Monthly Archives

March 2025

ଅନିଶ୍ଚିତତା ଭରା ବିଶ୍ୱରେ ଆମ ନୀତି ଏବଂ ଅଭ୍ୟାସଗୁଡ଼ିକର ଏକ ବ୍ୟାପକ ଢାଞ୍ଚା ରହିବା ଆବଶ୍ୟକ : ଡକ୍ଟର ପି.କେ. ମିଶ୍ର

● ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ସରକାର ‘ଆତ୍ମନିର୍ଭର’ ହେବା ଉପରେ ଧ୍ୟାନ ଦେଇ କୋଭିଡ-୧୯ ମହାମାରୀ, ୟୁକ୍ରେନ-ରୁଷ ବିବାଦ ଏବଂ ପଶ୍ଚିମ ଏସିଆ ସଙ୍କଟ କାରଣରୁ ଉପୁଜିଥିବା ଅସ୍ଥିର ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିଥିଲେ● ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ
Read More...

ଆତ୍ମନିଯୁକ୍ତି ତାଲିମ ଶିବିର ଉଦ୍‌ଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୁରୋମୁଣ୍ଡା ଗ୍ରାମର କମ୍ୟୁନିଟି ସେଣ୍ଟର ଠାରେ ସୁବର୍ଣ୍ଣପୁର ଷ୍ଟେଟ ବ୍ୟାଙ୍କ ଗ୍ରାମିଣ ଆତ୍ମନିଯୁକ୍ତି ଶାଖା ଦ୍ୱାରା ଆୟୋଜିତ ସାଧାରଣ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଥିବା ସୂଚନା ମିଳିଛି । ଉକ୍ତ
Read More...

ବାଲ୍ୟ ବିବାହ ରୋକିଲା ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ଗାଁରେ ବାଲ୍ୟ ବିବାହ ହେବାକୁ ଥିବା ନେଇ ସୂଚନା ପାଇବା ପରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହ ଦେଓଗାଁ ବ୍ଲକ ପ୍ରଶାସନ ଓ ଦେଓଗାଁ ପୁଲିସର ମିଳିତ ଉଦ୍ୟମରେ ସେହି ବାଲ୍ୟ ବିବାହକୁ ରୋକା ଯାଇଥିବା ଜଣାପଡିଛି । ରବିବାର
Read More...

ନିର୍ଝରିଣୀ ତରଫରୁ ଆଲୋଚନା ଚକ୍ର ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ରାଣୀପୁର ଝରିଆଲରେ ଅନୁଷ୍ଠିତ ହେଉଥିବା ଶିବରାତ୍ରୀ ଓ ଚଉଷଠୀ ଯୋଗିନୀ ମହୋତ୍ସବ ଅବସରରେ କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ଆଲୋଚନା, ସମ୍ବର୍ଦ୍ଧନା ଓ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କ
Read More...

ସୁଟ୍‌କେଶରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ

ହରିୟାଣା : ରୋହତକରୁ ଏକ ଚାଞ୍ଚଲ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ସୁଟ୍‌କେଶ ଭିତରୁ ଉଦ୍ଧାର ହୋଇଛି ଜଣେ କଂଗ୍ରେସ ନେତ୍ରୀଙ୍କ ମୃତଦେହ । ସୁଟ୍‌କେଶଟି ସହରର ଏକ ବସଷ୍ଟାଣ୍ଡ ନିକଟରେ ପଡିଥିଲା । ଏହାକୁ ଖୋଲିବାରୁ ଭିତରୁ ମିଳିଥିଲା ମୃତଦେହ । ମୃତକ ୨୨ ବର୍ଷୀୟା ହିମାନୀ ନରୱାଲ ବୋଲି
Read More...

ଅଧାବାଟରୁ ସୁନା ଭର୍ତ୍ତି ବ୍ୟାଗ୍ ଲୁଟି ନେଲେ ଲୁଟେରା

ଯାଜପୁର : ଯାଜପୁର ଧର୍ମଶାଳା ଥାନା ଅଧୀନ ନରସିଂହପୁର ନିକଟରେ ସୁନା ବ୍ୟବସାୟୀଙ୍କଠୁ ସୁନା ଲୁଟି ନେଲେ ଦୁର୍ବୃତ୍ତ । ଲୁଟ୍‌ ସଂପର୍କରେ ଖବର ପାଇ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । ଉପେନ୍ଦ୍ର ସାହୁ ସୁନା ଦୋକାନ କରିଥିବା ବେଳେ କାମ ସାରି ରାତିରେ ଘରକୁ ଫେରୁଥିଲେ ।ସେହି ସମୟରେ
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ସମ୍ମିଳନୀ କକ୍ଷରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ତତ୍ତ୍ଵାବଧାନରେ ପଦାର୍ଥ ବିଜ୍ଞାନ ବିଭାଗ ଓ Brick institutes of life sciences ଭୁବନେଶ୍ୱର ର ମିଳିତ ଉଦ୍ୟମରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି ।
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାଂସ୍କୃତିକ ଦଳର ଉତ୍ତର ପ୍ରଦେଶ ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବାହ୍ନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକ ୧୮ ଜଣିଆ ସାଂସ୍କୃତିକ ଦଳ ୟୁପି ଗ୍ରସ୍ଥ କରିଛନ୍ତି । ନୋଇଡାଠାରେ ଥିବା ଆମିଟି ବିଶ୍ୱବିଦ୍ୟାଳୟରେ ଆସନ୍ତା ୩ ଠାରୁ ୭ ମାର୍ଚ୍ଚରେ ଆୟୋଜିତ ଆନ୍ତଃ ବିଶ୍ୱବିଦ୍ୟାଳୟ ଜାତୀୟ ୟୁବ ମହୋତ୍ସବରେ ଯୋଗଦେବେ
Read More...

ଆସନ୍ତା ମାର୍ଚ୍ଚ ୮ ତାରିଖରେ ହେବାକୁ ଯାଉଛି ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ମାର୍ଚ୍ଚ ୮ ତାରିଖ ଶନିବାର ଦିନ ବଲାଙ୍ଗିର, ପାଟଣାଗଡ, ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସଇଁତଳା, ମୁରିବାହାଲ ଓ ବଙ୍ଗୋମୁଣ୍ଡା ଅଦାଲତ ପରିସର ଓ ଜିଲ୍ଲାର ସମସ୍ତ ରାଜସ୍ୱ ବିଭାଗ ତଥା ରାଷ୍ଟ୍ରୟତ ବ୍ୟାଙ୍କ, ଜିଲ୍ଲା ଶ୍ରମ ବିଭାଗ,
Read More...

୫ ଘଣ୍ଟା ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ଜନ ଅସନ୍ତୋଷ ବୃଦ୍ଧି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସଦର ବିଦ୍ୟୁତ୍ ସବ-ଡିଭିଜନ ଅନ୍ତର୍ଗତ ପୋଡ଼ାପଦର ପଞ୍ଚାୟତରେ ଶନିବାର ଅପରାହ୍ନ ୪ଘଣ୍ଟା ୩୦ ମିନଟ୍ ଠାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା । ପ୍ରକାଶ ଥାଉକି, କୌଣସି ଅସୁବିଧା ବଶତଃ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିବା
Read More...