Daily Archives

ରୋଗର ଚିକିତ୍ସା ପାଇଁ ରୋଗୀର ଆକୁଳ ନିବେଦନ

ନବରଙ୍ଗପୁର, (କେପିଏନ୍‌ଏସ୍‌) : ରୋଗଶଯ୍ୟାରେ ଭେଣ୍ଡିଆ ପୁଅ, ନା ଧନ ଅଛି ନା ଦେହରେ ବଳ ଅଛି । କଙ୍କାଳ ସାର ଦେହ, ବଡ଼ ଅସହାୟ ଅବସ୍ଥା । ନାମ - ମୁକୁନ୍ଦି ବିଷୋୟୀ, ଗ୍ରାମ - ଫଟାଗୁଡା ବ୍ଲକ - ତେନ୍ତୁଳୀଖୁଣ୍ଟି, ଜିଲ୍ଲା - ନବରଙ୍ଗପୁର । ଘରେ ଅବଳା ସ୍ତ୍ରୀ ଓ ଛୋଟ ଛୁଆ । ଆଉ ପରିବାର
Read More...

ବିଟାବନ୍ଧର ପୂର୍ବ ସରପଞ୍ଚଙ୍କ ଆଈ ଗୁଭେ ବାଗଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଗସ୍ତି ବାଗଙ୍କ ଆଈ ଗୁଭେ ବାଗ(୯୫)ଙ୍କ ଶନିବାର ସନ୍ଧ୍ୟାରେ ପରାଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ନନ୍ଦ ବାଗ ଓ ଶଙ୍କର ବାଗ, ନାତି ଭରତ ବାଗ, ପୁଲସ୍ତି
Read More...

ରାଧାକୃଷ୍ଣ ଓ ଶିବମନ୍ଦିର ପୂଜକ ନିମାନନ୍ଦ ଥନାପତିଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ରାଧାକୃଷ୍ଣ ଓ ଶିବମନ୍ଦିର ତଥା ଯମୁନା ଗ୍ରାମର ଧବଳେଶ୍ଵର ଶିବମନ୍ଦିରର ବରିଷ୍ଠ ପୂଜକ ନିମାନନ୍ଦ ଥନାପତି(୬୬)ଙ୍କ ଶନିବାର ରାତିରେ ତାଙ୍କ ଯମୁନା ଗ୍ରାମସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି ।
Read More...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଘ୍ନେଶ୍ୱର ମହାନ୍ତିଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ତେନ୍ତୁଳୀଖୁଣ୍ଟି ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଘ୍ନେଶ୍ୱର ମହାନ୍ତି(୮୩)ଙ୍କ ରବିବାର ରାତି ୨ଟାରେ ପରଲୋକ ହୋଇଯାଇଛି । ସେ ୨୯/ ୪/୧୯୪୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ
Read More...

ଅଲାତରା ପଞ୍ଚାୟତସ୍ତରୀୟ ମହିଲା ମହାସଙ୍ଗ ତରଫରୁ ଘରେ ଘରେ ସୁଭଦ୍ରା କାର୍ଯ୍ୟକ୍ରମ

ମ.ରାମପୁର, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତ ମହିଳା ମହାସଙ୍ଘ ତରଫରୁ ଆଜି ଘରେ ଘରେ ସୁଭଦ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମ.ବି.କେ. ମମିତା ସାହୁ, ଅଙ୍ଗନବାଡି ଦିଦି ଇନ୍ଦୁମତି ପୁଟେଲ ଓ ନମିତା ବଗର୍ତ୍ତି, ସି.ଆର.ପି.
Read More...

ସମ୍ବାଦ ଆମ ଓଡ଼ିଶା ବାର୍ଷିକ ପ୍ରତିଯୋଗିତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ଭାଷାକୁ ଉଜ୍ଜୀବିତ ରଖିବା ପାଇଁ ଆୟୋଜିତ ହୋଇଯାଇଛି 'ସମ୍ବାଦ ଆମ ଓଡ଼ିଶା' ବାର୍ଷିକ ପ୍ରତିଯୋଗିତା । ଏହି ଅବସରରେ ଡେଲାଙ୍ଗ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପାଖାପାଖି ୩ ଶହରୁ ଅଧିକ ଛାତ୍ରଛାତ୍ରୀ
Read More...

ବ୍ରହ୍ମପୁର ଠାରୁ ଟାଟାନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୪ ନମ୍ବର ପ୍ଲାଟଫର୍ମ ଠାରେ ବ୍ରହ୍ମପୁର ଠାରୁ ଟାଟାନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଡିଓ କନଫ୍ରେସ ମାଧ୍ୟମରେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ
Read More...

ରାଜବୈଦ୍ୟ ସ୍ୱର୍ଗତ ଚିନ୍ତାମଣି ବେହେରା ସ୍ମୃତି ପରିଷଦ

ବଲାଙ୍ଗିରର ତୃତୀୟ ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବାହ୍ନ ୧୧ଟା ସମୟରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସମ୍ମୁଖ ଡବ୍ଲୁଓଡିସି ପାଭିଲିଅନ୍ ଠାରେ ରାଜବୈଦ୍ୟ ସ୍ୱର୍ଗତ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ବଲାଙ୍ଗିରର
Read More...

ଦର୍ଲିପାଲିରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ଦର୍ଲିପାଲି ଠାରେ ଲିଙ୍ଗରାଜ ପ୍ରଧାନଙ୍କ ପ୍ରୟାସ ଓ ସହଯୋଗରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଘେଁସ ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ଡ.
Read More...

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା କାର୍ଯ୍ୟକାରିଣୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସହର ସ୍ଥିତ ମାରୱାଡି ସଦନ ଠାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଗଠନର ଜାତୀୟ ସାଂଗଠନିକ ସମ୍ପାଦକ ତଥା ରାଜ୍ୟ ଯୁଗ୍ମ
Read More...