Monthly Archives

November 2024

ବେକରେ ରଶି ଲଗାଇ ଝୁଲି ପଡିଲେ ଦମ୍ପତି : ମୋବାଇଲ ପାଇଁ ଚାଲିଗଲା ୨ ଜୀବନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପାରିବାରିକ କଳହର କରୁଣ ପରିଣତି ନେଇଛି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ । ମୋବାଇଲ ବନ୍ଧା ରଖିବାକୁ ନେଇ ବଚସା ପରେ ସ୍ତ୍ରୀଙ୍କ ନିଜ ଘରେ ଆତ୍ମହତ୍ୟା । ତେବେ ସ୍ତ୍ରୀ ଆତ୍ମହତ୍ୟା କରିବା ଦେଖି ସ୍ୱାମୀ ସ୍ତ୍ରୀଙ୍କୁ ବଞ୍ଚେଇବାକୁ ଉଦ୍ୟମ କରି
Read More...

ମୂଲ୍ୟବୋଧଭିତ୍ତିକ ଶିକ୍ଷା ହିଁ ଶୃଙ୍ଖଳିତ ଚରିତ୍ର ଗଠନର ମୂଳଆଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୈତିକ ଓ ମୂଲ୍ୟବୋଧଭିତ୍ତିକ ଶିକ୍ଷା ହିଁ କୋମଳମତି ଛାତ୍ରଛାତ୍ରୀଙ୍କ ଶୃଙ୍ଖଳିତ ଚରିତ୍ର ଗଠନର ମୂଳଆଧାର ଓ ତଦନୁଯାୟୀ ଅଭିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସେମାନଙ୍କୁ ପ୍ରାରମ୍ଭରୁ ଗଢ଼ି ତୋଳିବାକୁ ଏବଂ ପିଲାମାନେ ମଧ୍ୟ ସେହି ଅନୁସାରେ ଆପେ ଆପେ
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳନ ହୋଇଯାଇଛି । ବିଶ୍ୱରେ ଦାର୍ଶନିକ ଓ ସମୀକ୍ଷାତ୍ମକ ଚିନ୍ତନକୁ ସକଳ ବିଦ୍ୟାର ଆଧାର ରୂପେ ଗୃହୀତ କରାଯାଇଛି । ତେଣୁ ପ୍ରତିବର୍ଷ ଯୁନେସ୍କୋ ପକ୍ଷରୁ
Read More...

ଘରେ ଘରେ ପୂଜା ପାଇଲେ ମାଁ ଲକ୍ଷ୍ମୀ ଠାକୁରାଣୀ

ରାଉରକେଲା, (ସସ୍ମିତା ପ୍ରଧାନ) : ମାଣବସା ଗୁରୁବାର ଓଷା ଓଡ଼ିଶାରେ ପାଳିତ ହେଉଥିବା ଏକ ପ୍ରମୁଖ କୃଷିଭିତ୍ତିକ ପାର୍ବଣ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲାର ପୁରପଲ୍ଲୀରେ ମଧ୍ୟ ଏହାର ବେଶ ମହତ୍ତ୍ୱ ରହିଛି । ତେଣୁ ଆଜି ମାର୍ଗଶିର ମାସ ପ୍ରଥମ ଗୁରୁବାର ଅବସରରେ
Read More...

ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ୨୦୨୪-୨୫ ଶିକ୍ଷା ବର୍ଷର ପୋଷାକ ବିତରଣ ଉତ୍ସବ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରିୟବ୍ରତ ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା ଏନ୍‌.ଏ‌.ସିର
Read More...

କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଲି ଭାଷାର ଏକ ଅନନ୍ୟ ପତ୍ରିକା ‘ମୁହୁରି’ ପ୍ରକାଶନ ପାଇଁ କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ, ବଲାଙ୍ଗିରର ଏକ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଛି । ଡ. ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପରିଚାଳନା ସଂପାଦକ ମଧୁସୁଦନ
Read More...

ଆଦାନୀ କମ୍ପାନୀର ପଦକ୍ଷେପକୁ ନେଇ ଲୋକଙ୍କ ଭିତରେ ଚର୍ଚ୍ଚା : ଭୁଆଁ ବୁଲାଇ ଜମି ହଡପ୍‌

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଏବେ ସାରା ଓଡ଼ିଶାରେ ଆଦାନୀର ଜମି କିଣା ବିଷୟ ଚାଂଚଲ୍ୟ ସୃଷ୍ଟି କରିଛି । ଲୋକଙ୍କ ସରକାର, ଗରିବଙ୍କ ସରକାର କହୁଥିବା ବିଜେପି ସରକାର ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରି ଶାସନ କରୁଥିବା ବେଳେ ବର୍ତ୍ତମାନ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ସରକାର
Read More...

ଏଣିକି ଜିଲ୍ଲା ପ୍ରଶାସନ ଗାଈର ଯତ୍ନ ନେଉ, ଗୋଶାଳା ନୁହେଁ

ହରଭଙ୍ଗା, (କେପିଏନ୍‌ଏସ୍‌) : ଗୋମାତାଙ୍କ ସୁରକ୍ଷା ଓ ଯତ୍ନ ନେଇ ବୌଦ୍ଧ ଜିଲ୍ଲାରେ ଏକମାତ୍ର ଗୋଶାଳା ରହିଥିବା ବେଳେ ଜିଲ୍ଲାର ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦାନ୍ତପାଲି ଗ୍ରାମରେ ରହିଛି ଏହି ମାହେଶ୍ୱରୀ ଗୋଶାଳା । ସରକାରଙ୍କ ପକ୍ଷରୁ ଉକ୍ତ ଗୋଶାଳାକୁ ଗୋରୁଗାଈଙ୍କ ଥଇଥାନ ପାଇଁ ୨୦୨୨/୨୩
Read More...

ବିଶ୍ୱ ଟେଲିଭିଜନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଅେ) : ୧୯୯୬ରେ, ମିଳିତ ଜାତିସଂଘର ସାଧାରଣ ସଭା ନଭେମ୍ବର ୨୧କୁ ବିଶ୍ୱ ଟେଲିଭିଜନ ଦିବସ ଘୋଷଣା କଲା । ମିଳିତ ଜାତିସଂଘ ଟେଲିଭିଜନ ଦିବସ ପାଳନ କୌଣସି ନିଷ୍ପତ୍ତି ନେବା ଉପରେ ଅଧିକ ପ୍ରଭାବ ପକାଇବା ସହିତ ମନୋରଞ୍ଜନ ଶିଳ୍ପ ପାଇଁ ଅଗ୍ରଦୂତ ଭାବରେ ସ୍ୱୀକୃତି
Read More...

୨୦ ହଜାର ଟଙ୍କାରେ ୯ ଦିନର ଏକ ନବଜାତ ଶିଶୁକନ୍ୟାକୁ ଆନ୍ଧ୍ରପ୍ରଦେଶର ଏକ ଦମ୍ପତିକୁ ବିକ୍ରି ଅଭିଯୋଗ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ୨୦ ହଜାର ଟଙ୍କାରେ ୯ ଦିନର ଏକ ନବଜାତ ଶିଶୁକନ୍ୟାକୁ ଆନ୍ଧ୍ରପ୍ରଦେଶର ଏକ ଦମ୍ପତିକୁ ବିକି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସହରରର ନୂଆପଡ଼ା ବସ୍ତିରେ ଏହି ଘଟଣା ଜିଲ୍ଲାବ୍ୟାପୀ ଚାଞ୍ଚଲ୍ୟ
Read More...