Daily Archives

ଚଳନ୍ତା ଟ୍ରେନ୍‌ରେ ଚଢିବା ସମୟରେ ଅଘଟଣ : କରବା ଏକ୍ସପ୍ରେସ୍‌ରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁ କନ୍ୟା…

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଚଳନ୍ତା ଟ୍ରେନ୍‌ରେ ଚଢିବା ବେଳେ ଅଘଟଣ । କରବା ଏକ୍ସପ୍ରେସ୍‌ରେ ଚାପି ହୋଇ ମା' ଓ ୪ ବର୍ଷର ଶିଶୁ କନ୍ୟା ଗୁରୁତର । ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ଼ ରେଳ ଷ୍ଟେସନ୍‌ରେ ଅଘଟଣ । ଚଳନ୍ତା ଟ୍ରେନ୍‌ରେ ଚଢିବା ସମୟରେ ଏହି ଅଘଟଣ ଘଟିଛି । କରବା
Read More...

ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ନାମରେ ସଙ୍ଗୀନ ଆରୋପ ଆଣିଲେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କବି ସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନଙ୍କ ବିସ୍ଫୋରକ ବୟାନ ଆଣିଛନ୍ତି । ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ନାଁରେ ସଂଗୀନ ଆରୋପ ଆଣିଲେ ଲତିକା । ରଞ୍ଜିତା ସାହୁ ବିଭୀଷଣ ସାଜି ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କୁ ହରାଇଥିବା କହିଲେ
Read More...

ନିଖୋଜ ଥିବା ନାବାଳକର ମୃତଦେହ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନିଖୋଜ ଥିବା ୧୧ ବର୍ଷୀୟ ବାଳକର ମୃତଦେହ ଝଳିଆଲିଟି ଗ୍ରାମ ନିକଟରେ ଥିବା ଡୁଙ୍ଗରି ପାଖରୁ ଉଦ୍ଧାର ହୋଇଥିବା ଭଳି ଲୋମହର୍ଷଣକାରୀ ଘଟଣା ଆଜି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ୧୭ ତାରିଖ ଗୁରୁବାର ଦିନ ଲାଠୋର ଥାନାରେ ଜଲପାଖେଲ ଗ୍ରାମର
Read More...

ଅବକାରୀ କନେଷ୍ଟବଳ ସବ୍ୟସାଚୀ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ୭ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅବକାରୀ କନେଷ୍ଟବଳ ସବ୍ୟସାଚୀ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ବୁଧବାର ଦିନ ପୋଲିସ ୭ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ତୁମ୍ବେଶ୍ୱର୍ ପାତ୍ର, ରଞ୍ଜିତ ପଟ୍ଟନାୟକ, ସମୀର ପ୍ରଧାନ, ସୁମନ ମହାପାତ୍ର, ଲକ୍ଷ୍ମୀନାରାୟଣ ବେହେରା ଓ ରମେଶ ପାତ୍ରଙ୍କୁ
Read More...

ବିଶ୍ୱ ମେନୋପୋଜ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଇଡିଆ) : ପ୍ରତିବର୍ଷ ୧୮ ଅକ୍ଟୋବରରେ 'ବିଶ୍ୱ ମେନୋପୋଜ୍ ଦିବସ' ବା 'ବିଶ୍ଵ ମହିଳାଙ୍କ ରଜ ନିବୃତ୍ତି ସମ୍ବନ୍ଧୀୟ ଦିବସ' ଅନୁଷ୍ଠିତ ହୋଇଥାଏ । ମେନୋପୋଜ୍ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆନ୍ତର୍ଜାତୀୟ ମେନୋପୋଜ୍ ସୋସାଇଟି (ଆଇଏମ୍ଏସ୍) ଏବଂ ବିଶ୍ୱ
Read More...

ମହାବୀର ପଞ୍ଚାୟତି ଧର୍ମଶାଳାରେ ଟିଟିଲାଗଡ଼ ଲାୟନ୍ସ କ୍ଲବର ଚାର୍ଟର ଡେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ୧୯୭୯ ମସିହା ଅକ୍ଟୋବର ମାସ ୧୭ ତାରିଖରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ଆରମ୍ଭ ହୋଇଯାଇଛି । ଡ. ସୋମନାଥ ମିଶ୍ର ପ୍ରଥମ ଚାର୍ଟର ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ । ଚଳିତ ବର୍ଷ ଏହି ଲାୟନ୍ସ କ୍ଲବ ୪୫ ବର୍ଷରେ ପଦାର୍ପଣ କରିଥିବା ବେଳେ ଗୁରୁବାର
Read More...

ସୁବର୍ଣ୍ଣପୁରରେ ଛତୁଆ ମହା ଦୁର୍ନୀତି ଅଭିଯୋଗ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ଛତୁଆ ମହା ଦୁର୍ନୀତି ହେବାର ଅଭିଯୋଗ ହୋଇଛି । ଏପରି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଛତୁଆର ମାନ ଓ ଗୁଣବତ୍ତା ତଥା ଓଜନ ନିମ୍ନମାନର ରହିଥିବା ସହ ଛତୁଆ ପ୍ୟାକେଟରେ ପ୍ରସ୍ତୁତି ଓ ଅବଧି ସମାପ୍ତି ତାରିଖ
Read More...

କୋଟଗଡ ବନାଞ୍ଚଳରେ ବାଘ ଆତଙ୍କ : ଲୋକେ ଭୟଭୀତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ବନାଞ୍ଚଳର ସାର୍ତ୍ତୁଲ ପଞ୍ଚାୟତରେ ଗତ କିଛିଦିନ ହେଲା ବାଘ ଆତଙ୍କ ଯୋଗୁଁ ଲୋକେ ଭୟରେ ଘରୁ ପଦାକୁ ବାହାରୁନଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ଉକ୍ତ ଗ୍ରାମର
Read More...

ଲକ୍ଷ୍ମୀ ମୂର୍ତ୍ତି ବିସର୍ଜନ ପୂର୍ବରୁ ଅସ୍ଥାୟୀ ପୋଖରୀକୁ ସଫା କରିବା ପାଇଁ ବିଧାୟକଙ୍କ ପରାମର୍ଶ

ରାଉରକେଲା, (ସସ୍ମିତା ପ୍ରଧାନ) : ନିକଟରେ ସଦ୍ୟ ସମାପ୍ତ ହୋଇଥିବା ଦୁର୍ଗାପୂଜାର ସମସ୍ତ ମେଢ଼ ବିସର୍ଜନ ପାଇଁ ବାଲୁଘାତ ନିକଟରେ ନିର୍ମିତ ଅସ୍ଥାୟୀ ପୋଖରୀ ସ୍ଥଳକୁ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମାଁ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ଦିନ ପରିଦର୍ଶନରେ ଯାଇଥିଲେ । ସେଠାରେ
Read More...