Daily Archives

ବରଗଡ଼ କ୍ୟାନ୍ସର ହସ୍ପିଟାଲ ସ୍ୱପ୍ନ କେବେ ସାକାର ହେବ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ ଖୋଲିଛି ସତ ହେଲେ କୌଣସି ସୁବିଧା ନଥିବା ଯୋଗୁଁ ଏହାର ଉଦ୍ଦେଶ୍ୟ ସାଧିତ ହୋଇପାରୁ ନଥିବା ଅଭିଯୋଗ କରି ବରଗଡ଼ ସିଟିଜେନ୍‌ ଫୋରମ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଯେଉଁ
Read More...

ଗଞ୍ଜାମ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ସମାବେଶ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମ୍‌ ଠାରେ ସୁଭଦ୍ରା ଯୋଜନା ସମ୍ପର୍କିତ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ
Read More...

ଅବକାରୀ ବିଭାଗ ପକ୍ଷରୁ ପାତଳପଡା ଓ ଡଙ୍ଗାବାଞ୍ଜି ଗ୍ରାମରୁ ୨୬ ଲିଟର ଚୋରା ଦେଶୀ ମଦ ଜବତ କରି ୨ ଜଣଙ୍କୁ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଅପମିଶ୍ରିତ ଚୋରା ଦେଶୀ ଓ ବିଦେଶୀ ମଦ କୁଚିଆ ମଦକୋଠୀ କରି ମହଜୁଦ ରଖି ଖୁଲ୍ଲମ ଖୋଲା ଚଢ଼ା ଦରରେ ବିକ୍ରି ଚାଲିଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ଏହି ଅଭିଯୋଗ ଆଧାରରେ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ
Read More...

ସୁଭଦ୍ରା ହିତାଧିକାରୀମାନଙ୍କୁ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୪ତମ ଜନ୍ମଦିବସରେ ଭୁବନେଶ୍ଵରର ଜନତା ମଇଦାନଠାରେ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀମାନଙ୍କୁ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି । ଆଜି ଏହି କାର୍ଯ୍ୟକ୍ରମକୁ ପୁରୀ
Read More...

ବ୍ଲକ ପ୍ରଶାସନର ଆକଳନ ଠାରୁ ଅଧିକ ମହିଳାଙ୍କ ସମାଗମ

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେର୍ବତ୍ତା) : ସୁଭନ୍ଦ୍ରା ଯୋଜନା ପାଇଁ କିଛି ଦିନ ହେବ ବୈପାରିଗୁଡା ବ୍ଲକର ବିଭିନ୍ନ ଆଧାର କେନ୍ଦ୍ରରେ ପ୍ରବଳ ଗହଳି ଲାଗିରହିଥିବା ବେଳେ ଆଜି ତାଠାରୁ ଅଧିକ ମହିଳାଙ୍କ ସମାଗମ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଗୌଡସାହି ପାଖ ରାବଣ ପଡିଆ ଠାରେ ବ୍ଲକ
Read More...

ମ.ରାମପୁର ବ୍ଲକରେ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ

ମ.ରାମପୁର, (ପି.କେ. ସାହୁ) : ରାଜ୍ୟର ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି । ଜନତା ମଇଦାନରେ ବିଶାଳ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ନକଆଉଟ ଫୁଟବଲ ସପ୍ତମ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ୧୩ ଗୋଟି ପଡିଆରେ ୧୩ଟି ଖେଳ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ମିନି ଷ୍ଟାଡିୟମରେ ମନହିରା ୨-୧ ଗୋଲରେ ଅମାମୁଣ୍ଡାକୁ ହରାଇଛି । ହଲଦି ପଡିଆରେ ଇବିଏଫ୍‌ଏ ହଲଦି ଟ୍ରାଇବ୍ରେକର ୩-୨ ଗୋଲରେ ତୁର୍ଲାକୁ ହରାଇଛି ।
Read More...

ଭବ୍ୟ ଆୟୋଜନ ମଧ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି । ମହିଳା ମାନଙ୍କ ସ୍ୱାଭିମାନ ଓ ଆର୍ଥିକ ବିକାଶ ଦୃଷ୍ଟିରୁ ଏହି ଐତିହାସିକ ଯୋଜନାର ଶୁଭାରମ୍ଭ ଅବସରରେ ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରେ
Read More...

ସଇଁତଲାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଓ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରେଲୱେ ଷ୍ଟେସନ ପଡିଆଠାରେ ମଙ୍ଗଳବାର ବିଜେପି ସରକାର ସୁଭଦ୍ରା ଯୋଜନା ମହିଳାମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଲୋକାର୍ପଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ
Read More...

ମହୁମାଛି ଆକ୍ରମଣରେ ୩ ଗୁରୁତର : ଅନେକ ଆହତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ବ୍ଲକରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ସମୟରେ ଅଘଟଣ । ମହୁମାଛି ଆକ୍ରମଣରେ ୩ ଗୁରୁତର ଅନେକ ଆହାତ । କାର୍ଯ୍ୟକ୍ରମ ଚାଲିଥିବା ବେଳେ ନିକଟରେ ଥିବା ଶିମିଳି ଗଛରେ ବସା ବାନ୍ଧି ଥିବା ମହୁମାଛି କୌଣସି କାରଣରୁ ବାହାରି ସଭାସ୍ଥଳରେ
Read More...