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ରୁଷୁଡା ଗାଁରେ ଶ୍ରୀ ଶ୍ରୀ ସିଦ୍ଦେଶ୍ୱର ବାବାଙ୍କ ଦିବ୍ୟଲିଙ୍ଗ ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଗୁରୁବାର ଦିନ ମହିଳାମାନଙ୍କ ଦ୍ୱାରା ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ
Read More...